Odisha Link
Bridging the Missing Links in Odisha
Daily Archives

March 17, 2020

ନୟାଗଡ: ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ନବମ…

ନୟାଗଡ: ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ। ନୟାଗଡ ଜିଲ୍ଲା ଓଡଗାଁ ଥାନା ଅନ୍ତର୍ଗତ ଏକ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ପୀଡିତା ଛାତ୍ରୀ ଜଣଙ୍କ ଷଷ୍ଠ ଶ୍ରେଣୀର ହୋଇଥିବା ବେଳେ ଦୁଷ୍କର୍ମ କରିଥିବା ଅଭିଯୁକ୍ତ ନବମ ଶ୍ରେଣୀର ବୋଲି ଜଣାପଡିଛି। ଏନେଇ ଓଡଗାଁ ଆଦର୍ଶ ଥାନାରେ ଏକ ମାମଲା ରୁଜୁ…

ଗ୍ରୋସରୀ ଦୋକାନ ଖୋଲା ରହିବ: କମିଶନର

ଭୁବନେଶ୍ବର: କରୋନା ପାଇଁ ସତର୍କ ପଦକ୍ଷେପ ସଂପର୍କରେ ଏନେଇ ସୂଚନା ଦେଇଛନ୍ତି କମିଶନର ସୁଧାଂଶୁ ଷଡ଼ଙ୍ଗୀ। କମିଶନଙ୍କର କହିବା ଅନୁଯାୟୀ, ସପିଙ୍ଗ ମଲ୍‌ ବନ୍ଦ ରହିବ। ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ। ଗ୍ରୋସରୀ ଭଳି ଅତ୍ୟାବଶ୍ୟକ ସମଗ୍ର ଦୋକାନ ଖୋଲା ରହିବ। କ୍ଷୀର, ପରିବା, ଫଳ ଦୋକାନ ଆଦି ଖୋଲା…

କରୋନାରେ ୨୧ ବର୍ଷୀୟ ଫୁଟବଲ୍ କୋଚ୍‌…

ନୂଆଦିଲ୍ଲୀ : ଦିନକୁ ଦିନ ସାରା ବିଶ୍ବରେ କରୋନା ଏହାର କାୟା ବିସ୍ତାର କରିବାରେ ଲାଗିଛି। କରୋନା ପାଇଁ ଏବେ ସାରା ବିଶ୍ବ ଚିନ୍ତିତ ଓ ଆତଙ୍କିତ। ବର୍ତ୍ତମାନ ପର୍ଯ୍ୟନ୍ତ କରୋନାରେ ମୃତ୍ୟୁ ସଂଖ୍ୟା ୭ହଜାର ପାର୍‌ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ପାଖାପାଖି ପହଞ୍ଚିଲାଣି। ଏହି ଭୂତାଣୁ…

ରାଜ୍ୟରେ ନିଅଣ୍ଟିଆ ସ୍ଥିତି ନାହିଁ:…

ଭୁବନେଶ୍ବର: କରୋନା ଭୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବାକୁ ଭିଡ଼ ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ଶ୍ରୀ ସ୍ବାଇଁ କହିଛନ୍ତି ଯେ, ରାଜ୍ୟ କୌଣସି ଅଭାବ ନାହିଁ। କିଛି ଗୁଜବକାରୀଙ୍କ ପ୍ରଚାର ଯୋଗୁ୍ଁ ଏଭଳି ପରିସ୍ଥିତି ଉପୁଜିଛି। କେବଳ ଲୋକେ ସଚେଚନ ହେବା…

କରୋନା ଗୀତ ପାଇଁ ଅଡୁଆରେ ହ୍ୟୁମାନ୍

ଭୁବନେଶ୍ୱର: ସାରା ବିଶ୍ୱରେ ଏବେ କରୋନା ଭୟ। ପ୍ରାଣଘାତୀ କରୋନାକୁ ନେଇ ଲୋକେ ଆତଙ୍କିତ ଥିବା ବେଳେ ଦେଶ ସାରା ଲୋକଙ୍କୁ ସତର୍କତା ମୂଳକ ପଦକ୍ଷେପ ସହ ସଚେତନତାର ବାର୍ତ୍ତା ଦିଆଯାଉଛି। ଏଭଳି ପରିସ୍ଥିତିରେ ଓଡ଼ିଆ କଣ୍ଠଶିଳ୍ପୀ ହ୍ୟୁମାନ ସାଗର କରୋନା ଉପରେ ଗୀତ ଗାଇ ବିବାଦ ଘେରକୁ ଟାଣି ହୋଇ ଆସିଛନ୍ତି।…

