Odisha Link
Bridging the Missing Links in Odisha
Daily Archives

March 5, 2020

ସଲ୍‌ମାନ୍‌ଙ୍କୁ କରୋନା ଭୟ

ମୁମ୍ବାଇ : କରୋନା ଭାଇରସ୍‌ର ର ଭୟ ସାରା ଦେଶରେ ସ୍ଥବ୍ଧ କରି ଦେଇଛି । ଏହା ସାଧାରଣ ଜୀବନ ଯାପନକୁ ବହୁତ ପ୍ରଭାବିତ କରୁଛି । ଏହି ଭାଇରସର ଭୟକୁ ବଲିଉଡ ଇଣ୍ଡଷ୍ଟ୍ରିରେ ମଧ୍ୟ ଦେଖିବାକୁ ମିଳିଛି । ଏହାର ଭୟରେ ଅନେକ ଷ୍ଟାର ନିଜର ଶୋ' ଓ ଟୁର୍‌ କ୍ୟାନସ୍‌ଲ୍‌ କରିସାରିଲେଣି । ସବୁବେଳେ ବେପରୱା…

ସିନେମା ‘ଅତରଙ୍ଗୀ ରେ’ ର…

ମୁମ୍ବାଇ : ବଲିଉଡର ଚୁଲବୁଲି ଅଭିନେତ୍ରୀ ସାରା ଅଲ୍ଲି ଖାନ୍‌ ଅନେକ ହିଟ ସିନେମାରେ କାମ କରିସାରିଛନ୍ତି । ବର୍ତ୍ତମାନ ସେ ନିଜ ଆଗାମୀ ସିନେମା 'ଅତରଙ୍ଗୀ ରେ' ର ଶୁଟିଂରେ ବ୍ୟସ୍ତ ଅଛନ୍ତି । ତାଙ୍କ ସହ ଆକ୍ସନ ହିରୋ ଅକ୍ଷୟ କୁମାର, ଅଭିନେତା ଧନୁଷ ମଧ୍ୟ ନଜର ଆସୁଛନ୍ତି । ସିନେମାଟି ମାର୍ଚ୍ଚ ୫ରୁ…

କାଶ୍ମୀରରୁ ଆଇଏସଆଇ ଏଜେଣ୍ଟ ଗିରଫ

ଜମ୍ମୁ: ଜମ୍ମୁ-କାଶ୍ମୀର ପୋଲିସର ସ୍ପେଶାଲ ଅପରେସନ ଗ୍ରୁପ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇର ଜଣେ ଏଜେଣ୍ଟକୁ ଗିରଫ କରିଛି। ଯୁବକଜଣଙ୍କ ପାକିସ୍ତାନର ଗୁଇନ୍ଦା ବିଭାଗ ପାଇଁ ଏଜେଣ୍ଟ ଭାବେ କାମ କରୁଥିବା ଅଭିଯୋଗ ହୋଇଛି। ପୋଲିସ ନରଓ୍ୱାଲ ଫଳ ଓ ପରିବା ବଜାରରୁ ତାଙ୍କୁ ଗିରଫ କରାଯାଇଛି। ଯୁବକଟିର…

ଅପେକ୍ଷା କରି ଥକି ଗଲିଣି : ନିର୍ଭୟା ମା

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ ଦୋଷୀଙ୍କୁ ମାର୍ଚ୍ଚ ୨୦ରେ ହେବ ଫାଶି। ଫାଶି ପାଇଁ ଆଜି ନୂଆ ଡେଥ୍‌ ଓ୍ବାରେଣ୍ଟ ଜାରି କରିଛନ୍ତି ଦିଲ୍ଲୀର ପଟିୟାଲା ହାଉସ୍ କୋର୍ଟ। ମାର୍ଚ୍ଚ ୨୦ ସକାଳ ୫.୩୦ ସମୟରେ ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ ଦୋଷୀଙ୍କୁ ଫାଶି ଦେବାକୁ ଡେଥ୍‌ ଓ୍ବାରେଣ୍ଟ ଜାରି…

ଏକାଠି କାମ କରିବେ ବରୁଣ ଓ ଜାନଭୀ

ମୁମ୍ବାଇ : ବଲିଉଡ ଅଭିନେତା ବରୁନ ଧବନ ଲଗାତାର ସଫଳତାର ପାହାଚ ଚଢ଼ିବାରେ ଲାଗିଛନ୍ତି । ସିନେମା ଷ୍ଟ୍ରିଟ୍ ଡାନ୍ସର୍ 3D ପରେ ବରୁନ ସିନେମା କୁଲି ନଂ 1 ପାଇଁ ପ୍ରସ୍ତୁତ ହେଉଛନ୍ତି । ସିନେମାଟି ମେ 1ରେ ସିନେମା ପରଦାରେ ଆସିପାରେ । ବରୁନ କମେଡି ସିନେମାରେ ମଧ୍ୟ ଭଲ ଅଭିନୟ କରି ଦର୍ଶକଙ୍କ ମନକିଣି…

