Odisha Link
Bridging the Missing Links in Odisha
Daily Archives

March 12, 2020

ଓଡ଼ିଆ ବୋହୁ ହୋଇ ବହୁତ ଖୁସି: ଝିଲିକ

ଭୁବନେଶ୍ବର: ସବୁ ଚର୍ଚ୍ଚା ଆଲୋଚନାର ଅବସାନ ଘଟେଇ ଶେଷରେ ଅଭିନେତ୍ରୀ ଝିଲିକ୍‌ଙ୍କ ହାତ ଧରିଛନ୍ତି ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ। ବୁଧବାର ଦୁଇ ପରିବାରର ଉପସ୍ଥିତିରେ ଇଞ୍ଜିନିୟର ପ୍ରୀତିରଞ୍ଜନ ଘଡ଼ାଇଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ ଝିଲିକ ଭଟ୍ଟାଚାର୍ଯ୍ୟ। ବିବାହ ବନ୍ଧନରେ ବାନ୍ଧି…

ସିନ୍ଧିଆ ତାଙ୍କ ନିଷ୍ପତ୍ତିକୁ ନେଇ…

ନୂଆଦିଲ୍ଲୀ: କଂଗ୍ରେସ ସହ ୧୮ ବର୍ଷର ସମ୍ପର୍କକୁ କାଟିି ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିରେ ଯୋଗ ଦେଇଛନ୍ତି। ଏହାକୁ ନେଇ ସିନ୍ଧିଆଙ୍କ ବନ୍ଧୁ ତଥା ରାହୁଲ ଗାନ୍ଧୀ ମୁହଁ ଖୋଲିଛନ୍ତି। ଖୁବଶୀଘ୍ର ସେ ନିଜ ନିଷ୍ପତ୍ତିକୁ ନେଇ ଅନୁତାପ କରିବେ ବୋଲି ରାହୁଲ କହିଛନ୍ତି। ରାହୁଲ ଗଣମାଧ୍ୟମକୁ କହିଛନ୍ତି,…

ରଣଜୀ ଫାଇନାଲ: ଅନ୍ତିମ ଦିନର ଖେଳ ଦେଖି…

ରାଜକୋଟ: କରୋନା ଭାଇରସ୍ ମହାମାରୀରେ ୭୩ ଜଣ ଭାରତୀୟ ଆକ୍ରାନ୍ତ ହୋଇ ସାରିଲେଣି। ଏହି କାରଣରୁ ବେଙ୍ଗଲ ଓ ସୌରାଷ୍ଟ୍ର ମଧ୍ୟରେ ରଣଜୀ ଟ୍ରଫି ଫାଇନାଲ୍ ମ୍ୟାଚର ପଞ୍ଚମ ତଥା ଅନ୍ତିମ ଦିନର ଖେଳ ଖାଲି ଷ୍ଟାଡିୟମରେ ଖେଳାଯିବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ଆଡଭାଇଜରୀ ପରେ ବିସିସିଆଇ ଗୁରୁବାର ଏହି ଘୋଷଣା…

ଜାଣନ୍ତୁ ମହିଳାଙ୍କ କେଶ ଝଡ଼ିବାର କାରଣ

ଭୁବନେଶ୍ବର : ଆଜି କାଲି ସବୁଠୁ ବଡ ସମସ୍ୟା ହେଲା କେଶ ଝଡ଼ିବା । କେଶ ନଝଡିବା ପାଇଁ ଅନେକ ଉପାୟ ମଧ୍ୟ ବାହାର କରିଥାନ୍ତି । ସେଥିପାଇଁ ବଜାରରେ ମିଳୁଥିବା ବିୟୁଟି ପ୍ରଡକ୍ଟକୁ ବ୍ୟବହାର କରି କେଶ ଝଡ଼ିବା ବନ୍ଦ କରିବାକୁ ସେମାନେ ଚେଷ୍ଟା କରିଥା’ନ୍ତି । ତେବେ କେଶ ଝଡ଼ିବାର କାରଣ ଜାଣିବାକୁ ଚେଷ୍ଟା…

ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼ାଇବାକୁ…

ଭୁବନେଶ୍ବର :  ଆଜି କାଲି ବ୍ୟସ୍ତ ବହୁଳତା ଜୀବନ ଜାପନରେ ଅନେକ ଲୋକ ନିଜ ଖାଦ୍ୟପାନୀୟ ବାବଦରେ ସତର୍କତା ଅବଲମ୍ବନ କରିନଥାନ୍ତି । ସାଧାରଣତଃ ସୁଆଦିଆ ଖାଦ୍ୟ ଉପରେ ଜୋର୍‌ ନ ଦେଇ ବରଂ ପୋଷକତତ୍ତ୍ବ ଭରପୂର ଖାଇବା ସ୍ବାସ୍ଥ୍ୟ ପାଇଁ ହିତକାରୀ । କରୋନା ଭାଇରସ୍ କିମ୍ବା ଅନ୍ୟ ଯେ କୌଣସି ପ୍ରକାର ସଂକ୍ରାମକ…

