Odisha Link
Bridging the Missing Links in Odisha
Daily Archives

May 23, 2020

ଭଲ ଖବର: ସୁସ୍ଥ ହେଲେ ଆଉ ୬୨ ଆକ୍ରାନ୍ତ,…

ଭୁବନେଶ୍ବର: ରାଜ୍ୟ ପାଇଁ ଏକ ଭଲ ଖବର। ରାଜ୍ୟରେ ଆଉ ୬୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୪୯୭ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ଟୁଟ କରି ସୂଚନା ଦିଆଯାଇଛି। ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୪୧…

ରାଜ୍ୟରେ କାଲିଠୁ ମଦ ହୋମ ଡେଲିଭରୀ, ୫୦%…

ଭୁବନେଶ୍ବର: ରାଜ୍ୟରେ ମିଳିବ ମଦ। ଆସନ୍ତାକାଲିଠୁ ରାଜ୍ୟରେ ଅନଲାଇନରେ ମଦ ମିଳିବ। ରାଜ୍ୟ ସରକାର ଏନେଇ ଅନୁମତି ପ୍ରଦାନ କରିଛନ୍ତି। ଏଥିସହିତ ୫୦% ଅଧିକ ଦରରେ ବିକ୍ରି ହେବ ମଦ। ସ୍ପେଶାଲ କୋଭିଡ ଫି ଲଗାଇ ସବୁ ପ୍ରକାର ମଦର ଦର ବଢାଇଲେ ସରକାର। ଅପରପକ୍ଷେ କାଉଣ୍ଟର ରେ ମଦ ବିକ୍ରିକୁ ସରକାର ଦେଲେ ନାହିଁ…

‘ଆମେ ଜାଣିପାରିଲୁ ନାହିଁ, ଓଡ଼ିଶା…

ଭୁବନେଶ୍ୱର: ଗତକାଲି ଅପରାହ୍ନରେ ଓଡ଼ିଶା ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବାତ୍ୟା 'ଅମ୍ପାନ୍' କ୍ଷୟକ୍ଷତି କରିଥିବା ଅଞ୍ଚଳ ବୁଲିସାରି ମୋଦି ଓଡ଼ିଶା ପାଇଁ ଅଗ୍ରୀମ ୫୦୦ କୋଟି ସହାୟତା ରାଶି ଘୋଷଣା କରିଛନ୍ତି। ତେବେ ଏହି ସହାୟତା ରାଶି ଘୋଷଣାକୁ ସହଜରେ ନେଇ ନପାରିବା ସହ ବର୍ଷିଛନ୍ତି…

ଗରାବଡ଼ୁ ନିଯୋଗର ହେବ କରୋନା ଟେଷ୍ଟ

ଭୁବନେଶ୍ବର: ଆଗକୁ ମହାପ୍ରଭୁ ଜଗନ୍ନାଥଙ୍କ ସ୍ନାନ ଯାତ୍ରା। ସ୍ନାନ ପୂର୍ଣ୍ଣିମା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିସହିତ କରୋନା ଭାଇରସ୍‌କୁ ନେଇ ସଚେତନତା ବୈଠକ କରାଯାଇଛି। ଦଇତାପତି ନିଯୋଗ ପରେ ଆଜି ଗରାବଡ଼ୁ ନିଯୋଗ ସହ ବୈଠକ ହୋଇଥିଲା। ୨୯ ଓ ୩୦ରେ ଗରାବଡ଼ୁ ନିଯୋଗର…

ଲେହ ଯାଇ ସ୍ଥିତି ସମୀକ୍ଷା କଲେ…

ନୂଆଦିଲ୍ଲୀ: କିଛିଦିନ ହେବ ଭାରତ ଓ ଚାଇନା ବର୍ଡରେ ତିକ୍ତିତା ଦେଖିବାକୁ ମିଳିଛି। ଳଦାଖ ସ୍ଥିତ ଏଲଏସି ନିକଟରେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି। ଏସବୁ ଭିତରେ ସ୍ଥଳସେନା ମୁଖ୍ୟ ଜେନେରାଲ ଏମଏମ ନରଭାଣେ ଲେହ ଗସ୍ତ କରିଛନ୍ତି। ସେଠାରେ ସେ ଫିଲ୍ଡ କମାଣ୍ଡରମାନଙ୍କ ସହ ସୁରକ୍ଷା ସ୍ଥିତିର ସମୀକ୍ଷା…

