କରୋନା: ୩୯ ଜଣ ଗୁଜୁରାଟ ଫେରନ୍ତା…
ଭୁବନେଶ୍ବର: ରାଜ୍ୟରେ ୩୦ ହଜାରରୁ ଅଧିକ ଗୁଜୁରାଟ ଫେରନ୍ତା ଏବେ ବିଭିନ୍ନ କ୍ବାରାଣ୍ଟିନ୍ ସେଣ୍ଟରରେ ଥିବା ବେଳେ ଏଯାବତ ଏମାନଙ୍କ ମଧ୍ୟରୁ ୩୯ ଜଣ କରୋନା ଆକ୍ରାନ୍ତ ହୋଇଥିବା ସରକାର ସୂଚନା ଦେଇଛନ୍ତି। ମାତ୍ର ୫ ଦିନ ମଧ୍ୟରେ ୩୯ ଗୁଜରାଟ ଫେରନ୍ତା ଆକ୍ରାନ୍ତ ହୋଇଥିବା ବେଳେ କେବଳ ଗଞ୍ଜାମରେ ୨୮ ଜଣ…