Odisha Link
Bridging the Missing Links in Odisha
Daily Archives

March 17, 2020

କରୋନା : ଏହି ୩ ଦେଶର ନାଗରିକଙ୍କୁ ଭାରତ…

ନୂଆଦିଲ୍ଲୀ : କରୋନା ଭାଇରସ ସଂକ୍ରମଣ ରୋକିବାକୁ ଭାରତ ସରକାର ୩୨ଟି ୟୁରୋପୀୟ ଦେଶଙ୍କ ଉପରେ କଟକଣା ଜାରି କରିଥିବା ବେଳେ ଏବେ ଆଉ ୩ ଗୋଟି ଦେଶକୁ ଭାରତ ଆସିବା ଉପରେ କଟକଣା ଜାରି କରଛନ୍ତି। ଏହି ଦେଶ ଗୁଡିକ ହେଲେ ଆଫଗାନିସ୍ତାନ, ଫିଲିପାଇନ୍ସ ଏବଂ ମାଲେସିଆ। ଏହି ଦେଶରୁ ଆସୁଥିବା ଯାତ୍ରୀଙ୍କ ପ୍ରବେଶ…

ନାଗରିକତା ଆଇନ୍‌: ସୁପ୍ରିମକୋର୍ଟରେ ଜବାବ…

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟରେ ବହୁ ଚର୍ଚ୍ଚିତ ନାଗରିକତା ସଂଶୋଧନ ଆଇନ (ସିଏଏ) ମାମଲାରେ ଉତ୍ତର ରଖିଛନ୍ତି କେନ୍ଦ୍ର ସରକାର। ଏହି ଆଇନ ନାଗରିକଙ୍କ ଆଇନଗତ, ଗଣତାନ୍ତ୍ରିକ ଏବଂ ଧର୍ମ ନିରପେକ୍ଷତା ସମ୍ପର୍କିତ ଅଧିକାରକୁ ପ୍ରଭାବିତ କରିବନି ବୋଲି ସରକାର କୋର୍ଟଙ୍କୁ କହିଛନ୍ତି। ସୁପ୍ରିମକୋର୍ଟଙ୍କୁ…

କରୋନା : ହୋମ୍‌ କ୍ବାରେଣ୍ଟାଇନେରେ ରହିଲେ…

ଭୁବନେଶ୍ବର: ମହାରାଜ ଦିବ୍ୟସିଂହ ଦେବ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ବିଦେଶ ଫେରନ୍ତାଙ୍କ ପଞ୍ଜୀକରଣ ଲାଗି ଉଦ୍ଧିଷ୍ଟ ଓ୍ଵେବସାଇଟ୍‌ରେ ନିଜକୁ ଓ ପରିବାରକୁ ପଞ୍ଜୀକୃତ କରିଛନ୍ତି। ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ଲାଗି ଆମେରିକା ଗସ୍ତ କରି ମାର୍ଚ୍ଚ ୧୫ ତାରିଖ ଦିନ ଭୁବନେଶ୍ୱର ଫେରିଛନ୍ତି। ଗତକାଲି…

କରୋନା: ଆଇଟି ଫାର୍ମ ପାଇଁ କଟକଣା

ଭୁବନେଶ୍ବର: ରାଜ୍ୟରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରେ ଏବେ ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ମୁକାବିଲା ପାଇଁ ତତ୍ପରତା ପ୍ରକାଶ ପାଇଛି। ଏନେଇ ଟୁଇନ ସିଟିରେ ଥିବା ସମସ୍ତ ଆଇଟି ଫାର୍ମ ପାଇଁ କମିଶନରେଟ ପୋଲିସ କଟକଣା ଜରି କରିଛି। କଟକଣା ନେଇ ଗାଇଡଲାଇନ ଜାରି କରାଯାଇଛି। ଆଜିଠାରୁ ଏହି କଟକଣା…

ମଧ୍ୟପ୍ରଦେଶ ରାଜନୀତି: ଆସନ୍ତାକାଲିକୁ…

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ଲାଗି ରହିଛି ରାଜନୈତିକ ସଙ୍କଟ । କମଲନାଥଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାରଙ୍କୁ ବିଧାନସଭାରେ ନିଜର ବହୁମତ ପ୍ରମାଣ ପାଇଁ ବିଜେପି ପକ୍ଷରୁ ଦାୟର ହୋଇଥିବା ଆବେଦନ ଉପରେ ସୁପ୍ରମିକୋର୍ଟ ବୁଧବାର ପର୍ଯ୍ୟନ୍ତ ଶୁଣାଣି ସ୍ଥଗିତ ରଖିଛନ୍ତି। ଏହା ବ୍ୟତୀତ ଅଦାଲତ କମଲନାଥ…

