Odisha Link
Bridging the Missing Links in Odisha
Daily Archives

March 13, 2020

ୟେସ୍‌ ବ୍ୟାଙ୍କ ପାଇଁ କରୋନା ବାହାନା :…

ଭୁବନେଶ୍ବର: ବିଧାନସଭା ବଜେଟ ଅଧିବେଶନକୁ ମୁଲତବୀ କରିଦିଆଯାଇଛି। ଆସନ୍ତା ମାର୍ଚ୍ଚ ୨୯ ପର୍ଯ୍ୟନ୍ତ ବିଧାନସଭାକୁ ମୁଲତବୀ ଘୋଷଣା କରାଯାଇଛି। ବିଧାନସଭା ସ୍ଥଗିତ ପ୍ରସ୍ତାବ ଧ୍ୱନିମତରେ ପାରିତ ହୋଇଛି । ଏଥିସହ ବଜେଟ ଅଧିବେଶନ ଏପ୍ରିଲ ୯ ଯଏଁ ଚାଲିବାକୁ ଧାର୍ଯ୍ୟ କରାଯାଇଛି। ତେବେ ବିଧାନସଭା ମୁଲତବୀକୁ…

କରୋନା ଆତଙ୍କ: ବିଜେଡିର ସବୁ…

ଭୁବେନେଶ୍ବର: ଚାଇନା ପରେ ଏବେ ଭାରତରେ କରୋନା ଏହାର କାୟା ବିସ୍ତାର କରିବାର ଲାଗିଛି। କରୋନାକୁ ଦୃଷ୍ଟିରେ ରଖି ଆଜି ମୁଖ୍ୟମନ୍ତ୍ରୀ କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରୋନା କରିଛନ୍ତି। ଏଥିସହ କରୋନା ମୁକାବିଲା ପାଇଁ ରାଜ୍ୟରେ ମାର୍ଚ୍ଚ ୩୧ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ, କଲେଜ, ସିନେମା ହଲ୍ ବନ୍ଦ…

ରାଜେଶ ଖାନ୍ନାଙ୍କ ଘରେ ଏସି ମେକାନିକ୍‌…

ମୁମ୍ୱାଇ : ବଲିଉଡ ନିର୍ଦ୍ଦେଶକ ହୋମି ଅଦାଜାନିଆଙ୍କ ସିନେମା 'ଅଙ୍ଗ୍ରେଜୀ ମିଡିୟମ୍‌' ଆଜି ସିନେମା ଘରେ ରିଲିଜ୍‌ ହୋଇଛି। ସିନେମାଟିରେ ବଲିଉଡ୍‌ ଅଭିନେତା ଇରଫାନ୍‌ ଖାନ୍ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ୨୦୧୭ରେ ସିନେମା 'ଅଙ୍ଗ୍ରେଜୀ ମିଡିୟମ୍‌'ର ପ୍ରଥମ ଭାଗ ରିଲିଜ୍‌ ହୋଇଥିଲା ଓ ଏହା ସିନେମାର…

କରୋନା ପାଇଁ ସ୍ବାସ୍ଥ୍ୟ ବିଭାଗର…

ଭୁବନେଶ୍ବର: କରୋନା ମୁକାବିଲା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରେଗୁଲେସନ୍‌ ଜାରି କରାଯାଇଛି। ନିୟମ ମୁତାବକ ସବୁ ସରକାରୀ, ଘରୋଇ ହସ୍ପିଟାଲ୍ ସନ୍ଦିଗ୍ଧ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ରହିବ। ହସ୍ପିଟାଲ୍‌ ଆସୁଥିବା ସମସ୍ତ ସନ୍ଦିଗ୍ଧଙ୍କ ସବୁପ୍ରକାର ତଥ୍ୟ ରଖିବେ ହସ୍ପିଟାଲ କର୍ତ୍ତୃପକ୍ଷ। କରୋନା…

ୟେସ ବ୍ୟାଙ୍କ ପାଇଁ ଗୃହ କମିଟି ଗଠିତ

ଭୁବନେଶ୍ୱର: ୟେସ ବ୍ୟାଙ୍କରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମା ହୋଇଥିବା ୫୪୫ କୋଟି ଟଙ୍କାର ଭବିଷ୍ୟତ ନେଇ ଗତ କିଛି ଦିନ ହେଲା ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି। ତେବେ ଏହାକୁ ନେଇ ଗୃହ କମିଟି ଗଠନ କରାଯାଇଛି। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଉକ୍ତ କମିଟିରେ ୧୨ ଜଣ ସଦସ୍ୟ…

