Odisha Link
Bridging the Missing Links in Odisha
Daily Archives

March 6, 2020

୨ ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ, ତିନି…

ବରଗଡ଼: ବରଗଡ଼ ଭଟଲିରୁ ୨ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ ହୋଇଛି । ନକଲି ନୋଟ୍ ଜବତ କଲା କ୍ରାଇମବ୍ରାଞ୍ଚ ଏସଟିଏଫ। ନକଲି ୫୦୦, ୨୦୦ ଓ ୧୦୦ ଟଙ୍କିଆ ନୋଟ୍ ଜବତ ହୋଇଥିବା ଜଣାପଡିଛି। ଗିରଫ ୩ଜଣ ହେଲେ ଛତିଶଗଡ ରାଇଗଡର ମଙ୍ଗଲୁ ମାଲଖାର, କଟକର ସୁଦର୍ଶନ ମହାନ୍ତି, ବରଗଡ଼ର ପ୍ରଫୁଲ୍ଲ ମେହେର।

ପାଇପ୍‌ ଫାଟି ଘରେ ପସିଲା ପାଉଁଶ ପାଣି

ଅନୁଗୋଳ : ଅନୁଗୋଳ ଜିଲ୍ଲା ତାଳଚେରସ୍ଥିତ ଟିଟିପିଏସ୍‌ର ଆସ୍‌ ପାଇପ୍‌ ଜଗନ୍ନାଥପୁର ଗାଁ ନିକଟରେ ଫାଟିଯାଇଛି। ଫଳରେ ରାସ୍ତା, ଚାଷ ଜମି ଓ କିଛି ଘର ଭିତରେ ପାଉଁଶ ପାଣି ପଶିଯାଇଛି। ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ସ୍ଥାନୀୟ ବାସିନ୍ଦା ଅରୁଣ ସାହୁ କହିଛନ୍ତି,“ଆଜି ସକାଳ ୬ଟାରୁ ପାଉଁଶ ପାଣି…

ୟେସ୍‌ ବ୍ୟାଙ୍କ ଜମାକାରୀଙ୍କ ଟଙ୍କା…

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟରେ ୟେସ୍‌ ବ୍ୟାଙ୍କ। ୟେସ୍‌ ବ୍ୟାଙ୍କର ଦେବାଳିଆ ସ୍ଥିତି ସାମ୍ନାକୁ ଆସିବା ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଟଙ୍କା ଉଠାଣ ଉପରେ କଟକଣା ଜାରି କରିଛନ୍ତି ଫଳରେ ଜମାକାରୀଙ୍କ ମଧ୍ୟରେ ଟଙ୍କା ବୁଡ଼ିଯିବା ନେଇ ଭୟ ସୃଷ୍ଟି ହୋଇଛି। ଏଥିପାଇଁ ଗ୍ରାହକମାନେ ଟଙ୍କା ଉଠାଇବା…

ପୋଖରୀରୁ ମିଳିଲା ୨ ମୃତଦେହ

ଯାଜପୁର: ଯାଜପୁର ଟାଉନର ବରୁହାଁ ଅଞ୍ଚଳରେ ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ୨୦ନଂ ଜାତୀୟ ରାଜପଥ ରାସ୍ତାର କବୀରପୁରଠାରେ ଭାରସାମ୍ୟ ହରାଇ ଏକ ବାଇକ୍ ପୋଖରୀ ମଧ୍ୟକୁ ଖସି ପଡ଼ିବାରୁ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ଦ୍ବୟ ଯାଜପୁର ଟାଉନ ଅଞ୍ଚଳର ହୋଇଥିବା ବେଳେ ଜଣଙ୍କ ନାମ ଅଭିଜିତ…

କାଟ୍ରିନାଙ୍କ ପାଦ ଛୁଇଁଲେ କାର୍ତିକ

 ନୂଆଦିଲ୍ଲୀ : ବଲିଉଡ କଳାକାର କାର୍ତିକ ଆର୍ୟ୍ୟନ ସବୁ ସମୟ ବିନଦାଜ ଅନ୍ଦାଜ ରହିଥାନ୍ତି । ତାଙ୍କ ଅଭିନୀତ ସିନେମା ଲଭ ଆଜ କାଲ ଦର୍ଶକଙ୍କ ବେଶ ପସନ୍ଦ ଆସିଥିଲା । ସେ ଜଣେ ସବୁଠାରୁ ଖୋଲା ହୃଦୟ ଅଭିନେତା ଅଟନ୍ତି । କାର୍ତ୍ତିକ ଏବଂ ସାରା ଅଲିଖାନ ଙ୍କ ଆକ୍ଟିଂକୁ ଦର୍ଶକ ବେଶ ପସନ୍ଦ କରିଥିଲେ। କାର୍ତିକ…

