କରୋନା ପାଇଁ ଆଗୁଆ ଗ୍ରୋସରୀ ସାମଗ୍ରୀ…
ମୁମ୍ବାଇ : କରୋନା ଭାଇରସ ସମସ୍ତ ମନରେ ଭୟ ସୃଷ୍ଚି କରିଛି । ଏହାର ଭୟ ହଲିଉଡ୍ର ଅଭିନେତ୍ରୀ ଆଞ୍ଜେଲିନା ଜୋଲିଙ୍କ ପାଖରେ ଦେଖିବାକୁ ମିଳିଛି । ନିକଟରେ ତାଙ୍କୁ ଝିଅ ଭିଭିୟାନ୍ଙ୍କ ସହ ଶପିଂ କରୁଥିବାର ଦେଖାଯାଇଥିଲା। ଏକ ଇଂଲିଶ ଓ୍ଵେବ୍ସାଇଟ ମୁତାବକ, ଶଟ୍ଡାଉନ ପୂର୍ବରୁ ଆଞ୍ଜେଲିନା କରୋନା ପାଇଁ…