Odisha Link
Bridging the Missing Links in Odisha
Daily Archives

March 17, 2020

କରୋନା କାୟା: ମୃତ୍ୟୁ ସଂଖ୍ୟା ୭୧୭୪

ରୋମ: ଉହାନ୍‌ ପରେ ଏବେ ୟୁରୋପୀୟ ରାଷ୍ଟ୍ର ଗୁଡ଼ିକ କରୋନା ଏହାର କାୟା ବିସ୍ତାର କରୁଛି। ଏବେ ଇଟାଲୀରେ କରୋନା ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା କେବଳ ଇଟାଲୀରେ ୨,୧୫୮ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି। ସାରା ବିଶ୍ୱରେ କରୋନାରେ ୭୧୭୪ ଜଣଙ୍କ…

କରୋନା: ଗିରଫ ଶିକ୍ଷକଙ୍କୁ ନିଲମ୍ବନ କଲେ…

ଧର୍ମଗଡ଼: କରୋନା ସମ୍ପର୍କିତ ମିଛ ଖବର ଭାଇରାଲ୍‌ କରି ଗିରଫ ହୋଇଥିବା ଜଣେ ଶିକ୍ଷକଙ୍କୁ କଳାହାଣ୍ଡି ଜିଲ୍ଲାପାଳ ନିଲମ୍ବନ କରିଛନ୍ତି। ଏହି ଶିକ୍ଷକଙ୍କ ନାଁ ବିନ୍ଦୁ ମହାନନ୍ଦ। ସେ ଗୋଲାମୁଣ୍ଡା ବ୍ଲକ୍‌ ଡୁଡକେଲା ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟ କରୁଥିଲେ। ଗତ ୧୫ ତାରିଖରେ ସୋଶାଲ ମିଡିଆରେ କରୋନା ନେଇ…

ରାଜ୍ୟସଭା ଯିବେ ପୂର୍ବତନ ସିଜେଆଇ ରଂଜନ…

ନୂଆଦିଲ୍ଲୀ: ରାଜ୍ୟସଭାକୁ ମନୋନୀତ ହେଲେ ପୂର୍ବତନ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ। ତାଙ୍କୁ ରାଜ୍ୟସଭା ସଦସ୍ୟ ଭାବେ ମନୋନୀତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଜଣେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ସଂସଦ ସଦସ୍ୟ କିମ୍ବା ଅନ୍ୟ ରାଜନୈତିକ…

ବାହାରିଲା କରୋନା ଭାଇରସ୍‌ ଟୀକା !

ନୂଆଦିଲ୍ଲୀ: ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି କରୋନା। କରୋନା ମୁକାବିଲା ପାଇଁ କୌଣସି ଭାକ୍ସିନ ବା ଔଷଧ ନ ଥିବାରୁ ଏହା ଦ୍ରୁତ ଗତିରେ ଏହାର କାୟା ବିସ୍ତାର କରିବାରେ ଲାଗିଛି। ଏପରି ପରିସ୍ଥିତିରେ କରୋନା ଭାଇରସ୍‌ ଭ୍ୟାକ୍ସିନ ବାହାରିଛି ବୋଲି ଆମେରିକା ଦାବି କରିଛି। ନିଜେ ଆମରିକା ରାଷ୍ଟ୍ରପତି…

ଏପ୍ରିଲ ୧୫ ଯାଏଁ ବଢିଲା କରୋନା କଟକଣା

ଭୁବନେଶ୍ବର: ଏବେ ବିଶ୍ବ ସାରା କରୋନା ଭୟ। ଓଡ଼ିଶାରେ ଏପ୍ରିଲ ୧୫ ଯାଏଁ ବଢିଲା କଟକଣା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି। ରାଜ୍ୟବାସୀଙ୍କୁ ସହଯୋଗ କରିବା ଲାଗି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ଆବଶ୍ୟକ ପଡିଲେ ଏହି ଅବଧିକୁ ଆହୁରି ଅଧିକ ବଢାଯିବ।…

ସିନ୍ଧିଆ ଆମ ନେତା: କଂଗ୍ରେସ ବିଦ୍ରୋହୀ…

ବେଙ୍ଗାଲୁରୁ: ମଧ୍ୟପ୍ରଦେଶ ରାଜନୀତିରେ ନୂଆମୋଡ଼। କିଛିଦିନ ବେଙ୍ଗାଲୁରୁର ଏକ ହୋଟଲେରେ ରହୁଥିବା କଂଗ୍ରେସ ବିଦ୍ରୋହୀ ବିଧାୟକ ଆଜି ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି। ଗଣମାଧ୍ୟମକୁ ବିଦ୍ରୋହୀ ବିଧାୟକ କହିଛନ୍ତି ଯେ, ଆମ ନେତା ହେଉଛନ୍ତି ଜୋତିରାଦିତ୍ୟ ସିନ୍ଧିଆ। ଆମେ ତାଙ୍କ ସହ ସର୍ବଦା ରହିବୁ। ଆମେ ଏବେ…