୨୯ ଯାଏଁ ବିଧାନସଭା ମୁଲତବି

ଭୁବନେଶ୍ୱର: ସାରା ଦେଶରେ ଏବେ କରୋନା ଭୟର ବାତ୍ତାବରଣ ସୃଷ୍ଟି କରିଛି। ଏମିତିରେ ରାଜ୍ୟ ସରକାର ମଧ୍ୟ କରୋନା ମୁକାବିଲା ନେଇ ବିଭିନ୍ନ ସତର୍କତାମୂଳକ ପଦକ୍ଷେପମାନ ଗ୍ରହଣ କରୁଛନ୍ତି। ଏଭଳି ସ୍ଥିତିରେ କରୋନାକୁ ଦୃଷ୍ଟିରେ ରଖି ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ବିଧାନସଭାକୁ ମୁଲତବୀ ରଖାଯାଇଛି। ଗୃହକୁ…

ନିଆଳି ମେଳଣ ବେଳେ ଦିବ୍ୟାଙ୍ଗ…

ନିଆଳି: ନିଆଳି ଅଞ୍ଚଳ କସର୍ଦ୍ଦା ମେଳଣ ଯାତ୍ରା ବେଳେ ଜଣେ ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ଆସିଛି। ଏନେଇ ଥାନାରେ ଏତଲା ଦେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ମାମଲାରେ ଜଣେ ଯୁବକଙ୍କୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଛି। ସୂଚନାଯୋଗ୍ୟ ଯେ, ଗୁରୁବାର କସର୍ଦ୍ଦା ମେଳଣ…

ଭୂତକୁ ଡ଼ରନ୍ତି ପ୍ରେମ ଚୋପ୍ରା

ମୁମ୍ବାଇ : ବଲିଉଡ୍‌ରେ ଖଳନାୟକ କଥା ଉଠିଥିଲେ ସାଧାତଣତଃ ପ୍ରେମ୍‌ ଚୋପ୍ରାଙ୍କ ନାମ ମନେ ପଡ଼େ । ସେ ଖଳନାୟକ ଚରିତ୍ରରେ ଅଭିନୟ କରି ନିଜ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ପ୍ରେମ୍‌ ୧୯୬୦ ମସିହାରେ ପଞ୍ଜାବୀ ସିନେମାରୁ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ଓ ୧୯୬୪ରେ ହିନ୍ଦୀ ସିନେମା…

ନୟାଗଡ଼ର କରୋନା ସନ୍ଦିଗ୍ଧଙ୍କ…

ଭୁବନେଶ୍ୱର: ଗତକାଲି ନୟାଗଡ଼ରୁ ଆସିଥିବା କରୋନା ସନ୍ଦିଗ୍ଧ ଯୁବକଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ନେଇ ସୂଚନା ମିଳିଛି। ଯୁବକଙ୍କ ଚାରି ଦିନ ହେବ ଥଣ୍ଡା ଓ ଜ୍ୱର ହୋଇଛି। ସେ ଏବେ କ୍ୟାପିଟାଲ ହସ୍ପିଟାଲର ଆଇସୋଲେସନ ୱାର୍ଡରେ ରହି ଚିକିତ୍ସିତ ହେଉଛନ୍ତି। ଆଜି ତାଙ୍କ ସ୍ୱାବ ନମୁନା ପରୀକ୍ଷା ପାଇଁ…

ୟେସ୍‌ ବ୍ୟାଙ୍କର ୭,୨୫୦ କୋଟିର ସେୟାର…

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ୟେସ୍‌ ବ୍ୟାଙ୍କର ୭,୨୫୦ କୋଟି ଟଙ୍କାର ସେୟାର କ୍ରୟ କରିବ। ସେୟାର ପିଛା ମୂଲ୍ୟ ୧୦ ଟଙ୍କା ହିସାବରେ ଏସ୍‌ବିଆଇ ଏହାକୁ କିଣିବ ବୋଲି ଜଣାପଡ଼ିଛି। ଏକ ନିୟାମକ ଫାଇଲିଂରେ ଏସ୍‌ବିଆଇ କହିଛି ଯେ, ୟେସ୍‌ ବ୍ୟାଙ୍କର ୪୯% ପର୍ଯ୍ୟନ୍ତ ଅଂଶଧନ ଏହା…