AIIMSରେ କରୋନା: ସୁପରିଟେଣ୍ଡେଣ୍ଟ୍ ଓ…
ଭୁବନେଶ୍ବର: ଭୁବନେଶ୍ବର ଏମ୍ସରେ ରାଜ୍ୟର ଦ୍ବିତୀୟ କରୋନା ରୋଗୀ ଚିହ୍ନଟ ହେବା ପରେ ଡାକ୍ତରଖାନା ପରିସରରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି। ହାଇ ପ୍ରୋଫାଇଲ୍ କେସ୍ କହି ଏହି ରୋଗୀଙ୍କ ବାବଦରେ କାହାରିକୁ କୌଣସି ସୂଚନା ଦିଆଯାଇ ନଥିବା ବେଳେ ରୋଗୀ ଜଣକ ଏମ୍ସର ଜଣେ ବରିଷ୍ଠ ଅଧିକାରୀଙ୍କ ପୁଅ ବୋଲି…