ରାଜ୍ୟର ନୂଆ ଫୁଡ କମିଶନର ହେଲେ ପ୍ରମୋଦ…

ଭୁବନେଶ୍ବର: ରାଜ୍ୟରେ ନିଯୁକ୍ତି ହେଲେ ନୂଆ ଫୁଡ କମିଶନର । ୧୯୮୬ ବ୍ୟାଚ ଆଇଏଫଏସ ପ୍ରମୋଦ କୁମାର ମେର୍କପ କମିଶନର ଭାବେ ନିଯୁକ୍ତି ପାଇଛନ୍ତି। ଏନେଇ ଖାଦ୍ୟ ଓ ଯୋଗାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବତନ କମିଶନର ରଙ୍ଗଲାଲ ଜାମୁଣ୍ଡାଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଏହି ପଦବୀ ଖାଲି…

ଆୟୁଷ୍ମାନଙ୍କ ବିନା ନିର୍ମାଣ ହେବ ‘ବଧାଇ…

ମୁମ୍ବଇ : ୨୦୧୮ରେ ମୁକ୍ତିଲାଭ କରିଥିବା ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଚଳଚ୍ଚିତ୍ର ‘ବଧାଇ ହୋ’ ଖୁବ୍‍ ଲୋକପ୍ରିୟତା ହାସଲ କରିଥିଲା ।  କାହାଣୀଠୁ ଆରମ୍ଭ କରି ଅଭିନୟ ପର୍ଯ୍ୟନ୍ତ, ସବୁକିଛି ଅନେକ ପ୍ରଶଂସା ସାଉଁଟିଥିଲା । ଏବେ ଶୁଣିବାକୁ ମିଳୁଛି ଯେ, ଖୁବଶୀଘ୍ର ‘ବଧାଇ ହୋ-୨’ ନିର୍ମାଣ ହେବାକୁ…

କରୋନା ପାଇଁ ଆତଙ୍କିତ ହୁଅନ୍ତୁ ନାହିଁ :…

ନୂଆଦିଲ୍ଲୀ: ଏବେ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କଣିଥିବା କରୋନା ଭାଇରସ ପାଇଁ ସମସ୍ତେ ଭୟଭୀତ। ଏହି ସମୟରେ କରେନାକୁ ନେଇ ଆତଙ୍କିତ ନ ହେବାକୁ ପରାମର୍ଶ ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, କରେନା ପାଇଁ ଆପଣମାନେ ଆତଙ୍କିତ ହୁଅନ୍ତୁ ନାହିଁ। ଆମେ ଏନେଇ ସଜାଗ ଅଛୁ। ଆତଙ୍କିତ ନ ହୋଇ ପ୍ରତିଷେଧକ…

ସିନ୍ଧିଆଙ୍କୁ ବିଜେପି ସୁରକ୍ଷିତ ରଖୁ:…

ଭୋପାଲ: ଭାରତୀୟ ଜନତା ପାର୍ଟିରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସାମିଲ ଓ ୨୨ କଂଗ୍ରେସ ନେତାଙ୍କ ଇସ୍ତଫା କମଲନାଥଙ୍କ ସରକାରକୁ ସଙ୍କଟରେ ପକାଇଛି। ମଧ୍ୟପ୍ରଦେଶ ରାଜନୀତିରେ ଚାଲିଥିବା ସଙ୍କଟ ଭିତରେ ଆଜି କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ରାଜ୍ୟସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।…

କରୋନା ଭାଇରସ୍‌କୁ ନେଇ ଲୋକଙ୍କୁ ସଚେତନ…

ମୁମ୍ବାଇ : କରୋନା ଭୟ ବଲିଉଡରେ ମଧ୍ୟ ଦେଖିବାକୁ ମିଳିଛି । ବଲିଉଡ୍‌ ଅଭିନେତ୍ରୀ ପରିଣିତି ଚୋପ୍ରା କରୋନା ଭାଇରସ୍‌କୁ ନେଇ ଲୋକଙ୍କୁ ସଚେତନ କରାଇଛନ୍ତି । ବୁଧବାର ସେ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଇଟାଲିରେ ରହୁଥିବା କ୍ରିଷ୍ଟିନ୍‌ ହିଗିଙ୍ଗ୍‌ସଙ୍କ ପୋଷ୍ଟକୁ ଶେୟାର କରିଛନ୍ତି । କ୍ରିଷ୍ଟିନ୍‌ ନିଜ…