Odisha Link
Bridging the Missing Links in Odisha
Daily Archives

March 26, 2020

ଗରିବଙ୍କୁ ମାଗଣା ଖାଇବା ବାଣ୍ଟିବେ ୧…

ନୂଆଦିଲ୍ଲୀ: ଦେଶବ୍ୟାପି ଗରିବଙ୍କୁ ମାଗଣା ଖାଇବା ବାଣ୍ଟିବ ଭାରତୀୟ ଜନତା ପାର୍ଟି। ଏ ନେଇ ଗତକାଲି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ନେତୃତ୍ବରେ ଅନୁଷ୍ଠିତ ଏକ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହା ଦ୍ବାରା ଦେଶର ୫ କୋଟି ଗରିବଙ୍କ ପେଟକୁ ଆଗାମୀ ୨୧ ଦିନ ଯାଏଁ ଖାଇବାକୁ ମିଳିବ ବୋଲି ଦଳ ପକ୍ଷରୁ…

ଆଜି ଜି-୨୦ ସମ୍ମିଳନୀ: ଭିଡିଓ…

ନୂଆଦିଲ୍ଲୀ: ଆଜି ଅନୁଷ୍ଠିତ ହେବ ଜି-୨୦ ସମ୍ମିଳନୀ। ମହାମାରୀ କରୋନାର ମୁକାବିଲା ପାଇଁ ଆଜି ହେବାକୁ ଥିବା ଜି-୨୦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଅଂଶଗ୍ରହଣ କରିବେ। ମହାମାରୀ କରୋନାର ମୁକାବିଲା ଏବଂ ଅର୍ଥନୀତି ଉପରେ ଏହାର ପ୍ରଭାବ ସମ୍ପର୍କରେ…

ବିଏମସିର କଡ଼ା ପଦକ୍ଷେପ: ୧ ନମ୍ବର ହାଟ…

ଭୁବନେଶ୍ୱର: ମହାମାରୀ କରୋନାର ମୁକାବିଲା କରିବା ପାଇଁ ଏପର୍ଯ୍ୟନ୍ତ କୌଣସି ଔଷଧ ବାହାରି ନାହିଁ। ହେଲେ କରୋନାକୁ ଜିତିବାକୁ ହେଲେ ସାମାଜିତ ଦ୍ବରତ୍ବ ହିଁ ଏହାର ଏକମାତ୍ର ବିକଳ୍ପ। ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ସମାଜିକ ଦୂରତ୍ବ ରକ୍ଷା ଲାଗି ଦେଶବାସୀଙ୍କୁ ନିବେଦନ କରିଛନ୍ତି। ଏହାକୁ ନଜରରେ ରଖି…

ଲକଡାଉନ୍: କେନ୍ଦ୍ର ସରକାରଙ୍କ…

ନୂଆଦିଲ୍ଲୀ: ମହାମାରୀ କରୋନା ମୁକାବିଲା ପାଇଁ ସାରା ଦେଶ ୨୧ ଦିନ ପାଇଁ ଲକ ଡାଉନ୍। ସାରା ଦେଶ କାଲିଠୁ ପୁରା ଲକ ଡାଉନ ହୋଇଛି। ଏହାରି ମଧ୍ୟରେ କେନ୍ଦ୍ର ସରକାର ବଡ଼ ଘୋଷଣା କରିଛନ୍ତି। ଲକଡାଉନ ସମୟରେ କିଭଳି ଦେଶବାସୀଙ୍କୁ ଖାଦ୍ୟ ସମସ୍ୟାର ସମ୍ମୁଖୀନ ନହେବେ ସେଥିପାଇଁ ପଦକ୍ଷେପ ନେଇଛନ୍ତି କେନ୍ଦ୍ର…

ମୁଁ ଲୋକଙ୍କ ଶତ୍ରୁ: ଅମାନିଆଙ୍କୁ ପୁଲିସର…

ଭୁବନେଶ୍ବର: ବାରଣ, ସଚେତନତା ପ୍ରଚାର ଓ ବାରମ୍ବାର ଅନୁରୋଧ ସତ୍ତ୍ବେ ଜନତା ମାନୁନାନହାନ୍ତି ଲକ୍‌ଡାଉନ୍‌ ନିୟମ। କରୋନା ସଂକ୍ରମଣକୁ ବେଖାତିର କରି ବାହାରୁଛନ୍ତି ଘରୁ। ଏଭଳି କିଛି ଅମାନିଆ ଲୋକଙ୍କୁ ପୁଲିସ ଆଜି ଆଖିଦୃଶିଆ ଦଣ୍ଡ ଦେଇଛି। ସହରର ବିଭିନ୍ନ ସ୍ଥାନରେ ଚେକ୍‌ ପୋଷ୍ଟରେ ଧରା ପଡ଼ିଥିବା…