କରୋନା ଭୟ: ପୁରୀରେ ହାଇଆଲର୍ଟ

ପୁରୀ: ପ୍ରାଣଘାତୀ କରୋନା ପାଇଁ ସମଗ୍ର ବିଶ୍ବ ଏବେ ଆତଙ୍କିତ। ଚାଇନା ପରେ ଭାରତରେ କଲାଣି ବସ୍ତାର କଲାଣି କରୋନା। ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ୩୧କୁ ବୃଦ୍ଧି ପାଇଛି। କରୋନା ସଂକ୍ରମଣକୁ ଆଖି ଆଗରେ ରଖି ପୁରୀରେ କରୋନା ପାଇଁ ହାଇଆଲର୍ଟ ଜାରି କରାଯାଇଛି। ପୁରୀକୁ ପ୍ରତିଦିନ ଶହ ଶହ ବିଦେଶୀ…

ଚମ୍ପଟ ମାରିଥିବା କରୋନା ସନ୍ଦିଗ୍ଧ…

ଭୁବନେଶ୍ୱର: କଟକ ବଡ଼ ଡାକ୍ତରଖାନାରୁ ଚମ୍ପଟ ମାରିଥିବା କରୋନା ସନ୍ଦିଗ୍ଧଙ୍କୁ ଆଜି ଭୁବନେଶ୍ୱରରେ ଠାବ କରାଯାଇଛି। ଭୁବନେଶ୍ୱରର ହୋଟେଲ ଟ୍ରାଇଡେଣ୍ଟ୍ ହୋଟେଲରେ ଥିଲେ ଏହି ବିଦେଶୀ ନାଗରିକ। ଗତକାଲି ଭୁବନେଶ୍ୱର ବିମାନବନ୍ଦରରେ ଯାଞ୍ଚ ବେଳେ ଯୁବକଙ୍କୁ କରୋନା ସଂକ୍ରମଣ ସନ୍ଦେହରେ କଟକ ବଡ଼ ମେଡ଼ିକାଲରେ…

ଖୁବ୍‌ଶୀଘ୍ର ୟେସ୍‌ ବ୍ୟାଙ୍କ ସଙ୍କଟର…

ମୁମ୍ବାଇ: ଆର୍ଥିକ ସଙ୍କଟରେ ଦେଶର ଅନ୍ୟତମ ପ୍ରତିଷ୍ଠିତ ଘରୋଇ ବ୍ୟାଙ୍କ ୟେସ୍‌ ବ୍ୟାଙ୍କ। ଏହି ବ୍ୟାଙ୍କ ଉପଭୋକ୍ତାଙ୍କ ପାଇଁ ଲାଗିଛି କଟକଣା। ୟେସ୍‌ ବ୍ୟାଙ୍କରେ ଆର୍ଥିକ ସଙ୍କଟର ଖୁବ୍‌ଶୀଘ୍ର ସମାଧାନ ହୋଇଯିବ ବୋଲି କହିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ସେ…

ମହାପ୍ରଭୁଙ୍କ ଟଙ୍କା ପ୍ରତି ବିପଦ ନାହିଁ:…

ଭୁବନେଶ୍ୱର: ୟେସ ବ୍ୟାଙ୍କରେ ଥିବା ମହାପ୍ରଭୁଙ୍କ ଟଙ୍କା ପ୍ରତି ବିପଦ ନାହିଁ । ୟେସ ବ୍ୟାଙ୍କରେ ଫିକ୍ସଡ ଡିପୋଜିଟ ଥିବା ଟଙ୍କା କୁଆଡେ଼ ଯିବନାହିଁ । ଟଙ୍କା ସମ୍ପୂର୍ଣ୍ଣ ନିରାପଦ ଅଛି। ଏଭଳି କହିଛନ୍ତି ଆଇନମନ୍ତ୍ରୀ ପ୍ରତାପ ଜେନା। ସେ କହିଛନ୍ତି ଯେ, ୟେସ ବ୍ୟାଙ୍କରେ ୨ଟି ଡିପୋଜିଟର ମାଚୁ୍ୟରିଟି…

ୟେସ୍ ବ୍ୟାଙ୍କ ସ୍ଥିତି ଖୁବଶୀଘ୍ର…

ନୂଆଦିଲ୍ଲୀ: ସଙ୍କଟରେ ଦେଶର ଅନ୍ୟତମ ପ୍ରତିଷ୍ଠିତ ଘରୋଇ ବ୍ୟାଙ୍କ ୟେସ୍‌ ବ୍ୟାଙ୍କ। ଏହି ବ୍ୟାଙ୍କ ଉପଭୋକ୍ତାଙ୍କ ପାଇଁ ଲାଗିଛି କଟକଣା। ଆସନ୍ତା ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ୟେସ୍‌ ବ୍ୟାଙ୍କ ଉପଭୋକ୍ତା ୫୦ ହଜାର ଟଙ୍କାରୁ ଅଧିକ ଉଠାଇ ପାରିବେ ନାହିଁ। ଏହାକୁ ନେଇ ୟେସ୍‌ ବ୍ୟାଙ୍କ ଗ୍ରାହକ ଚିନ୍ତାରେ…