Odisha Link
Bridging the Missing Links in Odisha
Monthly Archives

March 2020

ଦଳୀୟ ନେତାଙ୍କ ସହ ଭିଡିଓ କନଫରେନ୍ସିଂ…

ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟରେ ଫସି ରହିଥିବା ଓଡ଼ିଆଙ୍କ ସମସ୍ୟା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ସମେତ ରାଜ୍ୟ ବିଜେପିର ବରିଷ୍ଠ ନେତାମାନଙ୍କ ସହ ଭିଡିଓ କନଫରେନ୍ସି ଯୋଗେ ଆଲୋଚନା କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ କରୋନା…

ଓଡ଼ିଶା ବାହାରେ ୧ ଲକ୍ଷ ଓଡ଼ିଆ ଫସିଛନ୍ତି

ଭୁବନେଶ୍ବର: ମହାମାରୀ କରୋନାର ମୁକାବିଲା କରିବା ପାଇଁ ୨୧ ଦିନ ପାଇଁ ଲକ ଡାଉନ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା ହେବା ପରେ ବାହାର ରାଜ୍ୟରେ ଥିବା ଓଡ଼ିଆମାନେ ନିଜ ଘରକୁ ଫେରି ପାରି ନାହାନ୍ତି। ବସ୍‌, ଟ୍ରେନ୍‌ ବାତିଲ ହୋଇଥିବାରୁ ବହୁ ଓଡ଼ିଆ ଫସିଛନ୍ତି। ଏବେ କେନ୍ଦ୍ର…

ମୋଦିଙ୍କୁ ନବୀନଙ୍କ ଚିଠି: ୩୮୦ କୋଟି…

ଭୁବନେଶ୍ବର: କରୋନା ସଂକ୍ରମଣ ଭୟରେ ସାରା ଦେଶ ୨୧ ଦିନ ଲକ୍‌ଡାଉନ୍‌ ଥିବା ବେଳେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (MGNREGA)ରେ ସାମିଲ ବ୍ୟକ୍ତିଙ୍କୁ ଏହି ୨୧ ଦିନର ବେରୋଜଗାର ଭତ୍ତା ଦେବାପ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚିଠିରେ…

ସାଉଦି ଆରବରୁ ଭାରତକୁ ନିରନ୍ତର ତୈଳ…

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସି ମାଧ୍ୟମରେ ସାଉଦି ଉର୍ଜା ମନ୍ତ୍ରୀ ଏଚଆରଏଚ୍ ପ୍ରିନ୍ସ ଅବଦୁଲାଜିଜ୍ ଏବଂ ସାଉଦି ଆରାମକୋ ତୈଳ କମ୍ପାନୀର ସଭାପତି ତଥା ସିଇଓ ଅମିନ୍‌ ନାଜିରଙ୍କ ସହ ଆଲୋଚନା କରିଛନ୍ତି।…

କରୋନା ସହାୟତା: ୧ ମାସର ଦରମା ଓ…

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ଭୂତାଣୁ ବିରୋଧରେ ମୁକାବିଲା କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ରିଲିଫ୍ ପାଣ୍ଠିକୁ ନିଜ ମାସକର ଦରମା ସମେତ ସାଂସଦ ସ୍ଥାନୀୟ ଅଂଚଳ ବିକାଶ ପାଣ୍ଠି(ଏମପିଲାଡ୍‌)ରୁ ୧ କୋଟି ଟଙ୍କା ପ୍ରଦାନ କରିଛନ୍ତି।…

କରୋନା ଭୟରେ ମନ୍ତ୍ରୀଙ୍କ ଆତ୍ମହତ୍ୟା

ଫ୍ରାଙ୍କଫର୍ଟ: କରୋନା ଭୟରେ ଆତ୍ମହତ୍ୟା କରିଛନ୍ତି ଜର୍ମାନୀର ହେସ୍ ରାଜ୍ୟର ଅର୍ଥମନ୍ତ୍ରୀ ଥମାସ୍‌ ସାପେର। ଜର୍ମାନୀକୁ କରୋନା ଭୂତାଣୁ କବଳିତ କରି ରଖିଥିବା ବେଳେ ଅର୍ଥନୈତିକ ଅବସ୍ଥା କ'ଣ ହେବ ସେଇ ଚିନ୍ତାରେ ସେ ଆତ୍ମହତ୍ୟା କରିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ଫୋଲକର ବୋଭିଅର। ଗତକାଲି…