ଇଗନାଇଟ୍ ସର୍ଟ ଫିଲ୍ମ୍…

ଭୁବନେଶ୍ବର: ୧୮୬୯ ମସିହା ଅକ୍ଟୋବର ୨ ତାରିଖରେ ଜାତିର ପିତା ମୋହନଦାସ କରମ ଚାନ୍ଦ ଗାନ୍ଧୀ ପୋର ବନ୍ଧର ସହରରେ ଜନ୍ମଗ୍ରହଣ କରିଥିଲେ ।ଭାରତର ସ୍ୱାଧୀନତା ସଂଗ୍ରାମର ଏଇ ମହାନାୟକ ନିଜର ଅହିଂସା ନୀତି ଦ୍ୱାରା ସାରା ବିଶ୍ୱ ପାଇଁ ସୃଷ୍ଟିକଲେ ଉଦାହରଣ । ତାଙ୍କ ଜନ୍ମ ଜୟନ୍ତୀ ୨ ଅକ୍ଟୋବରକୁ ଅର୍ନ୍ତଜାତୀୟ…

ଭାରତରେ କରେନା ଆକ୍ରାନ୍ତ ସଂଖ୍ୟା ୩୦କୁ…

ନୂଆଦିଲ୍ଲୀ: ଚାଇନା ପରେ ଏବେ ଭାରତରେ କରୋନା ଏହାର କାୟା ବିସ୍ତାର କରୁଛି। ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ବଢ଼ିବାରେ ଲାଗିଛି। ଗତକାଲି ସୁଦ୍ଧା ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ୨୯ ଥିବା ବେଳେ ଆଜି ଏହା ୩୦କୁ ବୃଦ୍ଧି ପାଇଛି। ଆଜି ଉତ୍ତର ପ୍ରଦେଶର ଗାଜିଆବାଦରେ ଆଉ ଜଣେ ବ୍ୟକ୍ତି କରୋନା ଭାଇରସରେ…

୭ କଂଗ୍ରେସ ସାଂସଦଙ୍କୁ ନିଲମ୍ବିତ କଲେ…

ନୂଆଦିଲ୍ଲୀ: ଆଜି କଂଗ୍ରେସର ୭ ଲୋକସଭା ସାଂସଦଙ୍କୁ ନିଲମ୍ବିତ କରିଛନ୍ତି ବାଚସ୍ପତି ଓମ ବିର୍ଲା। ନିଲମ୍ବିତ ହୋଇଥିବା ୭ କଂଗ୍ରେସ ସାଂସଦ ହେଉଛନ୍ତି- ଗୌରବ ଗୋଗୋଇ, ଗୁରଜିତ ସିଂ, ଟିନ୍ ପ୍ରାଥପନ୍, ଡିନ୍ କୁରିଅକୋଶ, ଆର ଅନ୍ନିତାନ୍, ମାଣିକମ୍ ଟାଗୋର, ବେନି ବେହାନନ୍ । ଳୋକସଭାରେ ହଙ୍ଗାମା କରୁଥିବା…

ଇପିଏଫ୍‌ ସୁଧହାର ୦.୧୫% କମିଲା

ନୂଆଦିଲ୍ଲୀ: ଇପିଏଫ୍‌’ ସୁଧହାର ୦.୧୫% କମିଲା। ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାର କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ୍ (ଇପିଏଫଓ) ସୁଧ ହାରକୁ ୦.୧୫ ପ୍ରତିଶତ କମାଇ ଦେଇଛନ୍ତି। ୦.୧୫ ପ୍ରତିଶତ ସୁଧହାର କମିବା ପରେ ଏବେ ସୁଧହାର ୮. ୫ ପ୍ରତିଶତ ହୋଇଛି। ଆଜି ଇପିଏଫଓର…

ପୁଣି ଖାକିରେ କଳଙ୍କ!

ଭୁବନେଶ୍ବର: ଜଣେ ହାବିଲଦାରଙ୍କ ନାଁରେ ଆସିଛି ଦୁଷ୍କର୍ମ ଅଭିଯୋଗ। କ୍ୟାପିଟାଲ ଥାନାରେ କାର୍ଯ୍ୟରତ ହାବିଲଦାରଙ୍କ ନାଁରେ ଏହି ଅଭିଯୋଗ ଆସିଛି। ସମ୍ପକୀୟ ଝିଆରୀଙ୍କୁ ହାବିଲଦାର ପିଉସା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୀଡ଼ିତା ଝିଆରୀ ଜଣକ ଏନେଇ ସହିଦନଗର ଥାନାରେ ଅଭିଯୋଗ କରିଛନ୍ତି। ତେବେ ଅଭିଯୋଗ…