ସୁଶାନ୍ତ ସିଂ ରାଜପୁତ: ଆତ୍ମହତ୍ୟା…
ଭୁବନେଶ୍ବର: କି ବିଚିତ୍ର ବିରୋଧାଭାସ ସତରେ! ଯେଉଁ ବ୍ୟକ୍ତି ଆତ୍ମହତ୍ୟା ବିରୋଧରେ ମତ ରଖିଥିଲେ ସେ ନିଜେ ଆଜି ଆତ୍ମହତ୍ୟା କରିଛନ୍ତି। ୨୦୧୯ ମସିହାରେ ବଲିଉଡ୍ ସିନେମା 'ଛିଛୋର୍'ରେ ବାପା ଭୂମିକାରେ (ଅନିରୁଦ୍ଧ ପାଠକ) ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ସୁଶାନ୍ତ। ଏହି ଚଳଚ୍ଚିତ୍ରରେ ସେ ନିଜର କଲେଜ ପଢ଼ୁଆ…