ଲକ୍ଡାଉନ୍: ବାହାରକୁ ଯିବାକୁ ଚେଷ୍ଟା…
ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସର ଦିନକୁ ଦିନ ଭାରତରେ କାୟା ବିସ୍ତାର କରିବାରେ ଲାଗିଛି। ଏହାର ମୁକାବିଲା କରିବା ପାଇଁ ସାରା ଦେଶ ଲକ୍ଡାଉନ୍ ହୋଇଛି। ଏହି ସମୟରେ ଘରେ ରହିବାକୁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି। ହେଲେ କେତେକ ଅଞ୍ଚଳରେ ଲକ୍ଡାଉନ୍ କଟକଣାକୁ ମାନୁ ନାହାନ୍ତି କିଛି ଲୋକ। ଏହାକୁ…