ଦିନ ୧୨ଟାରୁ ୨ଟା ମଧ୍ୟରେ ଓଡ଼ିଶା ଅତିକ୍ରମ…
ଭୁବନେଶ୍ବର: ସ୍ଥଳଭାଗକୁ ଆାଡ଼କୁ ମାଡ଼ି ଆସୁଛି ବାତ୍ୟା "ଅମ୍ପାନ୍"। ଆଜି ଅପରାହ୍ନରୁ ସନ୍ଧ୍ୟା ମଧ୍ୟରେ ବାତ୍ୟା "ଅମ୍ପାନ୍" ଲ୍ୟାଣ୍ଡଫଲ୍ କରିବ ବୋଲି ପାଣିପାଗ ବିଭାଗ ପକ୍ଷର ସୂଚନା ଦିଆଯାଇଛି। ବାତ୍ୟା ସ୍ଥଳଭାଗ ଛୁଇଁବା ବେଳକୁ ପବନର ବେଗ ଘଣ୍ଟା ପ୍ରତି ୧୬୦ରୁ ୧୮୫ କିଲୋମିଟର ରହିବ।
ଏହି ସୂଚନା କ୍ରମେ…