Odisha Link
Bridging the Missing Links in Odisha
Daily Archives

March 19, 2020

ଆସନ୍ତାକାଲି ସକାଳେ ଫାଶୀ ନିଶ୍ଚିତ:…

ନୂଆଦିଲ୍ଲୀ: ନିର୍ଭୟା ମାମଲାର ୪ ଅଭିଯୁକ୍ତଙ୍କୁ ଆସନ୍ତାକାଲି ମାର୍ଚ୍ଚ ୨୦ରେ ଫାଶୀ ହେବ ନା ନାହିଁ ତାହା ଆଜି ସ୍ପଷ୍ଟ ହୋଇଯିବ। ଦିଲ୍ଲୀର ଏକ କୋର୍ଟ ମାର୍ଚ୍ଚ ୨୦ରେ ଦୋଷୀଙ୍କୁ ଫାଶୀ ମିଳିବା ନେଇ ଡେଥ୍‌ ଓ୍ବାରେଣ୍ଟ ଜାରି କରିଥିଲେ। ଅପରପକ୍ଷେ ଫାଶୀରୁ ବଞ୍ଚିବାର ସମସ୍ତ ରାସ୍ତା ବନ୍ଦ ହୋଇସାରିଛି…

ଓଡିଶା ମୋ ପରିବାର ସହାୟତାରେ ଫେରିଲେ ୬୯…

ଭୁବନେଶ୍ୱର: କରୋନା ଯୋଗୁଁ ପଞ୍ଜାବର ଭଟିଣ୍ଡା ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଫସି ରହିଥିବା ଓଡିଆ ଛାତ୍ରଛାତ୍ରୀମାନେ ଓଡିଶା ମୋ ପରିବାର ସହାୟତାରେ ଓଡିଶାକୁ ଫେରିଛନ୍ତି । ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ ତାଙ୍କ ନିର୍ବାଚନମଣ୍ଡଳୀର ୫ଜଣ ଛାତ୍ରଙ୍କ ସହିତ ଓଡିଶାର ମୋଟ୍‍ ୧୪୦ ଛାତ୍ରଛାତ୍ରୀ…

ମୁମ୍ବାଇରେ କରୋନା ସତର୍କତା :…

ମୁମ୍ବାଇ : ଦିନକୁ ଦିନ ଦେଶରେ କରୋନା ଏହାର କାୟା ବିସ୍ତାର କରିବାରେ ଲାଗିଛି । ସରକାର ଏଥି ନିମନ୍ତେ ଅନେକ ପଦକ୍ଷେପ ମଧ୍ୟ ନେଇଛନ୍ତି । ମୁମ୍ବାଇରେ ବିଏମସି ପକ୍ଷରୁ ସଫେଇ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ମୁମ୍ବାଇରେ ସର୍ବସାଧାରଣ ସ୍ଥାନରେ ଛେପ ପକାଉଥିବା ଲୋକଙ୍କଠାରୁ ୧ ହଜାର ଟଙ୍କା ଜରିମାନା…

ଆତ୍ମହତ୍ୟା କଲେ କରୋନା ସନ୍ଦିଗ୍ଧ

ନୂଆଦିଲ୍ଲୀ: ପ୍ରାଣଘାତୀ କରୋନା ପାଇଁ ଏବେ ସାରା ବିଶ୍ବ ଭୟଭୀତ। କରୋନା ଭୟରେ ଜଣେ ସନ୍ଦିଗ୍ଧ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି। ସୂଚନା ମୁତାବକ, ଦିଲ୍ଲୀର ଜଣେ ବ୍ୟକ୍ତି କରୋନା ସନ୍ଦେହରେ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କ ଚିକିତ୍ସା ଚାଲିଥିବା ବେଳେ ସେ…

କରୋନା ସତର୍କତା : ଜ୍ୱର, କାଶ, ଥଣ୍ଡା…

ଭୁବନେଶ୍ବର: ଦିନକୁ ଦିନ ଦେଶରେ କରୋନା ଏହାର କାୟା ବିସ୍ତାର କରିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କରୋନା ପାଇଁ ଲୋକସେବା ଭବନ କର୍ମଚାରୀଙ୍କ ପାଇଁ କଟକଣା ଲାଗୁ ହୋଇଛି। ନିୟମ ମୁତାବକ, କୌଣସି ବ୍ୟକ୍ତିକୁ ଥଣ୍ଡା, ଜ୍ୱର, କାଶ ହେଉଥିଲେ ତାଙ୍କୁ ୪ ଦିନର ଛୁଟି ମିଳିବ। ଏବଂ ସେ ୧୪ ଦିନ ପାଇଁ ହୋମ…

