ପାରିତ ହେଲା ବ୍ୟୟମଞ୍ଜୁରୀ ବିଲ୍
ଭୁବନେଶ୍ବର: ଆଜି ଲୋକସେବା ଭବନରେ ଅନୁଷ୍ଠିତ ହୋଇଥିା ବଜେଟ ଅଧିବେଶନରେ ପାରିତ ହେଲା ବ୍ୟୟମଞ୍ଜୁରି ବିଲ୍। ଏ ନେଇ ବିଜେଡିର ବରିଷ୍ଠ ନେତା ଅମର ଶତପଥୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏଥିସହ ଆଜିଠୁ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି ବୋଲି ଶ୍ରୀ ଶତପଥୀ କହିଛନ୍ତି।…