କେନ୍ଦ୍ରର କଡ଼ା ନିର୍ଦ୍ଦେଶ: ରାଜ୍ୟ ଓ…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସର ମୁକାବିଲା ପାଇଁ ଲକଡାଉନ ଘୋଷଣା ହୋଇଛି। ହେଲେ ଏହି ଲକଡାଉନ ନିୟମକୁ ଫୁ କରୁଛନ୍ତି ବାହାର ରାଜ୍ୟରେ କାମ କରୁଥିବା ଶ୍ରମିକମାନେ। ଲକଡାଉନ ଘୋଷଣା ପରେ ବାହାର ରାଜ୍ୟରେ କାମ କରୁଥିବା ଶ୍ରମିକ ମାନେ ନିଜ ଭିଟା ମାଟିକୁ ଫେରିବା ଆରମ୍ଭ କରିଛନ୍ତି। ଏହି ସବୁକୁ ନଜରରେ…

କରୋନା ମୃତ୍ୟୁ ସତ୍ତ୍ବେ ଏହି ଦେଶରେ ହେଲା…

ଓଏଲ୍‌ ବ୍ୟୁରୋ: ଦେଶରେ କରୋନା ସଂକ୍ରମଣ ଓ ମୃତ୍ୟୁ ସତ୍ତ୍ବେ ମାଲିରେ ଆଜି ଦେଶବ୍ୟାପୀ ସଂସଦୀୟ ମତଦାନ ହୋଇଛି। ମାତ୍ର ୨ କୋଟି ଜନସଂଖ୍ୟା ବିଶିଷ୍ଟ ଏହି ଆଫ୍ରିକୀୟ ଦେଶରେ ୧୮ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ସବୁଠୁ ବଡ଼ କଥା ହେଲାା ଆଜି ଭୋଟଗ୍ରହଣ ଆରମ୍ଭର କିଛି ସମୟ ପୂର୍ବରୁ ଦେଶରେ ପ୍ରଥମ କରୋନା ଜନିତ…

କରୋନା: ୧୧,୦୦୦ ବନ୍ଦୀଙ୍କୁ ଜାମିନରେ…

ଲକ୍ଷ୍ନୌ: ରାଜ୍ୟର ୭୧ଟି ଜାଲରେ ବନ୍ଦୀ ଥିବା ୧୧,୦୦୦ରୁ ଅଧିକ କଏଦୀଙ୍କୁ ଜାମିନରେ ଛାଡ଼ିଛନ୍ତି ଉତ୍ତରପ୍ରଦେଶ ସରକାର। କରୋନା ସଂକ୍ରମଣ ଭୟାବହତାକୁ ଦେଖି ଏଭଳି ନିଷ୍ପତ୍ତି ନିଆଯାଇଛି। ୭ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଭୋଗୁଥିବା କଏଦୀ ଓ ବିଚାରାଧୀନ ବନ୍ଦୀମାନଙ୍କୁ ପାରୋଲ୍‌ ଅଥବା ମଧ୍ୟବର୍ତ୍ତୀକାଳୀନ…

ଡିଜିଟାଲ ପେମେଣ୍ଟ କରନ୍ତୁ: ଶକ୍ତିକାନ୍ତ…

ନୂଆଦିଲ୍ଲୀ: ମହାମାରୀ କରୋନ ଭାଇରସ୍‌ର ମୁକାବିଲା କରିବା ପାଇଁ ୨୧ ଦିନ ପାଇଁ ସାରା ଦେଶ ଲକଡାଉନ ହୋଇଛି। ଏହି ମହାମାରୀରୁ ରକ୍ଷା ପାଇବା ପାଇଁ ଗୋଟିଏ ମାତ୍ର ଉପାୟ ହେଉଛି ସାମାଜିକ ଦୁରତ୍ବ। କରୋନା ଭାଇରସର ଭୟାବହତାକୁ ନଜରରେ ରଖି ଲକଡାଉନ ନିୟମ ପାଳନ କରିବା ପାଇଁ ଜନସାଧାରଣଙ୍କୁ ସର୍ବଦା ପରାମର୍ଶ…