ହାତୀକୁ ଜଗିଛି ଦନ୍ତାହାତୀ

ଖୋର୍ଦ୍ଧା : ଖୋର୍ଦ୍ଧା ବନଖଣ୍ଡ ନିରାକାରପୁର ଅଞ୍ଚଳରେ ଗୋଟିଏ ଆହତ ହାତୀ ପଡି ରହିଥିବାବେଳେ ଆଉ ଏକ ଦନ୍ତାହାତୀ ତାକୁ ପହରା ଦେଉଛି। ତେବେ ହାତୀ କେମିତି ଆହତ ହେଲା ଏହାର କାରଣ ଅସ୍ପଷ୍ଟ ରହିଛି।
ଦନ୍ତା ହାତୀ ବୁଲୁଥିବାରୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଦେଖା ଦେଇଛି। ଅନ୍ୟପଟେ ଏହି ଅଞ୍ଚଳରେ କିଛି ଦିନ ପୂର୍ବରୁ ଗୋଟିଏ ହାତୀକୁ କେହି ବିଷ ଦେଇ ମାରି ଦେଇଥିବା ଅଭିଯୋଗ ହୋଇଥିଲା।
Comments are closed.