Odisha Link
Bridging the Missing Links in Odisha
Daily Archives

March 12, 2020

କରୋନା ପାଇଁ ବାତିଲ୍ ହୋଇପାରେ ଆଇପିଏଲ;…

ମୁମ୍ବାଇ : କରୋନା ପାଇଁ ବାତିଲ୍ ହୋଇପାରେ ଆଇପିଏଲ। ଚଳିତ ମାସ ୨୯ରୁ ଆରମ୍ଭ ହେବାକୁ ଥିବା ଆଇପିଏଲକୁ ରଦ୍ଦ କିମ୍ବା ଘୁଞ୍ଚାଇବା ନେଇ ବିସିସିଆଇ ବିଚାର କରୁଛି। ଏ ସଂପର୍କରେ ଆଲୋଚନା ପାଇଁ ଶନିବାର ଦିନ ବିସିସିଆଇ ପକ୍ଷରୁ ଆଇପିଏଲ ଗଭର୍ଣ୍ଣିଂ ବଡିର ଏକ ବୈଠକ ଡକାଯାଇଛି ବୋଲି ଆଇପିଏଲ ଅଧ୍ୟକ୍ଷ ବ୍ରିଜେସ…

ଟଙ୍କା ଜମା ପଛରେ ବିଜୟ ସାହୁଙ୍କ ଭୂମିକା…

ଭୁବନେଶ୍ୱର: ୟେସ ବ୍ୟାଙ୍କରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମା ହୋଇଥିବା ୫୪୫ କୋଟି ଟଙ୍କାର ଭବିଷ୍ୟତ ନେଇ ଗତ କିଛି ଦିନ ହେଲା ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି। ଏହାକୁ ନେଇ ବିଧାନସଭାର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ଦିନ ଅର୍ଥାତ ବୁଧବାର ହୁଲସ୍ତୁଲ ହୋଇଥିଲା। ବିରୋଧୀଙ୍କ ତୀବ୍ର…

ଅଭିଯୁକ୍ତଙ୍କ ପୋଷ୍ଟର ମାମଲା; ଯୋଗୀ…

ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧୀ ହିଂସାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ପୋଷ୍ଟର ଲଗାଇବା ମାମଲାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଯୋଗୀ ସରକାରଙ୍କୁ ତାଗିଦ କରିଛନ୍ତି। ବିଚାରପତି ୟୁୟୁ ଲଳିତ ଏବଂ ବିଚାରପତି ଅନିରୁଦ୍ଧ ବୋଷଙ୍କ ଖଣ୍ଡପୀଠ କହିଛନ୍ତି ଯେ, ଏହି ମାମଲା ଅତ୍ୟନ୍ତ…

ଚର୍ଚ୍ଚାରେ ଆମୀରଙ୍କ ସିନେମା ଗଜନୀ

ମୁମ୍ବାଇ : ବଲିଉଡ ସୁପରଷ୍ଟାର ଆମୀର ଖାନ୍‌ ନିଜ ସିନେମାାକୁ ନେଇ ଅନେକ ସମୟ ଚର୍ଚ୍ଚାରେ ରହିଥାନ୍ତି । ତେବେ ତାଙ୍କ ଅଭିନୀତ ସିନେମା 'ଗଜନୀ' ହିଟ ହୋଇଥିଲା ଏହା ୨୦୦୮ରେ ରିଲିଜ୍ ମଧ୍ୟ ହୋଇଥିଲା । ଏହି ସିନେମଟି ଏବେ ଚର୍ଚ୍ଚାରେ ରହିଛି ବହୁତ ଶୀଘ୍ର ଏହି ସିନେମାର ସିକ୍ୱେଲ୍ ତିଆରି ହେବ।କୁ ଯାଇଛି ।…

ସିନ୍ଧିଆ-ଶାହ ସାକ୍ଷାତକାର, ଶାହ କହିଲେ..

ନୂଆଦିଲ୍ଲୀ: ୧୮ ବର୍ଷର ସମ୍ପର୍କ ଭାଙ୍ଗି ବିଜେପିରେ ଗତକାଲି ସାମିଲ ହେଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ। ଏଥିପାଇଁ ମଧ୍ୟପ୍ରଦେଶରୁ ଧରି ଦିଲ୍ଲୀ ପର୍ଯ୍ୟନ୍ତ ବିଜେପିର ସବୁ ନେତା ଖୁସି ଅଛନ୍ତି। ଦଳର ସମସ୍ତ ନେତା ତାଙ୍କୁ ସ୍ୱାଗତ କରିଛନ୍ତି। ଏଥିସହିତ ବିଜେପିରେ ଯୋଗ ଦେବା ପରେ ଜ୍ୟୋତିରାଦିତ୍ୟ…

