ପିକ୍ଅପ୍ ଭ୍ୟାନ ଧକ୍କାରେ ୩ ମୃତ By ଜିତେନ୍ଦ୍ର କୁମାର ଜେନା On Mar 16, 2020 ମୋହନା: ରାଇସିଂ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ପିକ୍ଅପ୍ ଭ୍ୟାନ୍ ଧକ୍କାରେ ୩ ବାଇକ୍ ଆରେହୀଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ଦ୍ରୁତ ଗତିରେ ଆସୁଥିବା ଭ୍ୟାନ୍ ବାଇକ୍କୁ ସାମ୍ନାପଟୁ ପିଟିଥିଲା। Accident Share
Comments are closed.