ହଲିଉଡ ଅଭିନେତ୍ରୀ ଓଲଗା କରୋନା ଭାଇରସରେ…

ମୁମ୍ବାଇ :  କରୋନାର ଭୟ ସାରା ବିଶ୍ବରେ ଦେଖିବାକୁ ମିଳୁଛି । ଟମ ହାଂକସଙ୍କ ପରେ ଏବେ ଆଉ ଜଣେ ହଲିଉଡ ସେଲିବ୍ରିଟି କରୋନା ଭାଇରସର ଶିକାର ହୋଇଛନ୍ତି । ଜେମ୍ସ ବଣ୍ଡଙ୍କ 'କ୍ୱାଣ୍ଟମ ଅଫ ସୋଲେସ' ରେ ନଜର ଆସିଥିବା ଓଲଗା କୁରିଲେଙ୍କ ଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଅଭିନେତ୍ରୀ ଜଣକ ନିଜେ…

ଆରଟିଓ ଅଫିସ୍‌ରେ ଭିଡ଼ ନ କରିବାକୁ…

ଭୁବନେଶ୍ୱର: ରାଜ୍ୟରେ କରୋନା ରୋଗୀ ଚିହ୍ନଟ ହେବା ପରେ ଏହାର ମୁକାବିଲା ପାଇଁ ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଉଛି। ସପିଂ ମଲ୍‌, ସ୍କୁଲ ଆଦି ବନ୍ଦ ହୋଇଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ଗହଳିକୁ ଏଡ଼ାଇକୁ ପରାମର୍ଶ ଦିଆଯାଇଛି। ଅତ୍ୟାବଶ୍ୟତ ସାମଗ୍ରୀ ବ୍ୟତୀତ ଅନ୍ୟ କୌଣସି କାମ ପାଇଁ ଘରୁ ନ…

କରୋନା ଭାଇରସ୍ ସନ୍ଦେହରେ କୋଲକାତାରେ…

କୋଲକାତା: କରୋନା ଭାଇରସ୍ ସନ୍ଦେହରେ କୋଲକାତାରେ ଭାରତର ପ୍ରଥମ ସାମୁଦ୍ରିକ ମହିଳା ପାଇଲଟ୍। ସେ ଜ୍ୱର ଓ କାଶରେ ରୋଗରେ ପୀଡିତ। ତେଣୁ ତାଙ୍କୁ କୋଲକାତାର ଆଇଡି ଏବଂ ବିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କୁ ନିରୀକ୍ଷଣ ୱାର୍ଡରେ ରଖାଯାଇ ଚିକିତ୍ସା କରାଯାଉଛି। ଯେଉଁଠାରେ ସନ୍ଦେହଜନକ COVID-19…

ବଜ୍ରକାପ୍ତାରୁ ବ୍ୟାପିଛି କରୋନା!

ଓଏସ୍‌ ବ୍ୟୁରୋ: ଚୀନ୍‌ରୁ ଆରମ୍ଭ ହୋଇ ମହାମାରୀ କରୋନା ଏବେ ବିଶ୍ବର ସବୁ ଅଞ୍ଚଳକୁ ବ୍ୟାପି ଯାଇଥିବା ବେଳେ ୭୦୦୦ରୁ ଅଧିକ ଲୋକଙ୍କର ଜୀବନ ନେଇ ସାରିଲାଣି। ତେବେ କେଉଁଠୁ ଆସିଲା ଏ କରୋନା ଭାଇରସ୍‌ ବା କୋଭିଡ୍-୧୯? କ'ଣ ଏ ରୋଗର ସୂତ୍ର? ଏଯାବତ୍‌ ଗବେଷକମାନେ କୌଣସି ନିର୍ଦ୍ଦିଷ୍ଟ ନିଷ୍କର୍ଷରେ ପହଞ୍ଚି…

ନିଜ ବିବାହ ରହସ୍ୟରୁ ପରଦା ଉଠାଇଲେ…

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଜୁହି ଚାଓଲା ନିଜ ଅଭିନୟର ଯାଦୁରେ ଅନେକଙ୍କ ମନକିଣି ନେଇଛନ୍ତି । ସେ ଲୁଚାଛପାରେ ୧୯୯୫ ମସିହାରେ ଜୟ ମେହେଟାଙ୍କ ସହ ବିବାହ କରିଥିଲେ । ତାଙ୍କ ଏହି ବିବାହରେ କେବଳ କେତେ ଜଣ ବନ୍ଧୁ ପରିଜନ ହିଁ ଉପସ୍ଥିତ ଥିଲେ । ସେ ଏବେ ତାଙ୍କ ପ୍ରେମ ବିବାହକୁ ନେଇ ଏକ ସାକ୍ଷାତକାରରେ…