କରୋନା କ’ଣ ଗୁପ୍ତରୋଗ? ଲୋକଙ୍କ…
ଶୁଭ୍ରାଂଶୁ ପଣ୍ଡା
କରୋନା ଏକ ଭୂତାଣୁ। ସାରା ବିଶ୍ବରେ ପ୍ରାୟ ୬ ଲକ୍ଷ ପାଖାପାଖି ଲୋକ ଏବେ ଏ ରୋଗରେ ପୀଡ଼ିତ। ଏହା କୌଣସି ଯୌନରୋଗ, ଗୁପ୍ତରୋଗ ବା ଲଜ୍ଜାଜନକ ରୋଗନୁହେଁ। ବହୁ ସେଲିବ୍ରିଟିଙ୍କୁ ଏ ରୋଗ ହୋଇଛି ଓ ଅନ୍ୟର ସଚେତନତା ପାଇଁ ସେମାନେ ନିଜେ ଏ କଥା ଜଣାଇଛନ୍ତି।
ଅଥଚ ଓଡ଼ିଶାରେ ସରକାର…