କରୋନା: ରାଜ୍ୟରେ ପ୍ରଥମ ମୃତ୍ୟୁ
ଭୁବନେଶ୍ବର: ରାଜ୍ୟରେ ପ୍ରଥମ କରୋନା ମୃତ୍ୟୁ। ଝାରପଡ଼ା ଅଞ୍ଚଳର ଜଣେ ୭୨ ବର୍ଷିୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଏପ୍ରିଲ ୪ ତାରିଖରେ ସଂପୃକ୍ତ ବ୍ୟକ୍ତି AIIMS ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋିଥିଲେ। ନମୁନା ପରୀକ୍ଷଣୁ ପଜିଟିଭ ଚିହ୍ନଟ ହୋଇଥିଲା। ସେ ଏପ୍ରିଲ୪ରୁ AIIMSରେ ଚିକିତ୍ସିତ…