Odisha Link
Bridging the Missing Links in Odisha
Daily Archives

March 21, 2020

କରୋନା: ଭୁବନେଶ୍ବର, କେନ୍ଦୁଝର,…

ଭୁବନେଶ୍ବର: ଏକଦା ଦିଲ୍ଲୀରେ ପ୍ରଦୂଷଣ କମ୍‌ କରିବା ପାଇଁ କେଜ୍ରିଓ୍ବାଲ ସରକାରଙ୍କ ପକ୍ଷରୁ ଯୁଗ୍ମ-ଅଯୁଗ୍ମ ଗାଡ଼ି ଚଳାଚଳ ବ୍ୟବସ୍ଥା ଲାଗୁ କରାଯାଇଥିବା ବେଳେ ଏବେ କରୋନା ଭୂତାଣୁ ସଂକ୍ରମଣ କମ କରିବା ଲକ୍ଷ୍ୟରେ ସମାନ ପନ୍ଥା ଆପଣେଇଛନ୍ତି ଓଡ଼ିଶା ସରକାର। ଯୁଗ୍ମ ତାରିଖରେ ଯୁଗ୍ମ ନମ୍ବର ଥିବା ଗାଡ଼ି ଓ…

WHO: ଭ୍ରମରେ ନ ରୁହନ୍ତୁ ଯୁବଗୋଷ୍ଠୀ

ନୂଆଦିଲ୍ଲୀ: କରୋନା ଭୂତାଣୁ ପାଇଁ ସାରା ବିଶ୍ବରେ ବର୍ତ୍ତମାନ ୯ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହେଲାଣି। ଦିନକୁ ଦିନ ବିଶ୍ବରେ କରୋନା ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବା ନଜରରେ ରଖି ବିଶ୍ବର ଯୁବଗୋଷ୍ଠୀ ପାଇଁ ପରାମର୍ଶ ଜାରି କରିଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ (WHO)। ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ…

ବଢ଼ିବନି ଅତ୍ୟାବଶ୍ୟକ ସାମଗ୍ରୀର ଦର:…

ଭୁବନେଶ୍ବର: କରୋନା ଜୀବାଣୁ ସଂକ୍ରମଣର ଭୟାବହତା ଯୋଗୁଁ ଦେଶରେ ଏବେ ଫେସ୍-ମାସ୍କ ଓ ହାଣ୍ଡ-ସାନିଟାଇଜର୍‌ର ଚାହିଦା ବଢ଼ିଯାଇଛି। ବିଭିନ୍ନ ସ୍ଥାନରେ ଏହି ସାମଗ୍ରୀର ଅଭାବ ଦେଖିବାକୁ ମିଳିଥିବା ବେଳେ, ବହୁ ସ୍ଥାନରେ ଚଢ଼ା ଦରରେ ବିକ୍ରି ହେଉଛି। ମାସ୍କ ଓ ସାନିଟାଇଜରର ଆବଶ୍ୟକତା ଦେଖି ଏସବୁକୁ…

‘ଜନତା କର୍ଫ୍ୟୁ’: ପିଏମ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ ୨୨ ରବିବାର ଦିନ ଜନତା କର୍ଫ୍ୟୁ ପାଇଁ ଦେଶବାସୀଙ୍କୁ ଆହ୍ବାନ କରିଛନ୍ତି। ଆସନ୍ତାକାଲି ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଘରେ ରହିବାକୁ ଦେଶବାସୀଙ୍କୁ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦିଙ୍କ ଜନତା କର୍ଫ୍ୟୁ ପରାମର୍ଶକୁ ସୋସିଆଲ…