Odisha Link
Bridging the Missing Links in Odisha
Daily Archives

May 10, 2020

ରେଡ୍ ଜୋନ୍‌ରେ ୫ ଜିଲ୍ଲା

ଭୁବନେଶ୍ବର: ଦିନକୁ ଦିନ ରାଜ୍ୟରେ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ରାଜ୍ୟରେ ବର୍ତ୍ତମାନ ୩୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବିଗତ ୩ ଦିନ ମଧ୍ୟରେ ରାଜ୍ୟରେ ୧୦୦ ପାର କଲାଣି ଆକ୍ରାନ୍ତଙ୍କ ସଂଖ୍ୟା। ଯାହା ରାଜ୍ୟ ପାଇଁ ଚିନ୍ତାର ବିଷୟ। ଏଥିସହିତ ରାଜ୍ୟରେ ମଧ୍ୟ ରେଡ ଜୋନ୍‌ ସଂଖ୍ୟା…

କରୋନା ମୃତ୍ୟୁ: ଗଞ୍ଜାମରେ ୧, ରାଜ୍ୟରେ…

ଭୁବନେଶ୍ବର: ସପ୍ତାହ ତଳେ ଜଣେ ବି ରୋଗୀ ନଥିବା ଗଞ୍ଜାମ ଜିଲ୍ଲାରେ ମେ' ୩ ତରିଖରୁ ଏଯାବତ୍‌ ୧୧୮ ଜଣ ଏହି ମହାମାରୀ ରୋଗରେ ଆକ୍ରାନ୍ତ ହୋଇ ସାରିଲେଣି। ଏମାନଙ୍କ ମଧ୍ୟରୁ ଜଣଙ୍କର ଗତକାଲି ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ରାଜ୍ୟରେ ମୋଟ ୩୫୨ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୩ ଜଣଙ୍କର ପ୍ରାଣହାନି ଘଟିଛି।…

ସୁବାସ ଚୌହାନ: ବଜରଙ୍ଗ ଦଳରୁ ବିକାଶ…

ଭୁବନେଶ୍ବର: ବିଜେଡି ନେତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ସୁବାସ ଚୌହାନ ପ୍ରାଣତ୍ୟାଗ କରିଛନ୍ତି। ସ୍ଥାନୀୟ ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଛି। ମେ ୫ ତାରିଖ ଦିନଗୁରୁତର ଅସୁସ୍ଥ ହୋଇ ସୁବାସ ଡାକ୍ତରଖାନା ଯାଇଥିଲେ। କ୍ୟାନ୍ସରରେ ପୀଡ଼ିତ ସୁବାସ ପୂର୍ବରୁ ଗୁରୁତର ଅସୁସ୍ଥ…

ପରଲୋକରେ ବିଜେଡି ନେତା ସୁବାସ ଚୌହାନ

ଭୁବନେଶ୍ବର: ପରଲୋକରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ବିଜେଡି ନେତା ସୁବାସ ଚୌହାନ୍। ମୃତ୍ୟୁ ବେଳକୁ ତାଙ୍କ ୫୪ ବର୍ଷ ହୋଇଥିଲା। ସେ ଲିଭର କ୍ୟାନସରରେ ପୀଡିତ ଥିଲେ। ଗତକାଲି ବିଳମ୍ବିତ ରାତି ପ୍ରାୟ ୩ଟା ସମୟରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା। ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ…

ବଡ଼ ଖବର: ରାଜ୍ୟରେ ୩୫୦ ଟପିଲା କରୋନା…

ଭୁବନେଶ୍ବର: ରାଜ୍ୟରେ କରୋନାକୁ ନେଇ ଆସିଲା ବଡ଼ ଖବର। ଆଉ ୫୮ କରୋାନା ପଜିଟିଭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫୨ ଟପିଲା। ଏଥିସହିତ ଜଣେ ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ତେବେ ମୃତକ ଜଣକ ଗଞ୍ଜାମ ଜିଲ୍ଲାର ବୋଲି ସ୍ପଷ୍ଟ କରିଛି ରାଜ୍ୟ…