Odisha Link
Bridging the Missing Links in Odisha
Daily Archives

March 17, 2020

କରୋନା: ଖୋଲା ରହିବ ଜନଜାତି ହଷ୍ଟେଲ

ଭୁବନେଶ୍ବର: ରାଜ୍ୟରେ ଜଣେ କରୋନା ରୋଗୀ ଚିହ୍ନଟ ହେବା ପରେ ଏବେ ସରକାରଙ୍କ ତରଫରୁ ତତ୍ପରତା ଦେଖା ଦେଇଛି। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ରାଜ୍ୟରେ ଥିବା ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକୁ ସପର୍ଣ୍ଣ ରୂପେ ବନ୍ଦ କରି ଦେଇଛନ୍ତି। ବିଦ୍ୟାଳୟ ଗୁଡ଼ିକ ବନ୍ଦ ହେଲେ ବି ହଷ୍ଟେଲରେ ରହିବେ ଆସିବାସୀ…

ରାଜ୍ୟସଭାରେ ଶପଥ ନେବାପରେ ବିସ୍ତୃତ…

ନୂଆଦିଲ୍ଲୀ: ଗତକାଲି ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କୁ ସଂସଦର ଉଚ୍ଚତମ ସଦନ ରାଜ୍ୟସଭା ଗୃହକୁ ମନୋନୀତ କରିଥିଲେ। ଯାହାକୁ ନେଇ ଖୁବ୍‌ ଚର୍ଚ୍ଚା ଲାଗି ରହିଛି। ଜଷ୍ଟିସ୍‌ ରଞ୍ଜନ ଗୋଗୋଇ କହିଛନ୍ତି ଯେ, ଶପଥ ଗ୍ରହଣ କରିବା ପରେ…

ଯୁବରାଜଙ୍କ ବାୟୋପିକରେ ନଜର ଆସିବେ ଗଲିବୟ…

ମୁମ୍ବାଇ : ବଲିଉଡ ଅଭିନେତା ସିଦ୍ଧାନ୍ତ ଚର୍ତୁବେଦୀ ସିନେମା 'ଗଲି ବୟ' ରେ ଶାନଦାର ଅଭିନୟ କରି ସମସ୍ତଙ୍କ ହୃଦୟ ଜିତିଥିଲେ । ସେ ବର୍ତ୍ତମାନ ଏକ ବାୟୋପିକରେ ନଜର ଆସିପାରନ୍ତି । ସିଦ୍ଧାନ୍ତଙ୍କ ଅଭିନୟକୁ ନେଇ ଏବେ ଯୁବରାଜ ତାଙ୍କୁ ନିଜ ବାୟୋପିକର ପ୍ରମୁଖ କଳାକାର ଭାବେ ଦେଖିବାକୁ ଚାହୁଛନ୍ତି । …

କରୋନା : ଭଦ୍ରକରେ ୧୪୪ ଧାରା ଜାରି

ଭଦ୍ରକ: ରାଜ୍ୟରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଭଦ୍ରକ ଜିଲ୍ଲାରେ ୧୪୪ ଧାରା ଜାରି କରାଯାଇଛି। ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଏହି ଧାରା ଜାରି ରହିବା ନେଇ ଭଦ୍ରକ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଆବଶ୍ୟକ ପଡ଼ିଲେ ସମୟସୀମା କୁ ବଢ଼ାଯିବ ବୋଲି ସୂଚନା ଦେଇଛନ୍ତି। ଆଖଣ୍ଡଳମଣି ପୀଠ ଓ ଭଦ୍ରକାଳୀ…

ବିଶ୍ବର ୨୦ ଭୟାବହ ମହାମାରୀ: ପ୍ଲେଗ୍‌‌ରେ…

ଓଏସ୍‌ ବ୍ୟୁରୋ: ଭିନ୍ନ ଭିନ୍ନ ସମୟରେ ବିଶ୍ବକୁ ବହୁ ଭୟଙ୍କର ମହାମାରୀ ଗ୍ରାସ କରି କୋଟି କୋଟି ଜୀବନ ନେଇଛି। ପ୍ଲେଗ୍, ହଇଜା, ବସନ୍ତ ଠାରୁ ଆରମ୍ଭ କରି ଏବର କରୋନା ପର୍ଯ୍ୟନ୍ତ ମଣିଷକୁ ଗ୍ରାସ କରିଥିଲେ ହେଁ ନିଜର ବୁଦ୍ଧି ଓ ବୈଜ୍ଞାନିକ ଜ୍ଞାନକୌଶଳ ବଳରେ ମଣିଷ ସମାଜ ସବୁ ବିପଦକୁ ଟାଳି ପୁଣି ଅଣ୍ଟା…

