ଆର୍ମୀ ଡାକ୍ତରଙ୍କୁ କରୋନା

କୋଲକାତା: ଜଣେ କର୍ଣ୍ଣେଲ୍-ର୍ୟାଙ୍କ ସ୍ଥଳସେନା ଡାକ୍ତରଙ୍କ ଠାରେ କୋଭିଡ୍-୧୯ ପଜିଟିଭ୍ ଠାବ ହୋଇଛି। ସେ କରୋନା ସଂକ୍ରମିତ ବୋଲି ଜଣାପଡ଼ିବା ପରେ ତୁରନ୍ତ ତାଙ୍କୁ ଆଇସୋଲେସନ୍ ଓ୍ବାର୍ଡରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।
କୋଲକାତାର ଆର୍ମୀ କମାଣ୍ଡ ହସ୍ପିଟାଲରେ କାର୍ଯ୍ୟରତ ଏହି ଡାକ୍ତର ଜଣକ ନିକଟରେ ସେ ଦିଲ୍ଲୀ ଯାଇଥିଲେ। ତାଙ୍କ ସଂସ୍ପର୍ଶରେ ଆସିଥିବା ସହକର୍ମୀମାନଙ୍କୁ ମଧ୍ୟ କ୍ବାରାଣ୍ଟିନ୍ରେ ରଖାଯାଇଛି।
Comments are closed.