Odisha Link
Bridging the Missing Links in Odisha
Daily Archives

April 21, 2020

ମଧ୍ୟପ୍ରଦେଶ: ୨୯ ଦିନ ପରେ ଶପଥ ନେଲେ ୫…

ଭୋପାଳ: ମହାମାରୀ କରୋନା ଭାଇରସକୁ ନେଇ ସାରା ଦେଶ ଲଢ଼େଇ କରୁଛି। ଏହାରିମଧ୍ୟରେ ଆଜି ମଧ୍ୟପ୍ରଦେଶରେ କ୍ଷମତାସୀନ ବିଜେପି ସରକାରରେ ୫ ଜଣ ସଦସ୍ୟ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଆଜି ମଧ୍ୟାହ୍ଣରେ ରାଜ୍ୟପାଳ ଲାଲଜୀ ଟଣ୍ଡନ ଓ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଉପସ୍ଥିତିରେ ୫ ଜଣ…

ଯିଏ ବାପାର ନୁହେଁ, ସିଏ କାହାର ନୁହେଁ:…

ଭୁବନେଶ୍ବର: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପିତା ଆନନ୍ଦ ସିଂହ ବିଷ୍ଟ ଗତକାଲି ଦିଲ୍ଲୀର ଏମ୍‌ସରେ ପ୍ରାଣତ୍ୟାଗ କରିଥିବା ବେଳେ ଆଜି ତାଙ୍କର ଶେଷକୃତ୍ୟ ହେବ। ତେବେ ଏହି ଶେଷକୃତ୍ୟ ବେଳେ ଉପସ୍ଥିତ ରହିବେ ନାହିଁ ବୋଲି ଯୋଗୀ ଘୋଷଣା କରିଛନ୍ତି। ଯୋଗୀଙ୍କର ଏଭଳି ନିଷ୍ପତ୍ତିକୁ ନେଇ…

ଯାଜପୁର: କ୍ୱାରେଣ୍ଟାଇନରେ ରହିଲେ ୩…

ଯାଜପୁର: ରାଜ୍ୟରେ ୨ ଦିନରେ ୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାରିମ ମଧ୍ୟରେ ଆଜି ଯାଜପୁର ଜିଲ୍ଲାର ୩ ଜଣ ଡାକ୍ତର ଓ ୧୯ ଜଣ ନର୍ସଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି। ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି,“ ଗତକାଲି ଯାଜପୁରରେ ଚିହ୍ନଟ ହୋଇଥିବା…

କରୋନା ଯୋଦ୍ଧାମାନଙ୍କ ପାଇଁ…

ଭୁବନେଶ୍ବର: ମହାମାରୀ କରେନା ଭାଇରସର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହାରି ମଧ୍ୟରେ ଆଜି ପୁଣି ଥରେ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନା ଯୋଦ୍ଧାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ନବୀନ। ଏନେଇ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି…

ରାଷ୍ଟ୍ରପତି ଭବନରେ ରହୁଥିବା ମହିଳା…

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ୍‌ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏବେ କରୋନାର କବଳରେ ରାଷ୍ଟ୍ରପତି ଭବନ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ପାଇଁ କାର୍ଯ୍ୟ କରୁଥିବା ଜଣେ ସଫେଇ କର୍ମଚାରୀଙ୍କ ସମ୍ପର୍କୀୟ ଏହି ମହାମାରୀ ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ଏହି ପଜିଟିଭ ଜଣେ ମହିଳା ହୋଇଥିବାବେଳେ…

କରୋନା: ଦେଶରେ ୧୮ ହଜାର ଟପିଲା…

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ୍‌ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥମିବାର ନା ଧରୁନାହିଁ। ଏପରିକି ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତ ପାଇଁ ଆଶ୍ବସ୍ତି ଖବର ଏହାକି ଯେ, ଭାରତରେ…

ଇତିହାସରେ ପ୍ରଥମଥର: ଶୂନ ତଳକୁ ଖସିଲା…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସକୁ ନେଇ ବିଶ୍ବବାସୀ ଚିନ୍ତିତ। ଏଭଳିକି ଏହି ଭାଇରସର ମୁକାବିଲା କରିବା ପାଇଁ ଅନେକ ଦେଶ ଲକ୍‌ଡାଉନ୍‌ ପନ୍ଥା ଅବଲମ୍ବନ କରିଛନ୍ତି। ଯାହା ଫଳରେ ଅଶୋଧିତ ତେଲ ଦରରେ ଅହେତୁକ ହ୍ରାସ ପରିଲିକ୍ଷିତ ହୋଇଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦରରେ ରେକର୍ଡ ମାତ୍ରାର ହ୍ରାସ…

କରୋନା: ରାଜ୍ୟରେ ଆଉ ୫ ଆକ୍ରାନ୍ତ…

ଭୁବନେଶ୍ବର: ରାଜ୍ୟରେ ଆଉ ୫ କରୋନା ପଜିିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୯ରେ ପହଞ୍ଚିଛି। ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟ୍। ଏହି ୫ ଜଣ କରୋନା ଆକ୍ରାନ୍ତ ବାଲେଶ୍ୱର ଜିଲ୍ଲାର ବୋଲି ଜଣାପଡ଼ିଛି। ଫଳରେ…