କରୋନା : ପୁରୀ ସି ବିଚ୍‌ରେ ୧୪୪ ଧାରା…

ପୁରୀ: ସାର ବିଶ୍ବରେ କରୋନା ଭୟ। ପୁରୀ ସମୁଦ୍ର କୂଳରେ ୧୪୪ ଧାରା ଜାରି କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାର ଜାରି କରାଯାଇଛି। ସମୁଦ୍ର କୂଳରେ ପର୍ଯ୍ୟଟକଙ୍କ ସହ ଜନସାଧାରଣଙ୍କ ବୁଲାବୁଲି ଉପରେ କଟକଣା ଲଗାଯାଇଛି। ପୁରୀ ସମୁଦ୍ର କୂଳରେ ଅଧିକ ସଂଖ୍ୟାରେ ଲୋକ ରୁଣ୍ଡ ହେଉଥିବାରୁ ସଂକ୍ରମଣ…

ନୌବାହିନୀରେ ମହିଳାଙ୍କୁ ସମାନ ଅଧିକାର

ନୂଆଦିଲ୍ଲୀ: ମହିଳା ନୌସେନା ଅଧିକାରୀଙ୍କ ପାଇଁ ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ଭାରତୀୟ ନୌସେନାରେ ମହିଳା ଅଧିକରୀଙ୍କୁ ସ୍ଥାୟୀ କମିଶନ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ରାୟ ଦେଇଛନ୍ତି। ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ୩ ମାସ ଭିତରେ ନୌସେନାରେ…

ବିବାହ କରିବେ ସପନା!

ମୁମ୍ବାଇ : ହରିୟାଣୀ ସୁନ୍ଦରୀ ସପନା ଚୌଧୁରୀ ନିଜ ଡ୍ୟାନ୍ସ ପାଇଁ ଅନେକ ସମୟ ଚର୍ଚ୍ଚାରେ ରହିଥାନ୍ତି । ସେ ଅନେକ ହିଟ୍ ଗୀତରେ ନୃତ୍ୟ କରି ସମସ୍ତଙ୍କର ମନ କିଣି ନେଇଛନ୍ତି । ବର୍ତ୍ତମାନ ସେ ତାଙ୍କ ନିର୍ବନ୍ଧକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ସୂଚନା ଅନୁସାରେ ସପନା ହରିୟାଣୀ ସିଂଗର ଭୀର ସାହୁଙ୍କ ସହ…

କରୋନା: ଆଗୁଆ ମିଳିବ ୪ ମାସର ଭତ୍ତା

ଭୁବନେଶ୍ବର: ରାଜ୍ୟରେ ୪୮ ଲକ୍ଷ ହିତାଧିକାରୀଙ୍କୁ ମିଳିବ ଆଗୁଆ ଭତ୍ତା। ଆଗୁଆ ଚାରି ମାସର ତଥା ଏପ୍ରିଲ, ମେ, ଜୁନ ଓ ଜୁଲାଇ ମାସର ଭତ୍ତା ହିତାଧିକାରୀଙ୍କୁ ପ୍ରଦାନ କରିବେ ରାଜ୍ୟ ସରକାର। ତେବେ ମଧୁବାବୁ ପେନସନ ଯୋଜନାରେ ୨୪ ଲକ୍ଷ ହିତାଧିକାରୀଙ୍କୁ ମିଳିବ ଆଗୁଆ ଭତ୍ତା। ଏନଏସଏପି ମାଧ୍ୟମରେ ୨୪ ଲକ୍ଷ…

କରୋନା: ମାର୍ଚ୍ଚ ୩୧ ଯାଏ ବନ୍ଦ ରହିବ…

ନୂଆଦିଲ୍ଲୀ: ମାର୍ଚ୍ଚ ୩୧ ଯାଏଁ ବନ୍ଦ ରହିବ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ବା ଏଏସ୍‌ଆଇ ଅଧୀନରେ ଥିବା ସମସ୍ତ ଐତିହ୍ୟ ସ୍ଥଳ। କରୋନା ଭାଇରସ୍‌ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ପଟେଲ୍‌ କହିଛନ୍ତି। ସୂଚନାଯୋଗ୍ୟ ଯେ, ସାରା ଦେଶରେ ମୋଟ…