କରୋନା ମୁକାବିଲା: ସହାୟତାର ହାତ ବଢ଼ାଇଲେ…
ବାଲେଶ୍ୱର: ମହାମାରୀ କରୋନାକୁ ନେଇ ସାରା ବିଶ୍ବ ଚିନ୍ତିତ। ଭାରତରେ କରୋନାର ମୁକାବିଲା କରିବା ପାଇଁ ୨୧ ଦିନ ପାଇଁ ସାରା ଦେଶ ଲକ୍ଡାଉନ୍। ଏହି ସମୟରେ ଲୋକଙ୍କୁ ବାହାରକୁ ବାହାରିବାକୁ ପାଇଁ ମନା କରାଯାଇଛି। ସେପଟେ ଘର ଚଳାଇବା ପାଇଁ ଗରିବ ଓ ସାଧାରଣ ଲୋକଙ୍କୁ ନାହିଁ ନଥିବା ସମସ୍ୟା ଭୋଗିଲେଣି। ଆଉ…