Odisha Link
Bridging the Missing Links in Odisha
Daily Archives

March 17, 2020

ସିନେଜଗତରେ ପ୍ରବେଶ କଲେ କରିସ୍ମାଙ୍କ ଝିଅ

ମୁମ୍ବାଇ: କପୁର ପରିବାରର ୫ମ ପିଢ଼ି ବି ସିନେମା ଜଗତରେ ପାଦ ରଖିଛନ୍ତି। କରିସ୍ମା କପୁରଙ୍କ ୧୫ ବର୍ଷୀୟା ଝିଅ ସମାଇରା ମଧ୍ୟ ସିନେ ଜଗତରେ ନିଜର ଆଗ୍ରହ ଦେଖାଇଛନ୍ତି। ସମାଇରା ନିଜେ 'ବି ହାପି' ଶୀର୍ଷକ ଏକ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରିଥିବା ବେଳେ ଏଇ ରବିବାର ୧୯ତମ ଚିଲ୍‌ଡ୍ରେନ୍ସ ଫିଲ୍ମ…

ଓଡ଼ିଶା ବିଧାନସଭାରେ ନେଭା କାର୍ଯ୍ୟକାରୀ…

ଭୁବନେଶ୍ୱର : ନ୍ୟାସନାଲ ଇ-ବିଧାନ ଆପ୍ଳିକେସନ୍ ପ୍ରକଳ୍ପ (ଏନଇଭ଼ିଏ) ଓଡ଼ିଶା ବିଧାନସଭାରେ କାର୍ଯ୍ୟକାରୀ କରିବା ପାଇଁ ଭାରତ ସରକାରଙ୍କ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ଅନୁମୋଦନ କରିଛନ୍ତି । ଓଡ଼ିଶା ବିଧାନସଭା ଦେଶରେ ପ୍ରଥମ ବ୍ୟବସ୍ଥାପ଼ିକା ଭାବେ ଏହି ଅନୁମୋଦନ ଲାଭ କରିଛି । ନ୍ୟାସନାଲ ଇ-ବିଧାନ…

କରୋନା: ମୋବାଇଲ ପ୍ରତି ସାବଧାନ ରହିବାକୁ…

ଭୁବନେଶ୍ବର: କରୋନା ସଂକ୍ରମଣର ମୁକାବିଲା ପାଇଁ ମୋବାଇଲ ପ୍ରତି ସାବଧାନ ହେବାକୁ ସୁବ୍ରତ ବାଗ୍‌ଚୀଙ୍କ ପରାମର୍ଶ। ମୋବାଇଲ ଫୋନ ଜରିଆରେ ସଂକ୍ରମଣ ହେବାର ସମ୍ଭାବନା ଥିବାରୁ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ସତର୍କ କରାଇଛନ୍ତି। ରାଜ୍ୟ ସରକାରଙ୍କ ତରଫରୁ କରୋନା ସମ୍ପର୍କରେ ଆଜି…

ଭୀଷ୍ମଗିରିରେ ନିର୍ମାଣ ହେବ…

ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବିଧାନସଭା ମଣ୍ଡଳୀ ଅନ୍ତର୍ଗତ ଭୀଷ୍ମଗିରି ଠାରେ ଏକ ମିନିଷ୍ଟାଡିୟମ ନିର୍ମାଣ ହେବ । ଏହାର ନିର୍ମାଣ ଯଥାଶୀଘ୍ର ଆରମ୍ଭ କରିବାକୁ ବାଚସ୍ପତି ଡଃ. ସୂର୍ଯ୍ୟ ନାରାୟଣ ପାତ୍ର କ୍ରୀଡା ଓ ଯୁବସେବା ମନ୍ତ୍ରୀଙ୍କ ପତ୍ର ନେରଣ କରଥିିନେ । ଏହି ପ୍ରକଳ୍ପ କାର୍ଯ୍ୟକାରୀ…

କରୋନା: ମାର୍ଚ୍ଚ ୩୧ ଯାଏଁ ହାଇକୋର୍ଟ…

କଟକ: ରାଜ୍ୟରେ କରୋନା ରୋଗୀ ଚିହ୍ନଟ ହେବା ପରେ କରୋନା ମୁକାବିଲା ପାଇଁ ରାଜ୍ୟରେ ତତ୍ପରତା ପ୍ରକାଶ ପାଇଛି। କରୋନା ପାଇଁ ସପିଂ ମଲ୍‌, ସ୍କୁଲ ଆଦି ବନ୍ଦ ହୋଇଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ଗହଳିକୁ ଏଡ଼ାଇବାକୁ ପରାମର୍ଶ ଦିଆଯାଇଛି। କରୋନା ସତର୍କତା ନେଇ ହାଇକୋର୍ଟ ଓକିଲା ସଂଘ ମାର୍ଚ୍ଚ ୩୧ ଯାଏଁ…

