Odisha Link
Bridging the Missing Links in Odisha
Daily Archives

April 25, 2020

ଆଉ ବଢ଼ିବନି ଲକ୍‌ଡାଉନ୍, କରୋନା…

ଭୁବନେଶ୍ବର: ଦୋକାନ ବଜାର ଖୋଲିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟର କୋହଳ ନୀତି ପରେ ଲକକ୍‌ଡାଉନ୍‌ କଟକଣା ଆଜିଠାରୁ ପ୍ରାୟତଃ କୋହଳ ହୋଇଯାଇଛି। କିଛି ରାଜ୍ୟରେ ଏହି କୋହଳ ନୀତିର ପ୍ରଭାବ ଆଜି ସକାଳୁ ଦେଖିବାକୁ ମିଳିଥିବା ବେଳେ ଓଡ଼ିଶା ଭଳି କିଛି ରାଜ୍ୟ କେନ୍ଦ୍ରର କୋହଳ-ନିୟମ ଲାଗୁ କରିବା ନେଇ ବିଚାର…

ପୁଲ୍‌ୱାମା ଏନ୍‌କାଉଣ୍ଟର୍‌ରେ ୨…

ଶ୍ରୀନଗର: ଆଜି ସକାଳେ ଜମ୍ମୁ-କଶ୍ମୀରର ପୁଲୱାମା ଜିଲ୍ଲାରେ ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ୨ ଆତଙ୍କବାଦୀ ନିହତ ହୋଇଥିବାବେଳେ ସେମାନଙ୍କର ଜଣେ ସହଯୋଗୀର ମୃତ୍ୟୁ ଘଟିିଛି। ସେମାନଙ୍କ ଠାରୁ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଉଦ୍ଧାର କରାଯାଇଛି। ଜଣେ ପୁଲିସ ଅଧିକାରୀଙ୍କ…

ରାଜ୍ୟ ସରକାର ନିଷ୍ପତ୍ତି ନ ନେବା…

ଭୁବନେଶ୍ୱର: ଆଜିଠୁ ସାରା ଦେଶରେ ଖୋଲିଲା ବିଭିନ୍ନ ଦୋକାନ। ଦୋକାନ ଗୁଡ଼ିକ ଖୋଲିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ସର୍ତ୍ତମୂଳକ ଅନୁମତି ପ୍ରଦାନ କରିଛି। ବାସାଞ୍ଚଳ ମଧ୍ୟରେ ଥିବା ଦେକାନ ଓ ଅନ୍ୟ ଏକକ ଦୋକାନଗୁଡ଼ିକୁ ଖୋଲିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ଅନୁମତି ପ୍ରଦାନ କରାଯାଇଛି।…

ଆଜିଠୁ ଖୋଲା ସବୁ ଦୋକାନ: ଗ୍ରାମାଞ୍ଚଳ ଓ…

ନୂଆଦିଲ୍ଲୀ: ପୂର୍ବରୁ କେବଳ ଜରୁରୀ ସାମଗ୍ରୀ ଦୋକାନ ଖୋଲିବା ପାଇଁ ନିର୍ଦ୍ଦେଶ ଥିବା ବେଳେ ଶୁକ୍ରବାର ମଧ୍ୟରାତ୍ରିରେ ଅନ୍ୟ ଏକ ନିର୍ଦ୍ଦେଶନାମାରେ ଏହାକୁ କୋହଳ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରାଳୟ। ଆଜି ଠାରୁ (୨୫ ଏପ୍ରିଲ ୨୦୨୦) ଅଣ-ଜରୁରୀ ଦୋକାନ ବଜାର ଖୋଲିବା ପାଇଁ ଅନୁମତି ଦେଇଛନ୍ତି କେନ୍ଦ୍ର…

ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶକୁ ସ୍ଵାଗତ…

ଭୁବନେଶ୍ବର: ଚଳିତ ବର୍ଷ କୋରୋନା ମହାମାରୀ ପାଇଁ ଚନ୍ଦନ ଯାତ୍ରା ଏବଂ ଅକ୍ଷୟ ତୃତୀୟ ମନ୍ଦିର ଭିତରେ କରାଯିବ। ଏହା ମହାପ୍ରଭୁଙ୍କ ଧାର୍ମିକ ପରମ୍ପରା ହୋଇଥିବାରୁ ବିଧି ରକ୍ଷା କରିବାକୁ ଚନ୍ଦନ ଯାତ୍ରାର ନୀତି ନିୟମ କରାଯିବ। ମାତ୍ର ତାହା ଶ୍ରୀମନ୍ଦିର ବାହାରେ ନୁହେଁ, ଭିତରେ ହେବ ବୋଲି ଜଗଦ୍ଦଗୁରୁ…

ନୟାଗଡ଼ରେ ଆରମ୍ଭ ହେଲା “ଟେଲିମେଡିସିନ”…

ନୟାଗଡ଼: କରୋନା ମହାମାରୀ ପାଇଁ ସାରା ଦେଶ ଲକ୍‌ଡାଉନ୍। ଫଳରେ ସାରା ଦେଶରେ ଗାଡ଼ି ମଟର ଚଳାଚଳ ବନ୍ଦ ରହିଛି। ଏହି ଲକ୍‌ଡାଉନ୍‌ ସମୟରେ ଗାଡ଼ି ଚଳାଚଳ ବନ୍ଦ ଥିବାରୁ ଅନେକ ରୋଗୀ ମେଡିକାଲ ଯିବା ଆସିବା ସହଜରେ କରି ପାରୁନାହାନ୍ତି ଏବଂ ସଠିକ୍ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛନ୍ତି। ଏହାକୁ ନଜରରେ ରଖି…

ଭଲ ଖବର: ୫ହଜାର ଟପିଲା କରୋନା ଆକ୍ରାନ୍ତ…

ନୂଆଦିଲ୍ଲୀ: କ୍ରମାଗତ ଭାବେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କରୋନାକୁ ପ୍ରତିହତ କରିବା ପାଇଁ ସାରା ଦେଶ ଲକ୍‌ଡାଉନ୍‌। ହେଲେ କିଛି ଦିନ ହେବ କ୍ରମାଗତ ଭାବେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଭାରତରେ ୨୪ ହଜାର ଟପିଲା କରୋନା…