ରବିବାର ଯାଏଁ ଯାଜପୁର, ଭଦ୍ରକ, ବାଲେଶ୍ବର…
ଭୁବନେଶ୍ବର: କରୋନା ସଂକରମଣକୁ ଦୃଷ୍ଟିରେ ରଖି ତିନୋଟି ଜିଲ୍ଲାରେ ରବିବାର ଯାଏଁ ସଟ୍ଡାଉନ୍ ଜାରି କରିଛନ୍ତି ସରକାର। ଏହି ସମୟରେ ଔଷଧ ଦୋକାନ ଛଡ଼ା ଅନ୍ୟ ସମସ୍ତ ଦୋକାନ, ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ। ଆମ୍ବୁଲାନ୍ସ ଓ ସରକାରୀ ସେବା ଗାଡ଼ି ଭିନ୍ନ କୌଣସି ଗାଡ଼ି ଚାଲିବନାହି'। ଲୋକାମନେ ଆଦୌ…