Odisha Link
Bridging the Missing Links in Odisha
Daily Archives

March 13, 2020

ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଯାଜପୁର: ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ମୃତ ଯୁବତୀ ହେଲେ ଗଙ୍ଗୋତ୍ରୀ ମହଳିକ। ମିଳିଥିବା ସୂଚନା ଅନୁସାରେ, ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ଜେନାପୁର ଥାନା ଅନ୍ତର୍ଗତ ମୁକୁନ୍ଦ ପାତ୍ର କଲେଜ ପାଖରେ ଥିବା ଏକ…

କସର୍ଦ୍ଦା ଉପରକୁ ବୋମାମାଡ଼

କଟକ : କଟକ ଜିଲ୍ଲା ନିଆଳି ଥାନା କସର୍ଦ୍ଦା ଫାଣ୍ଡି ଉପରକୁ କିଛି ଦୁର୍ବୃତ୍ତ ବୋମାମାଡ଼ କରିଛନ୍ତି । କସର୍ଦ୍ଦା ଅଞ୍ଚଳରେ ଦୋପଟି ମେଲଣ ଚାଲିଥିବା ସମୟରେ ଏହି ବୋମା ମାଡ଼ ହୋଇଥିଲା । ବୋମାମାଡ଼ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି । ଫଳରେ ୨ ଘଣ୍ଟା ଧରି ଦୋପଟି ମେଲଣ ଶୋଭାଯାତ୍ରା ବନ୍ଦ…

ରାଜ୍ୟପାଳଙ୍କୁ ଭେଟିଲେ କମଲନାଥ, କହିଲେ…

ଭୋପାଲ: ମଧ୍ୟପ୍ରଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ଆଜି ରାଜ୍ୟପାଳଙ୍କୁ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ କମଲନାଥ। ରାଜ୍ୟପାଳ ଲାଲାଜୀ ଟଣ୍ଡନଙ୍କୁ ଏକ ପତ୍ର ଦେଇ ବିଜେପି ବିଧାୟକଙ୍କୁ ନେଇ କିଣା ବିକା କରୁଥିବା ଅଭିଯୋଗ କରିଛନ୍ତି କମଲନାଥ। ଏଥିସହିତ ଆଗାମୀ ବିଧାନସଭା ଅଧିବେଶନରେ ବହୁମତ…

ଗୁଗୁଲ କର୍ମଚାରୀ କରୋନାରେ ଆକ୍ରାନ୍ତ

ବାଙ୍ଗାଲୋର: କରୋନା ଏବେ ସାରା ବିଶ୍ୱରେ ଏହାର କାୟା ବିସ୍ତାର କରୁଛି। ଏଥିପାଇଁ କରୋନା ଭାଇରସ୍‌କୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ମହାମାରୀ ଘୋଷଣା କରିଛନ୍ତି। ଭାରତରେ ବର୍ତ୍ତମାନ ସୁଦ୍ଧା ୭୪ ଜଣ ଲୋକ କରୋନାରେ ଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହି…

ବିଧାନସଭା ସ୍ଥଗିତ ପାଇଁ ପ୍ରସ୍ତାବ

ଭୁବନେଶ୍ବର: ଚୀନରୁ ସୃଷ୍ଟି ହୋଇଥିବା କରୋନା ଭାଇରସ ଦିନକୁ ଦିନ ସାରା ବିଶ୍ୱରେ କାୟା ମେଲାଇ ଚାଲିଛି। ଓଡ଼ିଶାରେ ବି ଏହାକୁ ନେଇ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହାକୁ ନେଇ ମାର୍ଚ୍ଚ ୨୯ ତାରିଖ ପର୍ଯ୍ୟନ୍ତ ବିଧାନସଭା ସ୍ଥଗିତ ପାଇଁ ମୁଖ୍ୟ ସଚେତକ ପ୍ରସ୍ତାବ ଦେଇଛନ୍ତି।  କରୋନା ପାଇଁ ସ୍ଥଗିତ…

