Odisha Link
Bridging the Missing Links in Odisha
Daily Archives

March 11, 2020

ଦିଲ୍ଲୀ ହିଂସା: ଅପରାହ୍ନରେ ସଂସଦରେ…

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାକୁ ନେଇ ସଂସଦରେ ପୁଣି ଥରେ ହଙ୍ଗାମା ହୋଇଛି। ବୁଧବାର ଉଭୟ ରାଜ୍ୟ ସଭା ଏବଂ ଲୋକ ସଭାରେ ବିରୋଧୀମାନେ ହୋହଲ୍ଲା ହଟ୍ଟଗୋଳ କରିବା ସହିତ ଗୃହକାର୍ଯ୍ୟ କରାଇ ନ ଦେବାରୁ ସଂସଦକୁ ମୁଲତବୀ ଘୋଷଣା କରାଯାଇଛି। ରାଜ୍ୟ ସଭାକୁ ମଧ୍ୟାହ୍ନ ୧୨ଟା ଏବଂ ଲୋକ ସଭାକୁ ମଧ୍ୟାହ୍ନ ଅପରାହ୍ନ…

୩ଟା ଯାଏଁ ଗୃହ ମୁଲତବି

ଭୁବନେଶ୍ବର: ଦ୍ବିତୀୟ ପର୍ଯ୍ୟାୟ ବଜେଟ୍‌ ଅଧିବେଶନରେ ୟେସ୍‌ ବ୍ୟାଙ୍କ ତାତି ଦେଖିବାକୁ ମିଳିଛି। କଂଗ୍ରେସ ସଦସ୍ୟଙ୍କ ହୋହଲା ପାଇଁ ଗୃହ ଅପରାହ୍ନ ୩ଟା ଯାଏଁ ମୁଲତବି କରିଛନ୍ତି ବାଚଷ୍ପତି। ଜଗନ୍ନାଥଙ୍କ ଟଙ୍କା ଖାଇଲା କିଏ ସ୍ଲୋଗାନ ଯୋଗୁଁ ଗୃହ ପୁଣି ମୁଲତବି ରହିଛି। ପ୍ରକାଶ ଯେ, ବିଧାନସଭାରେ ଶୋକ…

ରାହୁଲ ଗାନ୍ଧୀଙ୍କୁ ସିନ୍ଧିଆଙ୍କ ଇସ୍ତଫା…

ନୂଆଦିଲ୍ଲୀ: ରଙ୍ଗର ପର୍ବ ହୋଲିକୁ ବାଦ ଦେଲା ମଧ୍ୟ ପ୍ରଦେଶ ରାଜନୀତିରେ ଇସ୍ତଫା ପର୍ବ। ରବିବାର ମଧ୍ୟ ପ୍ରଦେଶ କଂଗ୍ରେସର ଟାଣୁଆ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସର ଇସ୍ତଫା ଦେଇଛନ୍ତି। ସିନ୍ଧିଆଙ୍କ ପାର୍ଟି ଛାଡ଼ିବା ନେଇ କିଛି ମନ୍ତବ୍ୟ ଦେବାକୁ ମନା କରିଛନ୍ତି ରାହୁଲ ଗାନ୍ଧୀ। ହେଲେ…

ବିଧାନସଭାରେ ବାୟୋମେଟ୍ରିକ ମନା

ଭୁବନେଶ୍ବର: ସାର ବିଶ୍ବରେ କରୋନା କାୟା ମେଲାଉଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏପରିକି କରୋନାକୁ କିଭଳି ପ୍ରତିହତ କରିହେବ ସେଥିପାଇଁ ଆଡଭାଇଜରି ମଧ୍ୟ ଜାରି କରାଯାଉଛି। ଏଭଳି ସ୍ଥିତିରେ ବିଧାନସଭା ସଚିବାଳୟର ସମସ୍ତ କର୍ମଚାରୀ ଓ ଅଧିକାରୀ ମାନଙ୍କ…

ମଝି ରାସ୍ତାରେ ମହିଳାଙ୍କୁ ବିଧା, ଗୋଇଠା

ଭୁବନେଶ୍ବର : ରାଜଧାନୀ ରାଜରାସ୍ତାରେ ମହିଳାଙ୍କୁ ଗୋଡ଼େଇ ଗୋଡ଼େଇ ମାଡ଼ ମରାଯାଉଥିବାର ଅଭିଯୋଗ ଆସିଛି।  ଜଣେ ମହିଳାଙ୍କୁ ଏକାସାଙ୍ଗରେ ଆକ୍ରମଣ କରୁଛନ୍ତି ୭ରୁ ୮ଜଣ ବ୍ୟକ୍ତି। ଜଣଙ୍କ ପରେ ଜଣେ ମହିଳାଙ୍କୁ ମାଡ ଧକ୍କା, ଚାପୁଡା ସହ ଗୋଇଠା ବି ମାରୁଛନ୍ତି। ଯାହାର ଭିଡିଓ ଏବେ ଭାଇରାଲ୍ ହୋଇଛି। ଭିଡିଓରେ…

