Odisha Link
Bridging the Missing Links in Odisha
Daily Archives

March 9, 2020

ୟେସ୍‌ ବ୍ୟାଙ୍କ-ଶ୍ରୀମନ୍ଦିର ଟଙ୍କା…

ଭୁବନେଶ୍ବର: ୟେସ୍‌ ବ୍ୟାଙ୍କରେ ଜଗନ୍ନାଥ ମହାପ୍ରଭୁଙ୍କ ୫୪୫ କୋଟି ରଖାଯିବ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସର ବିଧାୟକ ଦଳ ନେତା ନରସିଂହ ମିଶ୍ର। ସେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଜଗନ୍ନାଥଙ୍କ ଟଙ୍କା ସୁରକ୍ଷିତ ଅଛି କି ନାହିଁ…

ସରକାରଙ୍କ ଜାଣତରେ ସବୁ କିଛି ହୋଇଛି:…

ଭୁବନେଶ୍ବର: ୟେସ୍ ବ୍ୟାଙ୍କରେ ପ୍ରଭୁ ଜଗନ୍ନାଥଙ୍କ ଟଙ୍କା ଜମା ରହିବା ପ୍ରସଙ୍ଗରେ ପୁଣି ତଥ୍ୟ ରଖି ବର୍ଷିଛନ୍ତି ବିଜୟ ମହାପାତ୍ର। ଶ୍ରୀ ମହାପାତ୍ର କହିଛନ୍ତି ଯେ, ସରକାର ସ୍ପଷ୍ଟିକରଣ ଦେଉନାହାନ୍ତି କାହିଁକିନା, ସବୁ ସରକାରଙ୍କ ଜାଣତରେ ହୋଇଛି। ୨୦୧୫ରେ ଏଜି ଜଣାଇ ଥିଲେ ଜଗନ୍ନାଥଙ୍କ ପାଣ୍ଠିରେ ଅନେକ…

୬୦ ବର୍ଷରେ ବିବାହ କଲେ କଂଗ୍ରେସର…

ନୂଆଦିଲ୍ଲୀ: ୬୦ ବର୍ଷ ବୟସରେ ବିବାହ ବନ୍ଧନରେ ବାନ୍ଧି ହେଲେ କଂଗ୍ରେସ ସାଧାରଣ ସମ୍ପାଦକ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମୁକୁଲ ୱାସନିକ। ମୁକୁଲ ୱାସନିକ ମହାରାଷ୍ଟ୍ର ରାଜନେତା ବାଲକ୍ରିଷ୍ଣଙ୍କ ପୁତ୍ର ଏବଂ କଂଗ୍ରେସର ଜଣେ ପୁରୁଖା ନେତା। ସେ ତାଙ୍କ ପୁରୁଣା ବନ୍ଧୁ ରେଭେନା ଖୁରାନାଙ୍କୁ ବିବାହ…

ସ୍କୁଲ ପିଲାଙ୍କୁ ସାମୁହିକ ହୋଲି ଖେଳ ମନା

ଭୁବନେଶ୍ବର: କାଲି ରଙ୍ଗର ପର୍ବ ‘ହୋଲି’ ଥିବାରୁ ଆଜି ଗଣଶିକ୍ଷାମନ୍ତ୍ରୀ ସମୀର ଦାସ ସ୍କୁଲ ପିଲାମାନଙ୍କୁ ସାମୂହିକ ଭାବେ ରଙ୍ଗ ନ ଖେଳିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ସ୍କୁଲ ପିଲାମାନେ ଏକାଠି, ସମବେତ ଭାବେ ରଙ୍ଗ ନ ଖେଳନ୍ତୁ। କରୋନା ପାଇଁ ସ୍କୁଲଗୁଡ଼ିକରେ ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକ…

ଜମ୍ମୁ-କାଶ୍ମୀର: ‘ଆପନି…

ଶ୍ରୀନଗର: ଧାରା ୩୮୦ ଉଚ୍ଛେଦ ପରେ ଜମ୍ମୁ କାଶ୍ମୀରରେ ଗଠିତ ହେଲା ନୂଆ ରାଜନୈତିକ ଦଳ। ପ୍ରଥମ ରାଜନୈତିକ ପଦକ୍ଷେପ ସ୍ବରୁପ ଏକ ନୂଆ ଜମ୍ମୁ କଶ୍ମୀରରେ ଦଳ ମୁଣ୍ଡ ଟେକିଛି। ପୂର୍ବତନ ପିଡିପି ନେତା ତଥା ମନ୍ତ୍ରୀ ଅଲତାଫ ବୁଖାରୀଙ୍କ ଏକ ନୂତନ ରାଜନୈତିକ ଦଳ ଗଠନ କରିଛନ୍ତି। ‘ଆପନି ପାର୍ଟି’ ଗଠନ କରିଛନ୍ତି…