ବେଆଇନ ଭାବେ ଚାଲିଛି ବାଲି ଚାଲାଣ

ବୌଦ୍ଧ : ବୌଦ୍ଧ ଜିଲ୍ଲା କଣ୍ଟାମାଲ ତହସିଲ ଅଧୀନରେ ଥିବା ତେଲ ନଦୀ ଘାଟରୁ ବେଆଇନ ଭାବେ ଚାଲିଛି ବାଲି ଚୋରା ଚାଲାଣ । ହେଲେ ଏ ନେଇ ପ୍ରଶାସନ ନିକଟରେ କିଛି ଖବର ନାହିଁ । ବାଲି ମାଫିଆଙ୍କ ବାଲି ଚାଲାଣ ଦ୍ୱାରା ଅତିଷ୍ଠ ହୋଇପଡିଛନ୍ତି କଣ୍ଟାମାଲ ଅଞ୍ଚଳବାସୀ । ବେଧଡକ ଭାବରେ ଦିନ ଦ୍ୱିପ୍ରହରରେ ଚାଲିଛି…

ଏମ୍ସକୁ ଏକ କୋଟି ଟଙ୍କାର ଯନ୍ତ୍ରାଂଶ ଦେବ…

ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସକୁ ୧ କୋଟି ଟଙ୍କାର ଯନ୍ତ୍ରାଂଶ ପ୍ରଦାନ କରିବ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ। ଏନେଇ ଗତକାଲି ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ସହ ଏମ୍ସର ଚୁକ୍ତି ସ୍ୱାକ୍ଷର ହୋଇଛି। ସିଏସ୍‌ଆର୍ କାର୍ଯ୍ୟକ୍ରମ ଅଂଶସ୍ୱରୂପ ଏ.ଏ.ଆଇ. କୋଟିଏ ଟଙ୍କାର ଯନ୍ତ୍ରାଂଶ ଯୋଗାଇଦେବ। ଚୁକ୍ତି…

କରୋନା ଆତଙ୍କ: ଦର୍ଶକଙ୍କ ବିନା ଖେଳାଯିବ…

ନୂଆଦିଲ୍ଲୀ: ସାରା ବିଶ୍ବକୁ ଘାରିଛି ମହାମାରୀ କରୋନାର ଭାଇରସର ଭୟ। ଭାରତରେ ୭୪ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାକୁ ନେଇ ସ୍ବାସ୍ଥ୍ୟବିଭାଗ କିଛି ଆଡଭାଇଜରୀ ଜାରି କରିଛି। ଅନ୍ୟପଟେ ଦେଶରେ କରୋନା ଆତଙ୍କ ପରେ BCCI ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଯାହାରି ଫଳରେ ଷ୍ଟାଡିୟମ୍‌…

୩୧ ମାର୍ଚ୍ଚ ଯାଏ ରାଜ୍ୟର ସବୁ ସ୍କୁଲ…

ଭୁବନେଶ୍ବର: ସାର ବିଶ୍ବରେ ଏବେ କରୋନା ଭୟ।  କରୋନା ପାଇଁ ଆସନ୍ତା ମାର୍ଚ୍ଚ ୩୧ ଯାଏଁ ରାଜ୍ୟର ସମସ୍ତ ସ୍କୁଲ,କଲେଜ ବନ୍ଦ ରହିବା ସହ ପରୀକ୍ଷା ଚାଲୁ ରହିବ ବୋଲି ଜଣାପଡ଼ିଛି। ଏହାସହ ସିନେମା ହଲ, ସୁଇମିଙ୍ଗ ପୁଲ ମଧ୍ୟ ବନ୍ଦ ରହିବ।

ଉନ୍ନାଓ ପୀଡ଼ିତାଙ୍କ ବାପାଙ୍କୁ ହତ୍ୟା;…

ନୂଆଦିଲ୍ଲୀ: ଉନ୍ନାଓ ପୀଡ଼ିତାଙ୍କ ବାପାଙ୍କୁ ହତ୍ୟା ମାମଲାରେ ପୂର୍ବତନ ବିଧାୟକ କୁଲଦୀପ ସିଂହ ସେନଗାରଙ୍କୁ ୧୦ ବର୍ଷ ଜେଲ୍। ସୁପ୍ରିମକୋର୍ଟ ଆଜି ଏହି ଦଣ୍ଡ ଶୁଣାଇଛନ୍ତି। ୨୦୧୭ରେ ଉନ୍ନାଓ ପୀଡ଼ିତାଙ୍କ ବାପାଙ୍କର ମୃତ୍ୟୁ ହୋଇଥିଲା। ମାର୍ଚ୍ଚ ୪ରେ ସୁପ୍ରିମକୋର୍ଟ କୁଲଦୀପ ସିଂହ ସେନଗାରଙ୍କୁ ଏହି…