ସାରା ଓଡ଼ିଶାରେ ମଧ୍ୟରାତ୍ରିରୁ ଲକ୍ଡାଉନ୍

ଭୁବନେଶ୍ବର: ପ୍ରଥମେ ୫ଟି ଜିଲ୍ଲା, ପରେ ୧୪ଟି ଜିଲ୍ଲା ଆଉ ଏବେ ସାରା ଓଡ଼ିଶାରେ ଲକ୍ଡାଉନ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଆଜି ମଧ୍ୟ ରାତ୍ରି ଠାରୁ ସାରା ରାଜ୍ୟରେ ସମ୍ପୂର୍ଣ୍ଣ ଲକ୍ଡାଉନ୍ ଲାଗୁହେବ।
ଏ ସମୟରେ ବସ୍, ଟ୍ରେନ୍, ବିମାନ, ଟ୍ୟାକ୍ସି ସେବା ବନ୍ଦ ରହିବା ସହ ଲୋକମାନେ ଘରୁ ଆଦୌ ନ ବାହାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଡାକ୍ତରଖାନା, ପୁଲିସ ସେବା, ଅଗ୍ଡ଼ିଶମ, ବ୍ୟାଙ୍କ, ଏଟିଏମ୍ ଆଦି ଜରୁରୀ ସେବା ଖୋଲା ରହିବ।
Comments are closed.