ବେଆଇନ ଗୋରୁ ଚାଲାଣ : ୨ ମୃତ୍ୟୁ

ଖୋର୍ଦ୍ଧା : ଆଜି ସକାଳେ ଖୋର୍ଦ୍ଧାର ଦଳେଇପୁଟ ଛକ ନିକଟରେ ଏକ କଣ୍ଟେନରକୁ ସ୍ଥାନୀୟ ଲୋକେ ଅଟକ ରଖି ପୁଲିସ୍‌ର ଜିମା ଦେଇଛନ୍ତି । ଏହି କଣ୍ଟେନରରେ ବେଆଇନ ଭାବେ ଗୋରୁ ଚାଲାଣ କରାଯାଉଥିଲା । ୧୬ ନମ୍ୱର ଜାତୀୟ ରାଜପଥରେ ପ୍ରତିଦିନ ଏହିଭଳି ବେଆଇନ ଗୋରୁ ଚାଲାଣ ହେଉଥିବାରୁ ତାକୁ ରୋକିବାକୁ ସ୍ଥାନୀୟ ଲୋକେ…

ବିରୋଧୀ ମୋତେ ଖୁବଶୀଘ୍ର ସ୍ବାଗତ କରିବେ :…

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗେଇ ରାଜ୍ୟସଭା ସଦସ୍ୟ ଭାବେ ରାଜ୍ୟସଭାରେ ଶପଥ ଗ୍ରହଣ କରିଛନ୍ତି। ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଶ୍ରୀ ଗୋଗେଇଙ୍କୁ ଶପଥ ପାଠ କରାଇଥିଲେ। ହେଲେ ଗୋଗେଇଙ୍କ ଶପଥ ଗ୍ରହଣ ସମୟରେ କଂଗ୍ରେସ ଓ ବିରୋଧୀ ସାଂସଦ ସେମ୍‌ ସେମ୍‌ ନାରା ଲଗାଇ…

କରୋନା ଭୟରେ କୁକୁଡାକୁ ବାହାରକୁ…

ଗଞାମ : କରୋନା ସମସ୍ତଙ୍କ ମନରେ ଭୟ ସୃଷ୍ଟି କରି ସାରିଲାଣି । ସରକାର ଏଥିନିମନ୍ତେ ଅନେକ ଚେଷ୍ଟା ମଧ୍ୟ କରୁଛନ୍ତି । ବଜାରରେ ମାସ୍କର ଚାହିଦା ବଢିଯାଇଛି । କରୋନା ଭୟରେ ଅନେକ ବ୍ୟକ୍ତି ଜୀବଜନ୍ତୁଙ୍କୁ ବାହାରକୁ ଛାଡ଼ି ଦେଉଛନ୍ତି । ଗଞାମ ଜିଲ୍ଲା କଂଟିଆଗଡରେ କୁକୁଡ଼ା ବ୍ୟବସାୟୀ କରୋନା ଭୟରେ ହଜାର…

କରୋନା: କାଲିଠୁ ଶ୍ରୀଜିଉଙ୍କ ଦର୍ଶନ…

ପୁରୀ: କରୋନା ପାଇଁ କାଲିଠୁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ। ଦର୍ଶନ ବନ୍ଦ ରହିଲେ ମଧ୍ୟ ପୂର୍ବ ଭଳି ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଚାଲୁ ରହିବ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ କରିବା ପାଇଁ ନିଷ୍ପତି ନେଇଛନ୍ତି ପୁରୀ ଜିଲ୍ଲା…

ସ୍ତ୍ରୀକୁ ଗଛରେ ବାନ୍ଧି ପିଟିଲା ସ୍ବାମୀ

ସାଲେପୁର : ସାଲେପୁର ଠାରେ ଆଜି ଏକ ଅଭାବନୀଘଟଣା ଘଟିଯାଇଛି । ସ୍ବାମୀ ନିଜ ସ୍ତ୍ରୀକୁ ଗଛରେ ବାନ୍ଧି ନିସ୍ତୁକ ପିଟିଥିଲା । ଘରୋଇ କଳିକୁୁ କେନ୍ଦ୍ର କରି ଗଛରେ ବାନ୍ଧି ସ୍ତ୍ରୀ କୁ ପିଟିଲା ସ୍ବାମୀ । ପଡ଼ୋଶୀ ମାନେ ଏହାକୁ ଦେଖି ପ୍ରତିବାଦ କରିଥିଲେ । ମହିଳାକୁ ମାଡ଼ ମାରିବା ଭିଡ଼ିଓଟି ଭାଇରାଲ ହେବା…