Odisha Link
Bridging the Missing Links in Odisha
Daily Archives

April 13, 2020

ଲକ୍‌ଡାଉନ୍‌: ଏପ୍ରିଲ ୧୫ରୁ ଦ୍ୱିତୀୟ…

ଭୁବନେଶ୍ବର: ମହାମାରୀ କରୋନାର ମୁକାବିଲା ପାଇଁ ସାରା ଦେଶ ୨୧ ଦିନ ପାଇଁ ଲକ୍‌ଡାଉନ୍‌ ଘୋଷଣା ହୋଇଥିଲା। ଏହି ୨୧ ଦିନିଆ ଲକ୍‌ଡାଉନ୍‌ର ଅବଧି ଆସନ୍ତାକାଲିି ସରିବାକୁୁ ଯାଉଛି। କେନ୍ଦ୍ର ସରକାର ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରିବେ ନା ନାହିଁ, ସେ ନେଇ ଏଯାବତ୍ କିଛି ନିଷ୍ପତ୍ତି ନେଇ ନାହାନ୍ତି। ହେଲେ…

ଭଲ ଖବର: ୨୪ ଘଣ୍ଟାରେ ନାହିଁ ନୂଆ…

ଭୁବନେଶ୍ବର: ରାଜ୍ୟ ପାଇଁ ଭଲ ଖବର। କାରଣ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କୌାଣସି କରୋନା ପଜିଟିଭ୍‌ କେସ୍‌ ଆସିନାହିଁ । ଗତକାଲିରୁ ଆଜି ସକାଳ ୯ଟା ସୁଦ୍ଧା ରାଜ୍ୟରେ ବାହାରିନି ପଜିଟିଭ ରିପୋର୍ଟ। ଆଜି ସକାଳ ସୁଦ୍ଧା ପରୀକ୍ଷା ହୋଇଥିବା ୪୧୭୦ ରିପୋର୍ଟରୁ ୪୧୧୬ ନେଗେଟିଭ ବହାରିଛି। ଏନେଇ ସୂଚନା ଦେଇଛି…

ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ…

ଭୁବନେଶ୍ବର: ଆଜି ଓଡ଼ିଆଙ୍କ ନବ ବର୍ଷ ତଥା ମହାବିଷୁବ ସଂକ୍ରାନ୍ତି। ରାଜ୍ୟର ଏହା ପ୍ରଥମ ସଂକ୍ରାନ୍ତି ଭାବେ ଗ୍ରହଣ କରାଯାଏ। ଏହି ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି। ସେ ଟୁଇଟ…

ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ…

ନୂଆଦିଲ୍ଲୀ: ଆଜି ଓଡ଼ିଆଙ୍କ ନବ ବର୍ଷ ତଥା ମହାବିଷୁବ ସଂକ୍ରାନ୍ତି। ରାଜ୍ୟର ଏହା ପ୍ରଥମ ସଂକ୍ରାନ୍ତି ଭାବେ ଗ୍ରହଣ କରାଯାଏ। ଏହି ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟୁଇଟ କରି…

ଲକ୍‌ଡାଉନ୍: ଯାଜପୁରରେ ଖୋଲିଲା ବହି,…

ଯାଜପୁର: ଏପ୍ରିଲ ୩୦ ଯାଏ ସାରା ରାଜ୍ୟ ଲକ୍‌ଡାଉନ୍। ଲକ୍‌ଡାଉନ୍‌ କଟକଣା ଜାରି ରହିଥିବା ବେଳେ ଯାଜପୁରରେ ଆଜିଠାରୁ ବହି ଓ ପାଠ୍ୟ ଉପକରଣ ଦୋକାନ, ଗ୍ୟାରେଜ , ବିଦ୍ୟୁତ ଉପକରଣ ଓ ମରାମତି ଦୋକାନ ଖୋଲିଛି। ଏନେଇ ଗତକାଲି ଯାଜପୁର ଜିଲ୍ଲା ପ୍ରଶାସନ ଘୋଷଣା କରିଥିଲା। ଲୋକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ…

ଆଜି ରାଜଧାନୀ ଭୁବନେଶ୍ବରର ପ୍ରତିଷ୍ଠା…

ଭୁବନେଶ୍ବର: ଆଜି ଓଡ଼ିଶାର ରାଜଧାନୀ ଭୁବନେଶ୍ବରର ପ୍ରତିଷ୍ଠା ଦିବସ। ଆଜି ରାଜଧାନୀ ଭୁବନେଶ୍ବରକୁ ୭୨ ବର୍ଷ ପୂର୍ଣ୍ଣ ହୋଇଛି। ହେଲେ ମହାମାରୀ କରୋନା ପାଇଁ ସାରା ଦେଶ ଲକ୍‌ ଡାଉନ୍। ସାମାଜିକ ଦୂରତ୍ବ ଦୃଷ୍ଟିରୁୁ ପାଳନ ହେବନି ପ୍ରତିଷ୍ଠା ଦିବସ। ରାଜଧାନୀ ପ୍ରତିଷ୍ଠା ଦିବସ ପାଇଁ ଏହାର ପୂର୍ବଦିନ…