Odisha Link
Bridging the Missing Links in Odisha
Daily Archives

March 26, 2020

୮୦ କୋଟି ଲୋକଙ୍କୁ ୩ ମାସ ଯାଏଁ ମାଗଣା…

ନୂଆଦିଲ୍ଲୀ: କରୋନା ପାଇଁ ଦେଶ ଲକ୍‌ଡାଉନ୍‌ ଥିବା ବେଳେ କେନ୍ଦ୍ର ସରକାର ଆଜି ଆର୍ଥିକ ପ୍ୟାକେଜ୍‌ ଘୋଷଣା କରିଛନ୍ତି। ଦେଶର ୮୦ କୋଟି ଲୋକଙ୍କୁ ଆଗାମୀ ୫ ମାସ ଯାଏଁ ମାଗଣା ରାସନ୍‌ ଦେବେ କେନ୍ଦ୍ର ସରକାର। ଏ ନେଇ ବିସ୍ତୃତ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ପ୍ରଧାନମନ୍ତ୍ରୀ ଗରିବ…

କରୋନା ମୁକାବିଲା: ସ୍ବାସ୍ଥ୍ୟକର୍ମୀଙ୍କ…

ନୂଆଦିଲ୍ଲୀ: ମହାମାରୀ କରୋନାର ମୁକାବିଲା କରିବା ପାଇଁ ୨୧ ଦିନର ଲକଡାଉନ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। କରୋନାକୁ ନେଇ ଦେଶର ଅର୍ଥନୀତି ଖରାପ ସ୍ଥିତିରେ ଚାଲିଥିବା ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କରିଛନ୍ତି ବଡ଼ ଘୋଷଣା। ଆଜି ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ସ୍ୱତନ୍ତ୍ର…

କରୋନା : ୧.୭୦ ଲକ୍ଷ କୋଟିର ପ୍ୟାକେଜ…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସର ମୁକାବିଲା ପାଇଁ କେନ୍ଦ୍ର ସରକାର ୨୧ ଦିନ ପାଇଁ ପୂରା ଦେଶକୁ ଲକ୍‌ଡାଉନ ଘୋଷଣା କରିଛନ୍ତି। ତେବେ ଏହି ସମୟରେ ଗରିବ ଓ ଦିନ ମଜୁରିଆମାନେ ବହୁ ସମସ୍ୟାରେ ପଡୁଛନ୍ତି। କାମକୁ ଯାଇପାରୁ ନ ଥିବାରୁ ଖାଦ୍ୟ ଏବଂ ଅର୍ଥ ସଙ୍କଟର ସମ୍ମୁଖୀନ ହେବାର ଆଶଙ୍କା ରହିଛି। ଏହାକୁ…

ଓଡ଼ିଶା: କରୋନା ମୁକାବିଲା ପାଇଁ…

ଭୁବନେଶ୍ବର: କରୋନା ମୁକାବିଲା ପାଇଁ ସ୍ବତନ୍ତ୍ର କଣ୍ଟ୍ରୋଲ୍‌ ରୁମ୍‌ ଖୋଲିଲେ ସରକାର। ଗୃହ ବିଭାଗର ଏହି କଣ୍ଟ୍ରୋଲ ରୁମ୍‌ ୨୪ ଘଣ୍ଟା କର୍ଯ୍ୟ କରିବ ଏବଂ ଏହା ଲକ୍‌ଡାଉନ୍‌ ସମ୍ପର୍କିତ ସମସ୍ୟା ସମାଧାନ ସହ ଓଡ଼ିଶା ବାହାରେ ଥିବା ଓଡ଼ିଆଙ୍କ ଭଲମନ୍ଦ ବୁଝିବ। ଓଡ଼ିଶା ଓ ଓଡ଼ିଶା ବାହାରେ ଥିବା ଓଡ଼ିଆମାନେ…

କ୍ଷୀର ପାଇଁ ଘରୁ ବାହାରିଥିଲେ, ପୁଲିସ…

କୋଲାକାତା: ପୁଲିସ ମାଡ଼ରେ ଜଣେ ୩୨ ବର୍ଷିୟ ଯୁବକଙ୍କର ମୃତ୍ୟୁ ହୋଇଛି। ଲକ୍‌ଡାଉନ୍‌ ସମୟରେ ସେ କ୍ଷୀର କିଣିବାକୁ ଘରୁ ବାହାରକୁ ବାହାରିଥିଲେ। ପୁଲିସ ମାଡ଼ରେ ଗରୁତର ଆହତ ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ଭର୍ତ୍ତି କରାଯାଇଥିଲା। ଡାକ୍ତ ସେଠାରେ ଯୁବକ ଜଣଙ୍କୁ ମୃତ ଘୋଷଣା କରିଥିଲେ। ହାଓଡ଼ା ବାସିନ୍ଦା…

