Odisha Link
Bridging the Missing Links in Odisha
Daily Archives

April 1, 2020

ଓଡ଼ିଶା ସରକାରଙ୍କୁ କୃତଜ୍ଞତା ଜଣାଇଲେ…

ଭୁବନେଶ୍ବର: ଓଡ଼ିଶା ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ତଥା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅର୍ଜୁନ ମୁଣ୍ଡା। କରୋନା ଲକ୍‌ଡାଉନ୍‌ ବେଳେ ଓଡ଼ିଶାରେ ଫସି ରହିଥିବା ଝାଡ଼ଖଣ୍ଡ ବାସିନ୍ଦାଙ୍କ ଲାଗି ହୋଇଥିବା ବ୍ୟବସ୍ଥା ଲାଗି ସେ ଓଡ଼ିଶାକୁ ଧନ୍ୟବାଦ ଦେଇଛନ୍ତି।…

ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ…

ନୂଆଦିଲ୍ଲୀ: ବିଶ୍ୱ ମହାମାରୀ କରୋନାର ମୁକାବିଲା ପାଇଁ ତୈଳ ରାଷ୍ଟ୍ରାୟତ ଉଦ୍ୟୋଗ ଓ କର୍ମଚାରୀମାନେ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ଏକକାଳୀନ ସର୍ବାଧିକ ଟଙ୍କା ଦାନ କରିବା ପରେ ଇସ୍ପାତ କ୍ଷେତ୍ରର ପିଏସୟୁ ଏବଂ ବେସରକାରୀ କ୍ଷେତ୍ର ମିଳିତ ଭାବେ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ୫୦୦ କୋଟି ଏବଂ ଏହାର…

ଲକଡାଉନ: ଜମୁଛି ଚୋରା ମଦ କାରବାର

ଭୁବନେଶ୍ବର: ସାରା ଦେଶ ଏବେ ଲକଡାଉନ। ଏହି ଲକଡାଉନକୁ କଡାକଡି କରୁଛି ପୋଲିସ୍। ଏହି ସମୟରେ ଜରୁରୀ ସେବା ପ୍ରଦାନକାରୀ ସଂସ୍ଥା ଓ ସାମଗ୍ରୀକୁ ଛାଡ଼ିଦେଲେ ଆଉ ସବୁ ବନ୍ଦ ରହିଛି। ମଦ ଦୋକାନ ଲକଡାଉନ ସମୟରେ ବନ୍ଦ ରହିଛି। ହେଲେ ମଦ ଦୋକାନ ବନ୍ଦ ଥିବାବେଳେ ଏବେ ଚୋରା ମଦ କାରବାର ବଢ଼ିଥିବାର ଦେଖିବାକୁ…

ଶସ୍ତା ହେଲା ରୋଷେଇ ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ: ମହାମାରୀ କରୋନାର ମୁକାବିଲା ପାଇଁ ସାରା ଦେଶ ଲକଡାଉନ। ଏହି ସମୟରେ ଜରୁରୀ ସେବା ପ୍ରଦାନକାରୀ ସଂସ୍ଥା ଓ ସାମଗ୍ରୀକୁ ଛାଡ଼ିଦେଲେ ଆଉ ସବୁ ବନ୍ଦ ରହିଛି। ଏହାରି ଭିତରେ ଏଚପିସିଏଲ, ବିପିସିଏଲ ଓ ଆଇଓସି  ବିନା ସବସିଡି ଗ୍ୟାସର ଦର କମାଇଛନ୍ତି। ୧୪.୨ କିଲୋଗ୍ରାମର ଅଣ-ସବସିଡି ସିଲିଣ୍ଡରର…

କରୋନା: ଭାରତରେ ୩୫ ମୃତ୍ୟୁ, ୧୨୪ ସୁସ୍ଥ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଦିନକୁୁ ଦିନ ଭାରତରେ କାୟା ବିସ୍ତାର କରିବାରେ ଲାଗିଛି। ବୁଧବାର ସୁଦ୍ଧା ଦେଶରେ ମୋଟ ୧୩୯୭ ଜଣ ଲୋକ କରୋନାରେ ଆକ୍ରାନ୍ତ ହେବା ସହିତ ୩୫ ଜଣ ଏଥିରେ ମୃତ୍ୟୁବରଣ କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ, ବୁଧବାର ସୁଦ୍ଧା ସାରା ଦେଶରେ…

