Odisha Link
Bridging the Missing Links in Odisha

୨ ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ, ତିନି ଗିରଫ

ବରଗଡ଼: ବରଗଡ଼ ଭଟଲିରୁ ୨ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ ହୋଇଛି । ନକଲି ନୋଟ୍ ଜବତ କଲା କ୍ରାଇମବ୍ରାଞ୍ଚ ଏସଟିଏଫ। ନକଲି ୫୦୦, ୨୦୦ ଓ ୧୦୦ ଟଙ୍କିଆ ନୋଟ୍ ଜବତ ହୋଇଥିବା ଜଣାପଡିଛି। ଗିରଫ ୩ଜଣ ହେଲେ ଛତିଶଗଡ ରାଇଗଡର ମଙ୍ଗଲୁ ମାଲଖାର, କଟକର ସୁଦର୍ଶନ ମହାନ୍ତି, ବରଗଡ଼ର ପ୍ରଫୁଲ୍ଲ ମେହେର।

Comments are closed.