Odisha Link
Bridging the Missing Links in Odisha
Daily Archives

April 7, 2020

ଦୀକ୍ଷା ଆପ୍‌ ଦ୍ବାରା ଅନଲାଇନରେ ପାଠ…

ଭୁବନେଶ୍ବର: ମହାମାରୀ କରୋନାର ମୁକାବିଲା କରିବା ପାଇଁ ସାରା ଦେଶ ୨୧ ଦିନ ପାଇଁ ଲକ୍‌ଡାଉନ୍। ଏଥିସହିତ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ହେଲେ ଅନଲାଇନ ମାଧ୍ୟମରରେ ପାଠ ପଢ଼ିବେ ରାଜ୍ୟର ଦଶମ ଶ୍ରେଣୀ ଛାତ୍ରଛାତ୍ରୀ। ଚଳିତ ବର୍ଷ ଦଶମ ଶ୍ରେଣୀକୁ ଉତିର୍ଣ୍ଣ ହେବାକୁ ଥିବା ଛାତ୍ରଛାତ୍ରୀଙ୍କୁ…

ଭାରତରେ କରୋନା: ୪,୪୨୦ ଆକ୍ରାନ୍ତ, ୧୧୪…

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁସାରେ ଆଜି ସକାଳ ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪,୪୨୦ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୧୧୪ ଜଣ ମୃତ୍ୟ୍ୟୁବରଣ କରିଥିବା ବେଳେ ୩୨୫ ଜଣ ସୁସ୍ଥ ହୋଇ ଘରକୁ ଲେଉଟିଛନ୍ତି। ବର୍ତ୍ତମାନ ଦେଶରେ ୩,୯୮୧ ଜଣ ସକ୍ରିୟ କରୋନା ଆକ୍ରାନ୍ତ ଅଛନ୍ତି।…

କରୋନା: ଓଡ଼ିଶାରେ ୨,୨୧୦ ନମୁନା ପରୀକ୍ଷା,…

ଭୁବନେଶ୍ବର: ଓଡ଼ିଶାରେ ଗତକାଲି ସୁଦ୍ଧା ୨,୧୧୦ ଜଣ ବ୍ୟକ୍ତିଙ୍କର ନମୁନା ପରୀକ୍ଷା କରାଯାଇଥିବା ବେଳେ ଏମାନଙ୍କ ମଧ୍ୟରୁ ୪୦ ଜଣଙ୍କ ଠାରେ କୋଭିଡ୍-୧୯ ପଜିଟିଭ୍‌ ମିଳିଛି। କେବଳ ଗତକାଲି ୩୨୨ ନମୁନା ପରୀକ୍ଷା ହୋଇଥିବା ବେଳେ ଗୋଟିଏ ମାତ୍ର ପଜିଟିଭ୍‌ ବାହାରିଛି। ସମୁଦାୟ ୪୦ ପଜିଟିଭ୍‌ ମଧ୍ୟରୁ…