ଲକଡାଉନ: ଟେଲିଭିଜନର ସୁବର୍ଣ୍ଣ ଯୁଗ…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ସାରା ଦେଶ ୨୧ ଦିନ ପାଇଁ ଲକ ଡାଉନ ହୋଇଛି। ଲକଡାଉନ ସମୟରେ ଦେଶବାସୀଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି ସରକାର। ଫଳରେ ଅଧିକାଂଶ ଲୋକ ଘରେ ରହିବାର ଦେଖା ଯାଉଛି। ଏଥିପାଇଁ ଲକଡାଉନ ଅବଧିରେ ଲୋକମାନଙ୍କର ଘରେ ରହଣୀକୁ ଅଧିକ ଉପଭୋଗ୍ୟ…

ଉତ୍କଳ ଦିବସ: ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା…

ଭୁବନେଶ୍ୱର: ଆଜି ହେଉଛି ଉତ୍କଳ ଦିବସ। ବହୁ ସଂଗ୍ରାମ ପରେ ୧୯୩୬ ଏପ୍ରିଲ ୧ ତାରିଖରେ ଗଠନ ହୋଇଥିଲା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ। ଆଜି ଓଡ଼ିଶା ପ୍ରଦେଶ ୮୫ ବର୍ଷରେ ପାଦ ଥାପିଲା। ଭାଷା ଭିତ୍ତିରେ ଦେଶରେ ପ୍ରଥମ କରି ଏକ ରାଜ୍ୟ ଗଠନ ହୋଇଥିଲା। ଆଜିର ଏହି ପବିତ୍ର ଦିନରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା…

ଆଜିଠୁ ୧୦ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ…

ନୂଆଦିଲ୍ଲୀ: ଆଜିଠାରୁ ଦେଶରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ମହାମିଶ୍ରଣ ଘଟିବାକୁ ଯାଉଛି। ଏହି ଅନୁଯାୟୀ ୧୦ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମିଶ୍ରଣ ହୋଇ ଦେଶରେ ୪ ବୃହତ୍‌ ବ୍ୟାଙ୍କରେ ପରିଣତ         ହେବ। ମିଶ୍ରଣ ଘଟିବାକୁ ଯାଉଥିବା ବ୍ୟାଙ୍କର ଗ୍ରାହକମାନେ ନୂଆ ବୃହତ୍‌ ବ୍ୟାଙ୍କର ଗ୍ରାହକ ଭାବେ…

ଉତ୍କଳ ଦିବସ: ରାଜ୍ୟବାସୀଙ୍କୁ ଶୁଭେଚ୍ଛା…

ଭୁବନେଶ୍ୱର: ଆଜି ହେଉଛି ଉତ୍କଳ ଦିବସ। ବହୁ ସଂଗ୍ରାମ ପରେ ୧୯୩୬ ଏପ୍ରିଲ ୧ ତାରିଖରେ ଗଠନ ହୋଇଥିଲା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ। ଆଜି ଓଡ଼ିଶା ପ୍ରଦେଶ ୮୫ ବର୍ଷରେ ପାଦ ଥାପିଲା। ଭାଷା ଭିତ୍ତିରେ ଦେଶରେ ପ୍ରଥମ କରି ଏକ ରାଜ୍ୟ ଗଠନ ହୋଇଥିଲା। ଆଜିର ଏହି ପବିତ୍ର ଦିନରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା…

ଆଜି ଉତ୍କଳ ଦିବସ: ୮୫ ବର୍ଷରେ ପାଦ…

ଭୁବନେଶ୍ୱର: ଆଜି ହେଉଛି ଉତ୍କଳ ଦିବସ। ଆଜି ଓଡ଼ିଶା ପ୍ରଦେଶ ୮୫ ବର୍ଷରେ ପାଦ ଥାପିଲା। ବହୁ ସଂଗ୍ରାମ ପରେ ୧୯୩୬ ମସିହା ଆଜିର ଦିନରେ ଅର୍ଥାତ୍ ଏପ୍ରିଲ ୧ ତାରିଖରେ ଗଠନ ହୋଇଥିଲା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ।  ଭାଷା ଭିତ୍ତିରେ ଦେଶରେ ପ୍ରଥମ କରି ଏକ ରାଜ୍ୟ ଗଠନ ହୋଇଥିଲା।  ତା ଆଗରୁ ଆଧୁନିକ ଭାରତରେ…