Odisha Link
Bridging the Missing Links in Odisha

ସୀତାରମଣଙ୍କୁ ଭେଟିଲା ବିଜେଡି

ନୂଆଦିଲ୍ଲୀ : ୟେସ୍‌ ବ୍ୟାଙ୍କରେ ମହାପ୍ରଭୁ ଜଗନ୍ନାଥଙ୍କ ଟଙ୍କା ଫସି ରିହବା ଘଟଣାରେ ଆଜି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟିଲେ ବିଜେଡି ସାଂସଦ। ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ବରେ ସୀତାରମଙ୍କୁ ଭେଟି ମହାପ୍ରଭୁଙ୍କ ଟଙ୍କା ଉଦ୍ଧାର ପାଇଁ ଅର୍ଥମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଅର୍ଥମନ୍ତ୍ରୀ ସେମାନଙ୍କୁ ଆଶ୍ବାସନା ଦେଇଥିବା କହିଲେ ବିଜେଡି ସାଂସଦ। ମହାପ୍ରଭୁଙ୍କ କିଛି ଟଙ୍କା ଫସି ରହିବନି ଅର୍ଥମନ୍ତ୍ରୀ କହିଥିବା ସୂଚନା ମିଳିଛି।

Comments are closed.