୩ କରୋନା ରୋଗୀଙ୍କୁ ନେଇ ଆସୁଥିବା…
କଟକ: ଯାଜପୁରରୁ ୩ ଜଣ କରୋନା ଆକ୍ରାନ୍ତଙ୍କୁ ନେଇ ଭୁବନେଶ୍ୱର ଆସୁଥିବା ବେଳେ କଟକ ଠାରେ ଜାତୀୟ ରାଜପଥ ୧୬ ଉପରେ ଓଲଟି ପଡ଼ିଛି ଆମ୍ବୁଲାନ୍ସ। ପାଞ୍ଚଟି ଆମ୍ବୁଲାନ୍ସରେ ପ୍ରାୟ ୧୪ ଜଣ ରୋଗୀ ଆସୁଥିଲେ। ସେଥିରୁ ଗୋଟିଏ ଆମ୍ବୁଲାନ୍ସରେ ଗୋଟିଏ ପରିବାରର ୩ ଜଣ ଆକ୍ରାନ୍ତ ଥିଲେ ଯାହା କଟକ ଠାରେ ଦୁର୍ଘଟଣାର…