Odisha Link
Bridging the Missing Links in Odisha
Daily Archives

March 9, 2020

ରାଜ୍ୟସଭା ସଦସ୍ୟ ଭାବେ ଏହି କୁକୁରକୁ…

ଭୁବନେଶ୍ବର: ରାଜ୍ୟସଭାରେ କାର୍ଯ୍ୟକାଳ ପୂରଣ ହୋଇଥିବା ଆସନ ପାଇଁ ଦେଶର ବିଭିନ୍ନ ରାଜ୍ୟରେ ବିଭିନ୍ନ ରାଜନୈତିକ ଦଳ ଦ୍ବାରା ପ୍ରାର୍ଥୀ ଘୋଷଣା ଜାରି ରହିଥିବା ବେଳେ ଏକ ମଜାଦାର ଟୁଇଟ୍‌ କରି ଚର୍ଚ୍ଚାକୁ ଆସିଛନ୍ତି ଓଡ଼ିଶାର ପୂର୍ବତନ ଲୋକସଭା ସାଂସଦ ତଥା 'ଧରିତ୍ରୀ' ସଂପାଦକ ତଥାଗତ ସତପଥୀ। ଆଜି…

ବିହାରରେ ପୋଷ୍ଟର ଲଗାଇ ନିଜକୁ…

ପାଟନା: ଚଳିତ ବର୍ଷ ବିହାରରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ହେଲେ ଚଳିତ ନିର୍ବାଚନ ରୋଚକ ରୂପ ନେବାକୁ ଯାଉଛି। ଲଣ୍ଡନରେ ରହୁଥିବା ଜଣେ ବିହାର ଯୁବତୀ ନିଜକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛନ୍ତି। ଏହି ଯୁବତୀଙ୍କ ନାମ ପୁଷ୍ପମ୍‌ ପ୍ରିୟା ଚୌଧୁରୀ ବୋଲି ଜଣାପଡ଼ିଛି। ବିହାରର ଦରଭଙ୍ଗାର ଏହି…

କ୍ରମାଗତ ହ୍ରାସ ପାଉଛି ପେଟ୍ରୋଲ ଓ…

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଭାବେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇବାରେ ଲାଗିଛି। ସୋମବାରକୁ ମିଶାଇ ଲଗାତାର ୫ମ ଦିନ ପାଇଁ ଏହି ଦର ହ୍ରାସ ପାଇଛି। ଦିଲ୍ଲୀରେ ଆଜି ପେଟ୍ରୋଲ ଲିଟର ୭୦ ଟଙ୍କା ୫୯ ପଇସା ରହିଛି। ଅନ୍ୟପକ୍ଷରେ ଦିଲ୍ଲୀ ଏବଂ ମୁମ୍ବଇରେ ଡିଜେଲ ଦର ୨୫ରୁ ୨୬ ପଇସା ଶାସ୍ତାରେ ମିଳୁଛି।…

ଆସନ୍ତାକାଲି ହୋଲି: ବାଲୁକା କଳା…

ପୁରୀ: ଆସନ୍ତାକାଲି ହେଉଛି ରଙ୍ଗର ପର୍ବ ହୋଲି। ହେଲେ ଚଳିତ ଥର ରଙ୍ଗର ଖେଳକୁ ବେରଙ୍ଗ କରିଛି କୋରନା ଭାଇରସ୍। ଏହି ଅବସରରେ ବାଲୁକା କଳାରେ ହୋଲିର ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ବିଶ୍ବବାସୀଙ୍କୁ ହୋଲିର ଶୁଭେଚ୍ଛା ଜଣାଇଛନ୍ତି ଶ୍ରୀ…

ନିର୍ଭୟା ମାମଲା: ଦୋଷୀ ବିନୟର ନୂଆ ଚାଲ,…

ନୂଆଦିଲ୍ଲୀ: ମାର୍ଚ୍ଚ ୨୦ ତାରିଖରେ ନିର୍ଭୟା ମାମଲାର ୪ ଅଭିଯୁକ୍ତ ଫାଶି ପାଇବା ପାଇଁ ଡେଥ୍‌ ଓ୍ବାରେଣ୍ଟ ଜାରି ହୋଇଛି। ହେଲେ ପୁଣି ଫାଶୀ ନେଇ ସୃଷ୍ଟି ହେଲା ଅନିଶ୍ଚିତତା। ଫାଶୀ ଦଣ୍ଡରୁ ବଞ୍ଚିବା ପାଇଁ ପୁଣି ନୂଆ ଚାଲ ଖେଳିଲେ ଦୋଷୀ। https://twitter.com/ANI/status/1236967048434995200 ଆଜି…