ଭାରତରେ କରୋନା: ଆକ୍ରାନ୍ତ ସଂଖ୍ୟା ୧୨୯କୁ…

ନୂଆଦିଲ୍ଲୀ: ଦିନକୁ ଦିନ ପ୍ରାଣଘାତୀ କରୋନା ସାରା ବିଶ୍ବରେ ଆତଙ୍କ ସୃଷ୍ଟି କରିବା ସହ ଏହାର କାୟା ବିସ୍ତାର କରିବାର ଲାଗିଛି। କରୋନା ୧୫୭ ଦେଶରେ ବ୍ୟାପି ସାରିଲାଣି। ଭାରତରେ ମଧ୍ୟ କରୋନା ଏହାର କାୟା ବିସ୍ତାର କରିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୧୨୯କୁ ବୃଦ୍ଧି…

ଏମକେସିଜିରେ ପୁଣି ଜଣେ କରୋନା ସନ୍ଦିଗ୍ଧ

ବ୍ରହ୍ମପୁର: ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ସୋମବାର ପୁଣି ଜଣେ କରୋନା ସନ୍ଦିଗ୍ଧଙ୍କୁ ଭର୍ତ୍ତି କରାଯାଇଛି। ସନ୍ଦିଗ୍ଧ ଜଣକ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳର ଜନୈକା ୭୦ ବର୍ଷୀୟା ବୃଦ୍ଧା ବୋଲି ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି। ତାଙ୍କର ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯିବ। ସେପଟେ…

ଭାରତରେ କରୋନା: ମୃତ୍ୟୁ ସଂଖ୍ୟା ୩କୁ…

ନୂଆଦିଲ୍ଲୀ: ଭାରତରେ କରୋନା ନେଲା ଆଉ ଏକ ମୁଣ୍ଡ। ପ୍ରାଣଘାତୀ କରୋନାରେ ଭାରତରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି। କରୋନାରେ ମୁମ୍ବାଇ କସ୍ତୁରବା ହସ୍ପିଟାଲରେ ଆଉ ୬୪ ବର୍ଷ ବୟସ୍କ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ବ୍ୟକ୍ତ ଜଣଙ୍କ କରୋନାରେ…

କରୋନା : ଆହାର କେନ୍ଦ୍ର ୧୦ରୁ ୪ ଯାଏଁ…

ଭୁବନେଶ୍ବର: କରୋନା ସଂକ୍ରମଣକୁ ଆଖିରେ ରଖି ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆହାର କେନ୍ଦ୍ରଗୁଡ଼ିକ ସଂପର୍କରେ କେତେକ ନିର୍ଦେଶନାମା ଜାରି କରାଯାଇଛି। ତାହା ଅନୁଯାୟୀ, ଏବେ ଆହାର କେନ୍ଦ୍ରଗୁଡ଼ିକ ସକାଳ ୧୦ଟାରୁ ୪ଟା ଯାଏଁ ଖୋଲା ରହିବ। ଲୋକେ ଧାଡ଼ିରେ ଯାଇ ଆହାର ଗ୍ରହଣ…

ସମୁଦ୍ର କୂଳରେ ବିରାଟକୀୟ ବୋଏ

କୋଣାର୍କ: ଅସ୍ତରଙ୍ଗ ବ୍ଲକ୍ ତଣ୍ଡାହର ସମୁଦ୍ରକୂଳରେ ଗୋଟିଏ ବୋଏ ଲାଗିଛି। ଏହାକୁ ବନ୍ଦରର ବିଭିନ୍ନ କାର୍ଯ୍ୟ ପାଇଁ ରଖାଯାଇଥାଏ। ଜାହାଜଗୁଡ଼ିକର ଦିଗ ନିରୂପଣରେ ସହଯୋଗ ସହ ଲଙ୍ଗର ପକାଇବା ଓ ସମୁଦ୍ରର ଢେଉ ନିୟନ୍ତ୍ରଣ କରିବା ଲାଗି ଏହାକୁ ବ୍ୟବହାର କରା ଆଜି ସକାଳେ ଏହି ବୋଏଟି ତଣ୍ଡାହର ସମୁଦ୍ରକୂଳରେ…