ଭଣ୍ଡାରିପୋଖରୀର ପୂର୍ବତନ ବିଧାୟକ…

ଭଦ୍ରକ: ବରିଷ୍ଠ ରାଜନେତା ତଥା ଭଣ୍ଡାରିପୋଖରୀର ପୂର୍ବତନ ବିଧାୟକ ପୁରୁଷୋତ୍ତମ ସେଠୀଙ୍କର ଆଜି ସକାଳେ ପରଲୋକ ହୋଇଛି। ଜଣେ ବିଶିଷ୍ଟ ସମାଜସେବୀଏବଂ ପରୋପକାରୀ ବ୍ୟକ୍ତି ଭାବେ ସେ ବେଶ୍ ଜଣାଶୁଣା ଥିଲେ। ସୂଚନାଯୋଗ୍ୟ ଯେ, ଆଜି ସକାଳ ୭ଟା୩୦ ମିନିଟ୍ ସମୟ ରେ ତାଙ୍କର ବିୟୋଗ ଘଟିଛି। ସାନଶାସନ ପଞ୍ଚାୟତର…

ଶେୟାର ବଜାରକୁ ପ୍ରଭାବିତ କରୁଛି…

ମୁମ୍ବାଇ: ଭାରତୀୟ ଶେୟାର ବାଜରରେ ଦେଖାଯାଇଛି କରୋନା ଭୂତାଣୁ ଆତଙ୍କ ଏବଂ ‘ୟେସ୍ ବ୍ୟାଙ୍କ’ର ଆର୍ଥିକ ସଙ୍କଟାପନ୍ନ ସ୍ଥିତି। କରୋନା ଓ ୟେସ୍‌ ବ୍ୟାଙ୍କ ସ୍ଥିତି ଲଗାତର ଶେୟାର ବଜାରକୁ ପ୍ରଭାବିତ କରୁଛି। ସୋମବାର ୧,୬୦୦ରୁ ଅଧିକ ପଏଣ୍ଟ ହ୍ରାସରେ ଶେୟାର ବଜାର ଆରମ୍ଭ ହୋଇଥିଲା। ସେହିପରି ନିଫ୍ଟି ମଧ୍ୟ…

ଜେଲରେ କଏଦୀଙ୍କୁ ଜେଲର୍ ମାଡ଼ ମାରିବା…

ସମ୍ବଲପୁର: ସମ୍ବଲପୁର ମଣ୍ଡଳ ଜେଲରେ କଏଦୀଙ୍କୁ ଜେଲ ଓ୍ବାର୍ଡରଙ୍କ ମାଡ ଯୋଗୁଁ ହାତ ଭାଙ୍ଗିଥିବା ଅଭିଯୋଗ ହୋଇଛି। ଦୁଇଜଣ କଏଦୀଙ୍କ ଗଣ୍ଡଗୋଳର ସମାଧାନ କରିବାକୁ ଯାଇ ଜେଲ ଓ୍ବାର୍ଡର ଜଣକ ଆଜୀବନ ସଜା କାଟୁଥିବା କଏଦୀ ଅବିନାଶ ବେହେରାକୁ ମାଡ ମାରିଥିଲେ। ଫଳରେ ତାଙ୍କର ହାତ ଭାଙ୍ଗିବା ସହ ସେ ଗୁରୁତର ହୋଇ…

ରାଜ୍ୟସଭା ନିର୍ବାଚନ: ୪ର୍ଥ ପ୍ରାର୍ଥୀ…

ଭୁବନେଶ୍ବର: ମାର୍ଚ୍ଚ ୨୬ରେ ରାଜ୍ୟସଭା ନିର୍ବାଚନ। ଓଡ଼ିଶାର ୪ଟି ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ। ଗତ ୭ ତାରିଖରେ ବିଜେଡି ୪ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ହେଲେ ରାଜ୍ୟସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ନେଇ ବଢ଼ୁଛି ଉତ୍କଣ୍ଠା। ଆଜି ବିଜେପି ସାଧାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନଙ୍କ…

ରେଲୱେ ଷ୍ଟେସନ ନିକଟରୁ ଯୁବକଙ୍କ ଖଣ୍ଡ…

କଟକ: କଟକ ମଙ୍ଗୁଳି ରେଲୱେ ଷ୍ଟେସନ ନିକଟରୁ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ପଡିଥିବା ଦେଖିବାକୁ ମିଳିଛି। ମୃତ୍ୟର କାରଣ ଅସ୍ପଷ୍ଟ ରହିଛି। ଯୁବକଙ୍କ ପରିଚୟ ମିଳିନଥିବାବେଳେ ତାଙ୍କ ଘର ମାହାଙ୍ଗା ଥାନା ଅନ୍ତର୍ଗତ ଛତିଆ ଗ୍ରାମର ବୋଲି ଜଣାପଡିଛି । ସେ ଚୈାଦ୍ବାର ମୁଣ୍ଡମାଳ ସାହିରେ ରହୁଥିବାର…