ଆଇସିସିର ଶ୍ରେଷ୍ଠ ଟି-୨୦ ଦଳରେ ଭାରତର…

ଦୁବାଇ: ରବିବାର ୫ମ ଥର ପାଇଁ ମହିଳା ଟି-୨୦ ବିଶ୍ବକପ୍‌ ଟ୍ରଫି ହାତେଇଛି ଅଷ୍ଟ୍ରେଲିଆ ମହିଳା ଦଳ। ଫାଇନାଲ ମୁକାବିଲାରେ ପ୍ରଥମଥର ଟି-୨୦ ମହିଳା ବିଶ୍ୱକପ ଫାଇନାଲ ଖେଳିଥିବା ଟିମ୍‌ ଇଣ୍ଡିଆ ୮୫ ରନ୍‌ରେ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇଥିଲା। ମହିଳା ଟି-୨୦ ବିଶ୍ୱକପ ଶେଷ ହେବା ପରେ ଆଇସିସି ତା’ର…

ଆବେୱେଷ୍ଟ ସର୍ଭିସେସ୍ ପକ୍ଷରୁ…

ଭୁବନେଶ୍ୱର: ରାଜ୍ୟର ଏକ ନମ୍ବର ଦକ୍ଷତା ବିକାଶ ପ୍ରଶିକ୍ଷଣ ସଂସ୍ଥା ଆବେୱେଷ୍ଟ ସର୍ଭିସେସ୍ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଲୁମ୍ବିନ ବିହାର ସ୍ଥିତ ନିଜ ଅନୁଷ୍ଠାନ ପରିସରରେ ଏକ ସଚେତନାମୂଳକ ପଦଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ୧୦୦ରୁ ଅଧିକ ଛାତ୍ରୀ ମାନେ ଏକ ପଦଯାତ୍ରାରେ ସାମିଲ ହୋଇ…

ଉତ୍ତର ପ୍ରଦେଶ ହିଂସା: ଅଭିଯୁକ୍ତଙ୍କ…

ପ୍ରୟାଗରାଜ: ନାଗରିକତା ସଂଶୋଧନ ଆଇନକୁ ନେଇ ଉତ୍ତରପ୍ରଦେଶରେ ହିଂସା ହୋଇଥିଲା। କିଛିିଦିନ ତଳେ ଏହି ହିଂସା ମାମଲାର ଅଭୁଯୁକ୍ତଙ୍କ ପୋଷ୍ଟର ଲଗାଇଥିଲା ପ୍ରଶାସନ। ହେଲେ ଆଜି ହିଂସା ମାମଲାର ଅଭିଯୁକ୍ତଙ୍କ ପୋଷ୍ଟର ହଟାଇବା ପାଇଁ ଯୋଗୀ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଉତ୍ତର ପ୍ରଦେଶ ହାଇକୋର୍ଟ।…

ଭୁଲ୍ ସିଗ୍‌ନାଲ ଦେଖାଇ ନିଲମ୍ବିତ ହେଲେ…

ରାଉରକେଲା: ଷ୍ଟେସନରେ ସୁପରଫାଷ୍ଟ ଟ୍ରେନ୍ ନ ଅଟକିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ରାଜଗାଙ୍ଗପୁର ଷ୍ଟେସନ ମାଷ୍ଟର ନିଲମ୍ବିତ ହୋଇଛନ୍ତି। ଚକ୍ରଧରପୁର ଡିଆରଏମ ଷ୍ଟେସନ ମାଷ୍ଟରଙ୍କୁ ନିଲମ୍ବିତ କରିଛନ୍ତି। ସୂଚନାଯୋଗ୍ୟ ଯେ, ପାଟନା-ବିଳାସପୁର ସାପ୍ତାହିକ…

ଆଖି ବୁଜିଲା ଯାଜପୁରରେ ଆତଙ୍କ ଖେଳାଇଥିବା…

ଭୁବନେଶ୍ୱର: ଯାଜପୁରରେ ୫ ଜଣ ଲୋକଙ୍କ ଜୀବନ ନେଇସାରିବା ପରେ ଟ୍ରାଙ୍କୁଲାଇଜ କରି ଦନ୍ତା ହାତୀଟିକୁ ସେତେବେଳେ କାବୁ କରାଯାଇଥିଲା। ତେବେ ସେହି ଦନ୍ତାଟି ଆଖି ବୁଜିଛି। ହାତୀକୁ ସେବେଠାରୁ ଲୁହାଶିକୁଳିରେ ବନ୍ଧା ହୋଇ ରଖାଯାଇଥିଲା। ଯାହା ଫଳରେ ତାର ଗୋଡ଼ରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ଚିକିତ୍ସା ପାଇଁ…