କରୋନାରେ ବ୍ରିଟେନ ସ୍ବାସ୍ଥ୍ୟମନ୍ତ୍ରୀ…

ଲଣ୍ଡନ: ଚୀନର ପରେ ଏବେ ସାରା ବିଶ୍ୱରେ କରୋନା ଭାଇରସ୍‌ ଏହାର କାୟା ବିସ୍ତାର କରୁଛି। କରୋନା ପାଇଁ ଏବେ ସାରା ବିଶ୍ବ ଚିନ୍ତାରେ। ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ କରୋନା ଭାଇରସ୍‌ରେ ୪,୩୦୦ ଲୋକ ମୃତ୍ୟୁ ବରଣ କରିଥିବା ବେଳେ ୧୧୯,୨୪୫ ଲୋକ ଆକ୍ରାନ୍ତ ଅଛନ୍ତି। ଏବେ ବ୍ରିଟେନର ଶାସକ ଦଳ କନଜରଭେଟିବ…

ବିଜେଡି ସହ ଡିଲ୍‌ କରିଛି ବିଜେପି : ତାରା

ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ନଦେବା ପ୍ରସଙ୍ଗ ଜୋର ଧରିଛି। ଏନେଇ କଡ଼ା ପ୍ରତିକ୍ରିୟା ରଖିଲେ କଂଗ୍ରେସ ବିଧାୟକ ତାରପ୍ରସାଦ ବାହିନୀପତି। ଶ୍ରୀ ବାହିନୀପତି କହିଛନ୍ତି ଯେ, ବିଜେଡି ସହ ଡିଲ୍‌ କରି ପ୍ରାର୍ଥୀ ଦେଉନି ବିଜେପି। ଆମର ସଂଖ୍ୟା ନ ଥିଲା କି ଆମେ ନାମାଙ୍କନ ଭରିପାରି…

ଆଜି ୪୨୬ ଟ୍ରେନ୍‌ ବାତିଲ୍

ନୂଆଦିଲ୍ଲୀ: ଟ୍ରେନ୍ ଯୋଗେ ଯାତ୍ରା କରୁଥିବା ଲୋକଙ୍କୁ ଭାରତୀୟ ରେଳ ଏକ ବଡ଼ ଝଟ୍‌କା ଦେଇଛି। ଭାରତୀୟ ରେଳବାଇ (ଇଣ୍ଡିଆନ୍ ରେଲୱେ) ପକ୍ଷରୁ ବୁଧବାର ବାତିଲ୍ ହୋଇଥିବା ଟ୍ରେନ୍‌ର ତାଲିକା ପ୍ରକାଶ ପାଇଛି। ରେଳ ବିଭାଗ ଅନୁଯାୟୀ, ମାର୍ଚ୍ଚ ୧୧ତାରିଖରେ ୪୦୦ରୁ ଅଧିକ ଟ୍ରେନ୍ ବାତିଲ୍ କରାଯାଇଛି। ଭାରତୀୟ…

ବିଧାନସଭା ଆରମ୍ଭରୁ ଗୃହରେ ଉଠିଲା ୟେସ୍‌…

ଭୁବନେଶ୍ବର: ଆଜିଠାରୁ ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ବଜେଟ୍ ଅଧିବେଶନର ଆରମ୍ଭ ହୋଇଛି। ଆଜି ବିଧାନସଭା ଆରମ୍ଭରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ଦିବଗଂତ ବିଧାୟକମାନଙ୍କ ଉଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଥିଲେ। ଏହାପରେ ବିରୋଧୀଦଳ ନେତା ପ୍ରଦିପ୍ତ କୁମାର ନାୟକ ଏବଂ କଂଗ୍ରେସ ବିଧାୟକ ଦଳ…

ହ୍ରାସ ପାଇଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ହ୍ରାସ ପାଇଲା ପେଟ୍ରୋଲ ଓ ଡିଜେଲ ଦର। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ହ୍ରାସର ପ୍ରଭାବ ଏବେ ଭାରତୀୟ ବଜାରରେ ପଡ଼ିଛି, ଫଳରେ ଆଜି ଭାରତୀୟ ବଜାରରେ ପେଟ୍ରୋଲ ଓ ଡିଜେଲର ରେକର୍ଡ ଦର ହ୍ରାସ ଘଟିଛି। ପେଟ୍ରୋଲ ଓ ଡିଜେଲ ଦରରେ ଲିଟର ପିଛା ୨ଟଙ୍କାରୁ ଅଧିକ ହ୍ରାସ ଘଟିଛି। ପେଟ୍ରୋଲ ଦର…