ଏଣିକି ସମ୍ ହସ୍ପିଟାଲରେ କୋଭିଡ୍…
ଭୁବନେଶ୍ୱର: ରାଜ୍ୟର ପ୍ରଥମ ଘରୋଇ ଡାକ୍ତରଖାନା ଭାବେ କୋଭିଡ୍-୧୯ ନୁମନା ପରୀକ୍ଷଣ ପାଇଁ ଅନୁମୋଦନ ପାଇଛି ଆଇଏମ୍ଏସ୍ ଓ ସମ୍ ହସ୍ପିଟାଲ। ଓଡ଼ିଶାରେ କୋଭିଡ୍-୧୯ ନମୁନା ପରୀକ୍ଷା ନିମନ୍ତେ ଇଣ୍ଡିଆନ୍ କାଉନସିଲ୍ ଫର୍ ମେଡିକାଲ ରିସର୍ଚ୍ଚ (ଆଇସିଏମ୍ଆର୍) ସମ୍କୁ ମନୋନୀତ କରିଛି। ରାଜ୍ୟର ଏକମାତ୍ର ଘରୋଇ…