Odisha Link
Bridging the Missing Links in Odisha

କରୋନା ପାଇଁ ବନ୍ଦ ରହିବ ଓଡ଼ିଶା ରାଜ୍ୟ ଆଦିବାସୀ ସଂଗ୍ରହାଳୟ

ଭୁବନେଶ୍ବର : ବିଶ୍ବରେ ଦେଖା ଦେଇଥିବା କରୋନା ସଂକ୍ରମଣର ଭୟା ବହତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କର ସିଆରପି ଛକ ସ୍ଥିତ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି, ଗବେଷଣା ଓ ତାଲିମ ପ୍ରତିଷ୍ଠାନରେ ଥିବା ଓଡ଼ିଶା ରାଜ୍ୟ ଆଦିବାସୀ ସଂଗ୍ରହାଳୟକୁ ପରବର୍ତ୍ତି ନିର୍ଦ୍ଦେଶ ପର୍ଯ୍ୟନ୍ତ ପର୍ଯ୍ୟଟକ ମାନଙ୍କ ପାଇଁ ବନ୍ଦ ରହିବ ।

ଏହା ଏସ.ସି .ଏସ.ଟି. ଆଟିଆଇର ନିର୍ଦ୍ଦେଶକ ପ୍ରଫେଶର ଡଃ ଅଖିଳ ବିହାରି ଓଝା ପ୍ରକାଶ କରିଛନ୍ତି ।

Comments are closed.