Odisha Link
Bridging the Missing Links in Odisha
Daily Archives

April 8, 2020

ବଦଳିଲା ଟ୍ରମ୍ପଙ୍କ ସ୍ବର, କହିଲେ…

ଓଏଲ୍‌ ବ୍ୟୁରୋ: ଜରୁରୀ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ର ଅନ୍ୟତମ ବୃହତ ଉତ୍ପାଦକ ଭାରତ ୩ ଦିନ ତଳେ ଏହାର ରପ୍ତାନି ଉପରେ କଟକଣା ଲଗାଇଥିଲା। ଶନିବାର ଠାରୁ ବିଦେଶକୁ ଏହାର ପ୍ରେରଣ ନିଷିଦ୍ଧ କରାଯାଇଥିଲା। ତେବେ ରବିବାର ଅମେରିକାର ଅନୁରୋଧ ପରେ ଭାରତ ନିଷିଦ୍ଧାଦେଶକୁ ଆଂଶିକ ଉଠାଇଛି। ଆମେରିକାକୁ ଭାରତ…

କଣ୍ଟେନ୍‌ମେଣ୍ଟ୍‌ ଅଞ୍ଚଳ ଘୋଷଣା ହେଲା…

ଭୁବନେଶ୍ବର: ଆଜି ଭୁବନେଶ୍ୱରର ସତ୍ୟ ନଗରକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛି ବିଏମ୍‌ସି। ଜଣେ କରୋନା ସଂକ୍ରମିତ ସେହି ଅଞ୍ଚଳରୁ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ନେଇଛି ବିଏମସି। ଏହି ସଂକ୍ରମିତଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ। ଯାହା ଫଳରେ ଏହା ପ୍ରଶାସନର ଚିନ୍ତା ବଢ଼ାଇଛି। ସେଥିପାଇଁ…

ଖୁବ୍‌ଶୀଘ୍ର ଭାରତ ଆୟୁର୍ବେଦ ପଦ୍ଧତି…

ନୂଆଦିଲ୍ଲୀ: ଆୟୁର୍ବେଦିକ ପଦ୍ଧତିର ବ୍ୟବହାର କରି ଭାରତ ଶୀଘ୍ର କରୋନା ଜୀବାଣୁ ରୋଗୀଙ୍କୁ ଚିକିତ୍ସା କରିବ। ଏଭଳି କିଛି ଆତ୍ମବିଶ୍ୱାସର ସହ କହିଛନ୍ତି ଆୟୁଷ କେନ୍ଦ୍ରମନ୍ତ୍ରୀ ଶ୍ରୀପଦ ନାୟକ। ସେ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ବୈଜ୍ଞାନିକ ପ୍ରାମାଣିକତାର ଅଭାବ ହେତୁ ଭାରତର ଏହି ପ୍ରାଚୀନ ଚିକିତ୍ସା…

COVID-19: ୭୬ ଦିନ ପରେ ଚୀନର ଉହାନ…

ବେଜିଂ: ମହାମାରୀ କରୋନା ଭାଇରସର ମୂଳ ଉତ୍ପତ୍ତିସ୍ଥଳ କୁହାଯାଉଥିବା ଚୀନର ଉହାନ୍ ସହର ପ୍ରାୟ ୧୧ ସପ୍ତାହର ଲକ୍‌ଡାଉନ୍‌ ଆଜି ସମାପ୍ତ ହୋଇଛି। ୭୬ ଦିନର ଲକ୍‌ଡାଉନ୍‌ ପରେ ଗତକାଲି ମଧ୍ୟରାତ୍ରିରୁ ଉହାନ ସହରରୁ ଲକ୍‌ଡାଉନ୍‌ ଉଠିଯାଇଛି। କରୋନା ଏହି ସହରରେ ମୃତ୍ୟୁର ତାଣ୍ଡବ ସୃଷ୍ଟି କରିବା ପରେ ଜାନୁଆରୀ…