Odisha Link
Bridging the Missing Links in Odisha
Daily Archives

May 28, 2020

୧ ଘଣ୍ଟାର ଏସ୍‌ପି କୁନି ଝିଅ ଆରାଧ୍ୟା

ଓଏଲ୍‌ ବ୍ୟୁରୋ: ମହମାରୀ କରୋନା ଭାଇରସ୍‌କୁ ନେଇ ସମସ୍ତେ ଚିନ୍ତିତ ଏବଂ ସଚେତନ। ହେଲେ ବହୁ ଲୋକ ଏହି ମହାମାରୀକୁ ନେଇ ସଚେତନ ନାହାନ୍ତି। ହେଲେ ଜଣେ ୪ବର୍ଷର ଝିଅ ଲୋକଙ୍କୁ ଏହି ମହାମାରୀ ସମ୍ବନ୍ଧରେ ସଚେତନତା ବାର୍ତ୍ତା ଦେଇଥିଲେ। ଯେଉଁଥିପାଇଁ ସେ ପିନ୍ଧିଲେ ପୁଲିସ୍‌ ୟୁନିଫର୍ମ। ଛତିଶଗଡ଼ ସୁକ୍‌ମାରେ…

ଲକ୍‌ଡାଉନ୍‌ : ବଢ଼ୁଛି ଯୁବ ବେକାରଙ୍କ…

୬ ଜଣରେ ଜଣେ ବେକାର: ଆଇଏଲ୍‌ଓ ଓଏଲ୍‌ ବ୍ୟୁରୋ: ମହାମାରୀ କରୋନା ଭାଇରସ୍‌ ସାରା ବିଶ୍ବକୁ ଚିନ୍ତାରେ ପକାଇଛି। କରୋନା ଭାଇରସ୍‌ ପ୍ରଭାବ ସବୁ କ୍ଷେତ୍ରରେ ଦେଖିବାକୁ ମିଳୁଛି। ହେଲେ ସବୁଠୁ ବଡ଼ ପ୍ରଭାବ ନିଯୁକ୍ତି କ୍ଷେତ୍ରରେ ଦେଖିବାକୁ ମିିଳିଛି। କରୋନା ସଙ୍କଟ ପ୍ରଭାବରେ ସାରା ବିଶ୍ବରେ ବ୍ୟାପକ…

ବଡ଼ ଧରଣର ଆତଙ୍କୀ ଷଡଯନ୍ତ୍ରକୁ ବିଫଳ କଲା…

ଜମ୍ମୁ କାଶ୍ମୀର: ଜମ୍ମୁ କାଶ୍ମୀରରେ ପୁଲୱାମା ଭଳି ଏକ ବଡ ଧରଣର ଆତଙ୍କୀ ଆକ୍ରମଣ ଷଡଯନ୍ତ୍ରକୁ ବିଫଳ କରିଛି ସୁରକ୍ଷା ବାହିନୀ। ଜାମ୍ମୁ କାଶ୍ମୀରର ରାଜପୋରା ଅଞ୍ଚଳରୁ ଏକ କାରରୁ ବିପୁଳ ପରିମାଣର ‘ଆଇଡି’ ବୋମା ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଗୁରୁବାର ଜାମ୍ମୁ କାଶ୍ମୀରର ରାଜପୋରା…

ନୟାଗଡ଼: ଆଉ ୭ ଚିହ୍ନଟ, ସମସ୍ତ ଆକ୍ରାନ୍ତ…

ନୟାଗଡ଼: ଆଜି ରାଜ୍ୟର ୧୦ଟି ଜିଲ୍ଲାରୁ ୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ବର୍ତ୍ତମାନ ୧୬୬୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ନୟାଗଡ଼ ଜିଲ୍ଲାରୁ ଆଉ ୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାରେ ୫୭ରେ ପହଁଞ୍ଚିଛି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା। ଆଜି…

ରାଜ୍ୟରେ ଆଉ ୬୭ ଆକ୍ରାନ୍ତ ଚିହ୍ନଟ, ମୋଟ…

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ପୁଣି ୬୭ ଜଣ କରୋନା ଆକ୍ରାନ୍ତ ରାଜ୍ୟରେ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ୧୬ଶହ ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା। ରାଜ୍ୟରେ ବର୍ତ୍ତମାନ ୧୬୬୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ୧୦ଟି ଜିଲ୍ଲାରୁ ନୂଆ…