ମାସ୍କ ପିନ୍ଧି ନ ଥିଲେ ଜିଲ୍ଲାପାଳ, ତଣ୍ଡ…
ଜଗତସିଂହପୁର: କରୋନା ଜନିତ ଲକ୍ଡାଉନ୍ ସମୟରେ ଘରୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଥିବା ବେଳେ ଜଣେ ଜିଲ୍ଲାପାଳ ଏହା ଅମାନ୍ୟ କରି ଜରିମାନା ଦେଇଛନ୍ତି। ଜିଲ୍ଲାପାଳଙ୍କ ଠାରୁ ୨୦୦ ଟଙ୍କା ଆଦାୟ କରିଛନ୍ତି ତହସିଲଦାର।
ଅବଶ୍ୟ ତଣ୍ଡ ଗଣିଥିବା ଏ ଜିଲ୍ଲାପାଳ ଜଣଙ୍କ କୌଣସି ଜିଲ୍ଲାର…