ଲକଡାଉନ ନିଷ୍ପତ୍ତି ସ୍ବାଗତଯୋଗ୍ୟ,…

ନୂଆଦିଲ୍ଲୀ: ଆଜି କଂଗ୍ରେସ ପ୍ରମୁଖ ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖିଛନ୍ତି। ସେ ପତ୍ର ମାଧ୍ୟମାରେ ୨୧ ଦିନର ଲକଡାଉନ ନି‌ଷ୍ପତ୍ତିକୁ ସମର୍ଥନ ଜଣାଇଛନ୍ତି। ଏଥିସହିତ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ସୁରକ୍ଷା ଚିନ୍ତା କରିବା ପାଇଁ କହିଛନ୍ତି ସୋନିଆ ଗାନ୍ଧୀ। ସେ ଆହୁରି…

କରୋନା: ଦେଶରେ ୬୫୦ ଆକ୍ରାନ୍ତ, ୧୫ ମୃତ

ନୂଆଦିଲ୍ଲୀ: ଦେଶବ୍ୟାପୀ ଲକ୍‌ଡାଉନ୍‌ ସତ୍ତ୍ବେ ବଢ଼ିଚାଲିଛି କରୋନା ସଂକ୍ରମଣ। ଆଜି ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୫୦ ଡେଇଁଥିବାଥିବା ବେଳେ ୧୫ ଜଣଙ୍କର ମୃତ୍ୟୁ ହୋଇଛି। ପୂର୍ବରୁ ଏହି ସଂଖ୍ୟା ୧୩ ଥିବା ବେଳେ ଆଜି ଶ୍ରୀନଗରର ହାଇଦରପଡ଼ାରେ ଆଜି ଜଣେ ୬୫ ବର୍ଷିୟ ବୃଦ୍ଧଙ୍କର ମୃତ୍ୟୁ…

କରୋନା କାୟା: ଦେଶରେ ଗଲାଣି ୧୩ ଜୀବନ,…

ନୂଆଦିଲ୍ଲୀ: ଦିନକୁ ଦିନ କରୋନା ଭାଇରସର ପ୍ରଭାବ ଭାରତରେ ଦେଖିବାକୁ ମିଳିଛି। କରୋନା ଭାଇରସରେ ଭାରତରେ ଏପର୍ଯ୍ୟନ୍ତ ୬୪୯ ଜଣ ଅକ୍ରାନ୍ତ ରେଗାୀ ଚିହ୍ନଟ ହୋଇଛନ୍ତି। ସେହିମଧ୍ୟରୁ ୬୦୨ ଜଣ ଭାରତୀୟ ଓ ୪୭ ଜଣ ବିଦେଶୀ ଅଛନ୍ତି। ଏଯାବତ୍‌ କରୋନା ଭାଇରସର ସଂକ୍ରମଣରେ ଭାରତରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି।…

କରୋନା ମୁକାବିଲା: କଟକରେ ଖାଦ୍ୟ…

କଟକ: ମହାମାରୀ କରୋନା ମୁକାବିଲା ପାଇଁ ସମଗ୍ର ଦେଶ ୨୧ ଦିନ ପାଇଁ ଲକଡାଉନ। ସାମାଜିକ ଦୂରତ୍ତ୍ବ ଓ ବଜାର ଉପରେ ନିୟନ୍ତ୍ରଣ ରଖିବା ପାଇଁ କଟକ ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନ ସହଯୋଗରେ ସାଧାରଣ ଲୋକେ ଯେପରି ଅସୁବିଧା ନ ଭୋଗନ୍ତି, ସେ ଦିଗରେ ପଦକ୍ଷେପ ନେଉଛନ୍ତି। ବର୍ତ୍ତମାନର ପରିସ୍ଥିତିରେ…

୨ୟ ଦିନରେ ଲକଡାଉନ: ସେୟାର ବଜାରରେ…

ମୁମ୍ବାଇ: ଆଜି ସାରା ଦେଶରେ ଜାରି ହୋଇଥିବା ଲକ ଡାଉନର ୨ୟ ଦିନ। ଲକଡାଉନ ହେବା ସତ୍ତ୍ବେ ସେୟାର ବଜାରରେ ବୃଦ୍ଧି ପରିଲକ୍ଷିତ ହୋଇଛି। ଗୁୁରୁବାର ସେୟାର ବଜାର ସବୁଜ ଚିହ୍ନରେ ଖୋଲିଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜର ପ୍ରମୁଖ ଇଣ୍ଡେକ୍ସ ସେନସେକ୍ସ ୩୪୮.୬୩ ଅଙ୍କ ଅର୍ଥାତ୍‌ ୧.୨୨ ପ୍ରତିଶତ ବୃଦ୍ଧି ପାଇ…