ନିଲମ୍ବିତ ହେଲେ ଆଇଆଇସି ସନ୍ଧ୍ୟାରାଣୀ…

କେନ୍ଦୁଝର: ନିଲମ୍ବିତ ହେଲେ ଆଇଆଇସି ସନ୍ଧ୍ୟାରାଣୀ ଜେନା। ଥାନା ଭିତରେ ଯୁବକଙ୍କୁ ନିସ୍ତୁକ ମାଡ଼ ଓ ଗୋଇଠା ମାରିବା ଘଟଣାରେ କେନ୍ଦୁଝର ପାଟଣା ଥାନା ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କୁ ସସ୍‌ପେଣ୍ଡ୍‌ କରାଯାଇଛି। ପୁଲିସ୍‌ ଡିଜି ଅଭୟ ଆଇଆଇସିଙ୍କୁ ନିଲମ୍ବିତ କରିଛନ୍ତି। ଆଇଆଇସିଙ୍କର ବେଆଇନ୍‌ କାର୍ଯ୍ୟ…

ନୟାଗଡ଼: ୪ ବ୍ଲକ୍‌କୁ ବ୍ୟାପିଲା କରୋନା

ନୟାଗଡ଼: ରାଜ୍ୟରେ ଦିନକୁୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟରେ ଆଜି ସୁଦ୍ଧା ୧୨୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ନୟାଗଡ଼ ଜିଲ୍ଲାର ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ନୟାଗଡ଼ ଜିଲ୍ଳାରେ ଆଉ ୫ଜଣ ଆକ୍ରାନ୍ତ ଚିହ୍ନଟ…

୨୫ମେ’ରୁ ଝାରସୁଗୁଡ଼ା…

ଝାରସୁଗୁଡ଼ା: ମେ' ୨୫ରୁ ସାରା ଦେଶରେ ଆରମ୍ଭ ହେବ ଘରୋଇ ବିମାନ ସେବା। ଝାରସୁଗୁଡ଼ା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ମଧ୍ୟ ଦେଶର ବିଭିନ୍ନ ସ୍ଥାନକୁ ବିମାନ ଯାତ୍ରା ନେଇ ଟିକେଟ୍‌ ବୁକିଂ ଆରମ୍ଭ ହୋଇଛି। ଏଠାରୁ ବିମାନ ଉଡାଣ ପ୍ରସ୍ତୁତି ନେଇ ଜିଲ୍ଲାପାଳ, ଏସ୍‌ପି, ବିମାନବନ୍ଦରର ନିର୍ଦ୍ଦେଶକ,…

ବଡ଼ ଖବର: ରାଜ୍ୟର ୨୬ଟି ଜିଲ୍ଲାକୁ…

ଭୁବନେଶ୍ବର: ରାଜ୍ୟରେ ଆଉ ୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ୧୨୬୯ରେ ପହଁଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା। ଏଥିସହିତ ଗଜପତି ଏବଂ ନବରଙ୍ଗପୁର ଜିଲ୍ଲାରୁ ପ୍ରଥମ ଥର ପାଇଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟର ୨୬ଟି ଜିଲ୍ଲା କରୋନା କବଳରେ। ଆଜି ଚିହ୍ନଟ ହୋଇଥିବା…

ରାଜ୍ୟରେ ୧୨ ଶହ ଡେଇଁଲା ଆକ୍ରାନ୍ତଙ୍କ…

ଭୁବନେଶ୍ବର: ରାଜ୍ୟରେ ଆଉ ୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ୧୨୬୯ରେ ପହଁଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା। ଏଥିସହିତ ଗଜପତି ଏବଂ ନବରଙ୍ଗପୁର ଜିଲ୍ଲାରୁ ପ୍ରଥମ ଥର ପାଇଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟର ୨୬ଟି ଜିଲ୍ଲା କରୋନା କବଳରେ। ଆଜି ଚିହ୍ନଟ ହୋଇଥିବା…