ବିଦେଶରୁ ଫେରି ଏମିତି କହିଲେ ଭିନୀଲ…

ଭୁବନେଶ୍ବର: କିଛି ଦିନ ତଳେ ବିଦେଶରୁ ଫେରିଛନ୍ତି ଆଇଏଏସ ଆର୍‌ ଭିନିଲକ୍ରିଷ୍ଣା। ତେଣୁ ଫେରିବା ପରେ ସେ କ୍ୱାରେଣ୍ଟାଇନରେ ରହିଛନ୍ତି। ଏନେଇ ଏକ ଭିଡିଓ ଜରିଆରେ ଭିନିଲକ୍ରିଷ୍ଣା ସୂଚନା ଦେଇଛନ୍ତି । ବିଦେଶରୁ ଭିନିଲକ୍ରିଷ୍ଣା ଫେରିବା ପରେ ସେ ସରକାରଙ୍କ ୱେବସାଇଟ୍‌ରେ ପଞ୍ଜିକରଣ କରିଛନ୍ତି । ନିଜ…

ଅନୁଗୁଳରେ ପ୍ରତିଷ୍ଠା ହେଉ ଭୁବନେଶ୍ୱର…

ନୂଆଦିଲ୍ଲୀ : ଅନୁଗୁଳ ଠାରେ ଭୁବନେଶ୍ୱର ସ୍ଥିତ କେନ୍ଦ୍ର ଟୁଲ୍ ରୁମ୍ ଏବଂ ତାଲିମ କେନ୍ଦ୍ର(ସିଟିଟିସି)ର ଅନ୍ୟ ଏକ ସଂପ୍ରସାରଣ କେନ୍ଦ୍ର ପ୍ରତିଷ୍ଠା ପାଇଁ କେନ୍ଦ୍ର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ନିତୀନ ଗଡକରୀଙ୍କୁ ମଙ୍ଗଳବାର ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

୪ ମାସର ଅଗ୍ରୀମ ଭତ୍ତା ଦେବେ ଓଡ଼ିଶା…

ଭୁବନେଶ୍ବର: କରୋନା ଭାଇରସ୍‌ର ଭୟାବହତାକୁ ଦେଖି ବିଧବା, ବୃଦ୍ଧ ଓ ଦିବ୍ୟାଙ୍ଗମାନଙ୍କୁ ୪ ମାସର ଭତ୍ତା ଆଗୁଆ ଦିଆଯିବ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏପ୍ରିଲ, ମେ', ଜୁନ୍‌ ଓ ଜୁଲାଇ ମାସ ପାଇଁ ଏକକାଳୀନ ଭତ୍ତା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ସାମାଜିକ…

ମଧ୍ୟପ୍ରଦେଶ ରାଜନୀତି: ବିଜେପି ପରେ…

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ଲାଗି ରହିଛି ରାଜନୈତିକ ସଙ୍କଟ। ଗତକାଲି ବିଜେପି ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିବା ବେଳେ ଆଜି କଂଗ୍ରେସ ମଧ୍ୟ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛି। ମଧ୍ୟପ୍ରଦେଶ କଂଗ୍ରେସ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛି। ପିଟିସନରେ ବିଜେପି ଉପରେ ଦୋଷ ଲଦିଛି କଂଗ୍ରେସ।…

କରୋନା: ସାମାଜିକ ଦୂରତ୍ବ ପାଇଁ…

ଭୁବନେଶ୍ବର: ରାଜ୍ୟରେ କରୋନା ରୋଗୀ ଚିହ୍ନଟ ହେବା ପରେ ଏହାର ମୁକାବିଲା ପାଇଁ ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଉଛି। ସପିଂ ମଲ୍‌, ସ୍କୁଲ ଆଦି ବନ୍ଦ ହୋଇଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ଗହଳିକୁ ଏଡ଼ାଇକୁ ପରାମର୍ଶ ଦିଆଯାଇଛି। ଏନେଇ କରୋନା ପାଇଁ ସମାଜିକ ଦୂରତ୍ବ ନେଇ ସରକାରଙ୍କ ତରଫରୁ କମିଟି ଗଠନ…