Odisha Link
Bridging the Missing Links in Odisha
Daily Archives

May 7, 2020

ଆଜିଠୁ ସ୍ବଦେଶ ଫେରିବେ ପ୍ରବାସୀ ଭାରତୀୟ,…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ ପାଇଁ ବିମାନ ସେବା ବନ୍ଦ କରିଛନ୍ତି କେନ୍ଦ୍ର ସରକାର। ଫଳରେ ବିଦେଶରେ ଫସି ରହିଛନ୍ତି ବହୁ ଭାରତୀୟ। ଭାରତୀୟଙ୍କୁ ଭାରତକୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ନେଲେ ବଡ଼ ପଦକ୍ଷେପ। ବିଦେଶରେ ରହୁଥିବା ପ୍ରବାସୀ ଭାରତୀୟମାନେ ଆଜିଠାରୁ ଘରକୁ ସ୍ବଦେଶ ଫେରିବେ । ଏଥି…

ବିଷାକ୍ତ ଗ୍ୟାସ୍‌ ଲିକ୍: ୭ ମୃତ, ୧୭୦…

ବିଶାଖାପାଟଣା: ଆଜି ସକାଳୁ ଆନ୍ଧ୍ର ପ୍ରଦେଶର ବିଶାଖାପଟଣା ଏକ କେମିକାଲ ପ୍ଲାଣ୍ଟରେ ବିଶାକ୍ତ ଗ୍ୟାସ୍ ଲିକ୍ ହୋଇଛି। ଫଳରେ ୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭୦ ଜଣ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଶତାଧିକ ଲୋକ ଅସୁସ୍ଥ ହୋଇଥିବା ଖବର ମିଳିଛି। ସୂଚନାମୁତାବକ ଗୁରୁବାର ଭୋର ସମୟରେ ଗୋପାଳପଟ୍ଟନମ୍…

ସମାଜ ବଦଳିଛି, ବୁଦ୍ଧଙ୍କ ବାର୍ତ୍ତା…

ନୂଆଦିଲ୍ଲୀ: ସାରା ବିଶ୍ବ ମହମାରୀ କରେନା ଭାଇରସ୍‌ ବିପକ୍ଷରେ ଲଢ଼ୁଛି। ଏହି ସମୟରେ କରୋନା ଯୋଦ୍ଧାମାନଙ୍କୁ ସାରା ବିଶ୍ବ ସଲାମ କରୁଛି। ଏହାରି ମଧ୍ୟରେ ଆଜି ବୁଦ୍ଧ ପୂର୍ଣ୍ଣିମା ଅବସରରେ ଏକ ଭର୍ଚୁଆଲ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଯେଉଁଥିରେ ଦୁନିଆର ଅନେକ ବଡ଼ ବଡ଼ ନେତା ଯୋଗ ଦେଇଥିଲେ। ଏହି ଅବସରରେ…

ଭଲ ଖବର: ଦେଶରେ ୧୫ ହଜାର ଟପିଲା…

ନୂଆଦିଲ୍ଲୀ: ଦିନକୁ ଦିନ ଭାରତରେ କ୍ରମାଗତ ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କରୋନାକୁ ପ୍ରତିହତ କରିବା ପାଇଁ ସାରା ଦେଶ ଲକ୍‌ଡାଉନ୍‌। ବର୍ତ୍ତମାନ ସାରା ଦେଶରେ ୩ୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି ରହିଛି।‌ ହେଲେ କିଛି ଦିନ ହେବ କ୍ରମାଗତ ଭାବେ ଦେଶରେ କରୋନା ଆକ୍ରାନ୍ତଙ୍କ…

ସୁରତ ଫେରନ୍ତାଙ୍କୁ କରୋନା: ୫ ଦିନରେ ୨୯…

ଭୁବନେଶ୍ବର: ଏବେ ମାତ୍ର ୩୦-୪୦ ହଜାର ଓଡ଼ିଆ ସୁରତରୁ ଫେରିଛନ୍ତି। ଆଗକୁ ୫ ଲକ୍ଷ ବା ତହିଁରୁ ଅଧିକ ପ୍ରବାସୀ ଓଡ଼ିଆ ରାଜ୍ୟକୁ ଫେରିବାର ସମ୍ଭାବନା ରହିଛି। ତେବେ ସୁରତ ଫେରନ୍ତା ବ୍ୟକ୍ତିଙ୍କ ଠାରେ ଯେଉଁ ହାରରେ କରୋନା ସଂକ୍ରମଣ ଠାବ ହୋଇଛି ତାହା ପୂର୍ବରୁ ଜମାତୀ ମର୍କାଜ୍‌ ଫେରନ୍ତା ଓ କୋଲାକାତା ଫେରନ୍ତା…

କରୋନା: କେଉଁ ଜିଲ୍ଲାରେ କେତେ ଆକ୍ରାନ୍ତ…

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କ୍ରମାଗତ ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ରାଜ୍ୟରେ ୨୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କରୋନା ସଂକ୍ରମଣ ରାଜ୍ୟର ୧୮ଟି ଜିଲ୍ଲ୍ୟାକୁ ବ୍ୟାପିଛି। ତେବେ ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ଆକ୍ରାନ୍ତ ଚିହ୍ନଟ…

କରୋନା: ରାଜ୍ୟରେ ୨୦୦ ଟପିଲା…

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କ୍ରମାଗତ ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଜି ସକାଳ ସୁଦ୍ଧା ରାଜ୍ୟରେ ନୂଆ ୨୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମଧ୍ୟରୁ ୧୭ ଜଣ ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ଆଉ ୩ ଜଣ ଆକ୍ରାନ୍ତ ମୟୂରଭଞ୍ଜ ଜିଲ୍ଲାର। ଫଳରେ…