ଭିଜିଲାନ୍ସ ଜାଲରେ କିରାଣୀ

କଟକ: ଆଜି କିରାଣୀ ନାରାୟଣ ସାହୁ ଜଣେ ସହକାରୀ ଶିକ୍ଷକଙ୍କ ୪୩ ହଜାର ଟଙ୍କାର ବକେୟା ବିଲ ପ୍ରସ୍ତୁତ କରିବା ପାଇଁ ୫ ହଜାର ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି କଟକ ଭକ୍ତ ମଧୁ ବିଦ୍ୟାପୀଠ କିରାଣୀ ନାରାୟଣ ସାହୁ। ନାରାୟଣ ସାହୁ ବିଲ ପ୍ରସ୍ତୁତ କରିବା ପାଇଁ ଲାଞ୍ଚ ମାଗୁଥିବା ଅଭିଯୋଗ…

କେଉଁ ରାଜ୍ୟରେ କେତେ ଜଣ କରୋନା…

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୭୩ରେ ପହଞ୍ଚିଛି। ଏ ନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ସ୍ପଷ୍ଟ କରିଛନ୍ତି। ଲୋକସଭାରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଏ ନେଇ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଅଧିକାଂଶ ଆକ୍ରାନ୍ତ କେରଳ, ମହାରାଷ୍ଟ୍ର, ଉତ୍ତର…

ବରକୁ ଅପହରଣ ନୁହେଁ, ପୁଲିସ ଉଠାଇଥିଲା !

ଭୁବନେଶ୍ୱର: ମଝି ରାସ୍ତାରେ ଗାଡ଼ିକୁ ଅଟକାଇ ଦୁର୍ବୃତ୍ତ ବରକୁ ଉଠାଇନେବା ଘଟଣାରେ ଏକ ନୂଆ ଟ୍ୱିଷ୍ଟ ଆସିଛି। ବରକୁ କୌଣସି ଦୁର୍ବୃତ୍ତନୁହନ୍ତି ଖୋଦ ପୁଲିସ ଉଠାଇ ନେଇଥିବା ଜଣାଯାଇଛି। ଏନେଇ କଟକ ଗ୍ରାମାଞ୍ଚଳ ଏସପି ରାଧାବିନୋଦ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଶ୍ରୀ ପାଣିଗ୍ରାହୀଙ୍କ ସୂଚନା ଅନୁଯାୟୀ…

ସର୍ବନିମ୍ନ ଜମା ନୀତି କୋହଳ କଲା ଏସବିଆଇ

ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏହାର ଗ୍ରାହକଙ୍କ ପାଇଁ ଖୁସି ଖବର। ସର୍ବନିମ୍ନ ଜମା ନୀତି କୋହଳ କରିଛି ଏସବିଆଇ। ଏଣିକି ଗ୍ରାହକଙ୍କ ସେଭିଙ୍ଗସ ଆକାଉଣ୍ଟରରେ ସର୍ବନିମ୍ନ ଜମା ରାଶି ରଖିବା ଉପରେ କୌଣସି ପ୍ରତିବନ୍ଧକ ଲାଗିବ ନାହିଁ। ସେଭିଙ୍ଗସ ଆକାଉଣ୍ଟରେ ଜିରୋ ବାଲାନ୍ସ ରହିପାରିବ। ପୂର୍ବରୁ…

ସହମତିରେ ବାହାଘର ହେଇଛି: ପ୍ରଫୁଲ୍ଲ ଘଡ଼ାଇ

ଭୁବନେଶ୍ବର: ବିଧାୟକ ପ୍ରୀତିରଂଜନ ଘଡ଼ାଇଙ୍କ ସହ ଅଭିନେତ୍ରୀ ଝିଲିକ୍‌ଙ୍କ ବାହାଘର ପ୍ରସଙ୍ଗରେ ମୁହଁ ଖୋଲିଲେ ବିଧାୟକଙ୍କ ବାପା ତଥା ପୂର୍ବତନ ଅର୍ଥ ମନ୍ତ୍ରୀ ପ୍ରଫୁଲ ଘଡ଼ାଇ। ଶ୍ରୀଯୁକ୍ତ ଘଡ଼ାଇ କହିଛନ୍ତି ଯେ, ପରିବାରଙ୍କ ସହମତି ଓ ଉପସ୍ଥିତିରେ ବୈଦିକ ରିତିରେ ବାହାଘର ହୋଇଛି। ବାହାଘର ସରିଯାଇଛି। ଏହା…